ସ୍ୱାମୀ ,ସ୍ତ୍ରୀଙ୍କ କେଉଁ ଭୁଲ୍ ପାଇଁ। ଜନ୍ମ ହୋଇଥାଏ ( ଯାଆଁଳା ଛୁଆ ) ଜାଣନ୍ତୁ -Dr. Priyanka

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଜଣେ ଗର୍ଭବତୀ ମା ବେଳେ ବେଳେ ଏକ ଥରେ ଦୁଇଟି ସନ୍ତାନ ଅର୍ଥାତ ଯାଆଁଳା ପିଲା ଜନ୍ମ କରିଥାଏ |ଏହି ଜାଆଁଳ ପିଲା ହେବାର ଆପଣଙ୍କ ନଜରକୁ ଅନେକ ସମୟରେ ଆସିଥିବ |କେତେକ ସମୟରେ ଜାଆଁଳ ପିଲାମାନେ ଏକା ପରି ଦେଖିବାକୁ ହୋଇଥିବା ସମୟରେ ଅନ୍ୟ ସମୟରେ ଭିନ୍ନ ମଧ୍ୟ ହୋଇଥାନ୍ତି |ଆପଣ ଜାଣିଛନ୍ତି କି କେଉଁ କାରଣରୁ ଜାଆଁଳ ପିଲା ହୋଇଥାଏ, ସାଧାରଣତଃ ଗର୍ଭବତୀ ମାର ଗର୍ଭବତୀ ହେବା ପୂର୍ବରୁ କିମ୍ବା ଗର୍ଭବତୀ ହେବା ସମୟରେ ଏପରି ଭୁଲ କରିଥାଏ ଯେଉଁଥି ପାଇଁ ତାର ଜାଆଁଳ ପିଲା ହୋଇଥାଏ |ମୁଁ ଆଜି ଆପଣକୁ ଗର୍ଭବତୀ ମାର କଉଁ ଭୁଲ କାରଣରୁ ଜାଆଁଳ ପିଲା ହୋଇଥାଏ ସେ ବିଷୟରେ ଜଣାଇବି, ତେବେ ଆସନ୍ତି ଦର୍ଶକ ବନ୍ଧୁ ଜାଆଁଳ ପିଲା ହେବାର କାରଣ ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |

 

 

ସାଧାରତଃ ଗାଁ ଗହଳି ମାନଙ୍କରେ କୁହାଯାଏ ଯେ ଯଦି ମହିଳା ଜଣକ ଜାଆଁଳ ଫଳ ଖାଇଥାଏ ତେବେ ତାର ଜାଆଁଳ ପିଲା ହୋଇଥାଏ, ମାତ୍ର ଏହା ଯଥାର୍ଥ ନୁହଁ |ଏହାର ଅନେକ ବୈଜ୍ଞାନିକ କାରଣ ରହିଛି |
1-ଯେଉଁ ମହିଳା ମାନେ ଅଧିକ ଗର୍ଭ ନିରୋଧକ ବଟିକା ଖାଇଥାନ୍ତି କିମ୍ବା ବାରମ୍ବାର ଗର୍ଭ ପାତ କରାଇଥାନ୍ତି, ସେମାନଙ୍କ ଥରେ ଏହି ଜାଆଁଳ ସନ୍ତାନ ହେବାର ଅଧିକ ଦେଖାଯାଏ କାରଣ ଏମାନଙ୍କ ଶରୀରରେ FSH ହର୍ମୋନର ମାତ୍ର କମି ଯାଇଥାଏ ଯାହା ଫଳରେ ଶୂକ୍ରାଣୁ ଦୁଇଭାଗରେ ବିଭକ୍ତ ହୋଇ ଯାଆଁଳା ପିଲା ହୋଇଥାଏ |

2-ahi🥳ଯାଆଁଳା ସନ୍ତାନ ହେବା ମଧ୍ୟ ବଂଶଗତ ହୋଇଥାଏ କାରଣ ଯେଉଁମାନଙ୍କ ପରିବାରରେ ପୂର୍ବରୁ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ ସେହି ପରିବାର ମହିଳାମାନଙ୍କ ଠାରେ ଜାଆଁଳ ସନ୍ତାନ ହେବାର ସମ୍ଭାବନା ରହିଥାଏ |

3-ଯେଉଁ ମହିଳାମାନେ ଅଧିକ ମୋଟା ହେବା ସହିତ ଲମ୍ବା ହୋଇଥାନ୍ତି କିମ୍ବା ଯେଉଁ ମହିଳା ଅଧିକ ନନଭେଜ ଖାଇଥାନ୍ତି ସେମାନଙ୍କ ଠାରେ ଜାଆଁଳ ପିଲା ଜନ୍ମ ହେବାର ଦେଖାଯାଏ |କାରଣ ଏହି ମହିଳାମାନଙ୍କ ହରମୋନରେ ଅଧିକ ପରିବର୍ତନ ହୋଇଥାଏ

4-ଯଉଁ ମହିଳା ପୂର୍ବରୁ ଦୁଇଟି କିମ୍ବା ତିନୋଟି ସନ୍ତାନର ମା ହୋଇଥାନ୍ତି ତେଣୁ ସେମାନଙ୍କ କ୍ଷେତ୍ରରେ ଯାଆଁଳା ପିଲା ହୋଇଥାଏ କାରଣ ଏମାନଙ୍କ ଠାରେ ଶୂକ୍ରାଣୁ ଦୁଇ ଭାଗ ହେବାର ଅଧିକ ସମ୍ଭାବନା ରହିଥାଏ |ଏହି ମହିଳା ମାନଂକର ମଧ୍ୟ ଯାଆଁଳା ପିଲା ଜନ୍ମ କରିବାର କ୍ଷମତା ରହିଥାଏ |

5-ଯାଆଁଳା ସନ୍ତାନ ହେବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସେଠାକାର ସ୍ଥାନ, ଅନେକ ସମୟରେ ସ୍ଥାନ କାଳ ପାତ୍ର କାରଣରୁ ଜାଆଁଳ ପିଲା ଜନ୍ମ ହୋଇଥାଏ |ଯେପରି ଆମ ଦୁନିଆରେ ସବୁଠାରୁ ଯାଆଁଳା ଶିଶୁ ଅଧିକ ଜନ୍ମ ହେବାର ଆଫ୍ରିକା ଦେଶରେ ଦେଖା ଦେଇଥାଏ |ଯାହାର କାରଣ ସେଠାକାର ଜଳ ବାୟୁ ଏବଂ ବାତାବରଣ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment