Odisha News Portal

ଜୁମ୍‌ ମିଟିଂ ବେଳେ ସେ-କ୍ସ କରୁଥିଲେ ସରକାରୀ ଅଧିକାରୀ – ତା ପରେ ଯାହା ହେଲା ଜାଣିଲେ ମୁଣ୍ଡ ତଳକୁ ହୋଇଯିବ ! ଭିଡ଼ିଓ ହେଉଛି ଭାଇରାଲ….

ଆଜିର ସମାଜ ତଥା ପରିବେଶ କେତେ ମାତ୍ରାରେ କଳୁଷିତ ହୋଇ ଗଲାଣି ତାହା ଭାବିବା ମଧ୍ୟ ସମ୍ଭବପର ନୁହେଁ । ତେବେ ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ, ଇଣ୍ଟରନେଟର ଯୁଗ , କମ୍ପ୍ୟଟରର ଯୁଗ କିନ୍ତୁ କେବେ କଣ ଆପଣ ମାନେ ଭାବିଛନ୍ତି ଏସବୁ କାରଣରୁ ମଧ୍ୟ ଅନେକ କୁପ୍ରଭାବ ଆମ ସମାଜ ଉପରେ ପଡିଥାଏ । ବହୁତ ଜଣ ଅଛନ୍ତି ଯେଉଂମାନେ କି ଏସବୁକୁ ଅସତ ଉପାୟରେ ବ୍ୟବହାର କରୁଛନ୍ତି । ଯାହା ସେମାନଙ୍କୁ ବିପଥଗାମୀ କରି ଦେଉଛି କିନ୍ତୁ ଆମେ ଏହା କହି ପାରିବା ନାହିଁ ଯେ ସମସ୍ତେ ଏଥିପାଇଁ ଖରାପ ହୋଇଯାଉଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ପାଦତଳୁ ମାଟି ଖସି ଯିବ ।

ଆପଣ ମାନେ ଜାଣିଥିବେ ବର୍ତ୍ତମାନର ଏହି ଲକଡାଉନ ସମୟରେ ଭିଡ଼ିଓ କନଫରେନ୍ସ ଆପ୍‌ ‘ଜୁମ୍‌’ ଏବେ ବହୁଳ ବ୍ୟବହାର ହେଉଛି । ଅନ୍‌ ଲାଇନ୍‌ କ୍ଲାସ୍‌ ହେଉ କିମ୍ବା କୌଣସି ଅଫିସିଆଲ ମିଟିଂ ବର୍ତ୍ତମାନ ଜୁମ୍ ଆପ୍‌ ମାଧ୍ୟମରେ ସବୁ କାମ ହେଉଛି ।

ଲାପ୍‌ଟପ୍‌ କିମ୍ୱା ଡେକ୍ସଟପ୍‌ ନଚେ୍ତ ମୋବାଇଲରେ ଆପଣ ଫ୍ରଣ୍ଟ କ୍ୟାମେରା ରଖି ଏହାକୁ ବ୍ୟବହାର କରିପାରିବେ । ଯଦି ପ୍ରସ୍ତୁତ ନାହାନ୍ତି ତ କ୍ୟାମେରା ଅଫ୍‌ କରି ରଖିପାରିବେ । କିନ୍ତୁ ଏହି ଜୁମ୍‌ ଆପ୍ କୁ ନେଇ ବର୍ତ୍ତମାନ ଗୋଟିଏ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ଫିଲିପାଇନ୍ସରେ । ଜୁମ୍‌ ମିଟିଂ ବେଳେ ଜଣେ ସରକାରୀ ଅଧିକାରୀଙ୍କ ସେକ୍ସ ଭାଇରାଲ ହୋଇଛି ।


ତେବେ ଦ ସନ୍‌ରେ ପ୍ରକାଶିତ ଖବର ଅନୁଯାୟୀ , ଫିଲିପାଇନ୍ସରେ ଜୁମ୍‌ ଆପ୍ ରେ ଏକ ମିଟିଂ ଚାଲିଥିଲା ବେଳେ ଜଣେ ସରକାରୀ ଅଧିକାରୀଙ୍କ ଅଜବ କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କାହିଁକି ନାଁ ରେଗୁଲାର କାଉନ୍ସିଲ ମିଟିଂ ବେଳେ ଜଣେ ମହିଳା ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବାର ନଜର ଆସିଥିଲେ କାଭିଟେ ଅଞ୍ଚଳରେ ଫାତିମା ଡସ ଗ୍ରାମ ପରିଷଦର କ୍ୟାପଟେନ୍‌ ଜିସସ ଏଷ୍ଟିଲଙ୍କ ମାଲିଲ ।

ତେବେ ସେ ତାଙ୍କ ଲ୍ୟାପ୍‌ଟପ୍‌ର କ୍ୟାମେରା ଅଫ୍‌ କରିବା ବଦଳରେ ଅନ୍‌ କରି ଦେଇଥିଲେ । ଆଉ ସେପଟେ ମିଟିଂ ଆରମ୍ଭ ହୋଇଥିବା ସମୟରେ ସେ ରୁମ୍‌ର ଏକ କୋଣକୁ ଯାଇ ସେଠାରେ ଥିବା ସେକ୍ରେଟାରୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଯାହାର ଦୃଶ୍ୟ ଜୁମ୍‌ରେ ସମସ୍ତେ ଦେଖୁଥିଲେ । କିନ୍ତୁ ସବୁଠାରୁ ବଡ କଥା ହେଉଛି କି ଏଷ୍ଟିଲଙ୍କୁ ଏସବୁ ବିଷୟରେ କିଛି ବି ଜ୍ଞାତ ନଥିଲା ତେଣୁ ସେ ମାତିଥିଲେ ସେକ୍ସରେ ।

ଦ ସନ୍ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ନିନ୍ଦନୀୟ ଘଟଣାଟି 26 ଅଗଷ୍ଟରେ ଘଟିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତେବେ ମିଟିଂରେ ଯୋଗ ଦେଇଥିବା ଷ୍ଟାଫ୍‌ ସଦସ୍ୟମାନେ ଏହି ଦୃଶ୍ୟର କଲ୍‌ ରେକର୍ଡ କରିଦେଇଥିଲେ ଏବଂ ଭିଡ଼ିଓ ପବ୍ଲିକ୍‌ ହୋଇଯାଇଥିଲା । ତେବେ ଏହାପରେ ଭିଡିଓରେ ପୁଣି ଦେଖା ଯାଇଛି ଯେ ଏହି କାମ କରିବା ପରେ ଏଷ୍ଟିଲ ପୁଣି ମିଟିଂ ସେସନରେ ଯୋଗ ଦେଉଛନ୍ତି । କିନ୍ତୁ ଅଭିଯୋଗ କ୍ରମେ ସ୍ଥାନୀୟ ସରକାର ଏଷ୍ଟିଲ୍‌ଙ୍କୁ ନିଜ ପଦରୁ ବିଦା କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।