Odisha News Portal

ଜି ସାର୍ଥକରେ ମୋ ସାଇ ସିରିଏଲ ରେ ସାଇର ଭୂମିକା କରୁଥିବା ଆବିର ସୁଫି ଙ୍କ ପରିବାର ଆଗରୁ କେବେ ଦେଖିନଥିବେ ? ଜାଣନ୍ତୁ କିଏ କିଏ ଅଛନ୍ତି ?

ଆପଣ ମାନେ ସମସ୍ତେ ଜାଣି ଥିବେ ଜି ସାର୍ଥକରେ ଭକ୍ତିପୂତ ନିବେଦନ ହିସାବରେ ପରିବେଶିତ ହେଉଛି ମୋ ସାଇ । ଯେଉଁ ସାଇ ଧାରାବାହିକରେ ଅଭିନୟ କରୁଛନ୍ତି ଆବିର । ତେବେ ଏହି ସାଇ ଧାରାବାହିକରେ ଅଭିନୟ କରୁଛନ୍ତି ବଲିଉଡ ଆକ୍ଟର ଆବିର ସୁଫି । ଏହି ଧାରାବାହିକଟି ସୋନି ଟିଭିରେ ପ୍ରସାରିତ ହେଉଥିବା ମେରା ସାଇରୁ ହିଁ ଡଭିଂ ହେୁଛି ଏବଂ ଜି ସାର୍ଥକରେ ପ୍ରଯୋଜିତ ହେଉଛି । ଯାହାକଗି ଲୋକ ମାନଙ୍କ ଦ୍ବାରା ଖୁବ ଆଦୃତ ହେଉଛି ଏବଂ ଲୋକମାନେ ଏହି ସାଇ ଧାରାବାହିକକୁ ବହୁତ ଭାବରେ ଭଲ ପାଇବା ଦେଇଛନ୍ତି । ଏହାସହିତ ଲୋକମାନେ ମଧ୍ୟ ସାଇଙ୍କର କ୍ୟାରେକ୍ଟରକୁ ଭଲ ଭବାରେ ଜଷ୍ଟିଫ ଦେଇଛନ୍ତି ।

ଆବିର ସୁଫି ଏହି ଧାରାବାହିକଟିକୁ ଖୁବ ଭଲ ଭାବରେ ଲିଭାଉଛନ୍ତି ଏବଂ ସାଇଙ୍କର ଗେଟପ୍ ରେ ଖୁବ ସୁନ୍ଦର ଲାବୁଛନ୍ତି । ଏହାସହିତ ସାଇଙ୍କ ଆକ୍ଟିଂକୁ ବି ଖୁବ ଭଲ ଭାବରେ ସେ ଅଭିନୟ କରି ପାରୁଛନ୍ତି । ତେବେ ଆବିର ସୁଫି ମହାରାଷ୍ଟ୍ର ମୁମ୍ବାଇରେ ରୁହନ୍ତି ।

ଆଉ ସେ ବଲିଉଡରେ କାମ କରନ୍ତି, ଆଗରୁ ଅନେକ ଧାରାବାହିକ ସହିତ ଚଳଚିତ୍ରରେ ମଧ୍ୟ ସାଇଡ୍ ରୋଲରେ ଆବିର ସୁଫି କାମ କରି ସାରିଛନ୍ତି । ସେ ଜଣେ ପ୍ରଫେସନାଲ ଆକ୍ଟର ମଧ୍ୟ ଏବଂ ଛୋଟ ବେଳୁ ତାଙ୍କର ଆକ୍ଟି ପ୍ରତି ଖୁବ ଆଗ୍ରହ ରହିଥିଲା । ଏହାପରେ ସେ ଆକ୍ଟିରେ ଯୋଗ ଦେଲେ , ପାଠପଢା ସରିବା ପରେ ନିଜର ଡ୍ରାମାସ୍କୁଲରେ ଯୋଗ ଦେଇ ଆକ୍ଟି ଶିଖିଥିଲେ । ଏହାପରେ ଡାଇରେକ୍ଟ ଏଣ୍ଟ୍ରି ମାରିଲେ ବଲିଉଡକୁ ଜଗତକୁ । ବଲିଉଡରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଆଗକୁ ମାଡି ଚାଲିଲେ ।

ଏହାପରେ ସାଇ ଧାରାବାହିକଟି ଦେଲା ତାଙ୍କୁ ଗୋଟିଏ ନୂଆ ପରିଚୟ । ଏହି ନୂତନ ପରିଚୟରେ ଆବିର ସୁଫି ବନିଗଲେ ମେରା ସାଇ । ଏହି ସାଇ ଧାରାବାହିକ ହିଁ ଆବିର ସୁଫିଙ୍କର ମାର୍ଗ ଦର୍ଶକ ଥିଲା ଏବଂଏହି ଧାରାବାହିକ ହିଁ ଆବିରଙ୍କ ନାଁକୁ ବଦଳାଇ ଦେଇଥିଲା ଓ ତାଙ୍କୁ ସବୁଆଡେ ପରିଚୟ କରାଇ ଦେଇଥିଲା ।

ଆବିର ସୁଫି ଜାତିରେ ମୁସଲମାନ ଅଟନ୍ତି କିନ୍ତୁ ସାଇଙ୍କ ଧାରାବାହିକ ବେଳେ ସେ ଏମିତି ବ୍ୟବହାର କରନ୍ତି ଯେମିତି ସବୁ ଜାତି ଧର୍ମ ତାଙ୍କ ପାଇଁ ସମାନ । ସେ କହିଛନ୍ତି ସବୁ ଜାତି ଧର୍ମ ନିର୍ବିଶେଷରେ ଆମେ ମଣିଷ ଏବଂ ହିସାବରେ ଏହି କ୍ୟାରେକ୍ଟରଟି କରିବାକୁ ମୋତେ ବହୁତ ଭଲ ଲାଗିଥିଲା । ତେବେ ଲୋକମାନେ ମଧ୍ୟ ଏହି କ୍ୟାରେକ୍ଟରକୁ ଏତେ ଭଲପାଇବା ଦେଲେ ଯେ ମୁଁ ଆଉ ଛାଡି ରହିପାରିଲି ନାହିଁ ।

ସାଇ ଧାରାବାହିକରେ ଆବିର ସୁଫି ଦୀର୍ଘ 2-3 ବର୍ଷ ହେଲା କାମ କରୁଛନ୍ତି । ତଥାପି ତାଙ୍କୁ ସାଇ ଧାରାବାହିକ ଏତେ ମାଇଲେଜ ଦେଇଛି କି ତାଙ୍କୁ ଛାଡିବାକୁ ଇଚ୍ଛା ହେଉନାହିଁ । ଅବଶ୍ୟ ନିକଟରେ ସାଇ ଧାରାବାହିକ ଛାଡିବେ ବୋଲି କିଛି ଗୁଜଗ ପ୍ରଚାର ଶୁଣିବାକୁ ମିଳିଛି । ସାଇ ଆବିର ସୁଫିଙ୍କ ବଦଳରେ ଆଉ ଅନ୍ୟ ଜଣେ ସାଇ ଆସିବେ । ତେବେ ବର୍ତ୍ତମାନ ୟଙ୍ଗୋ ସାଇ ଥିବା ବେଳେ ଜଣେ ଓଲ୍ଡ ସାଇଙ୍କୁ କାଷ୍ଟ କରାଯିବ ବୋଲି ଶୁଣିବାକୁ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।