ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଚନ୍ଦ୍ରଗ୍ରହଣ ରେ ଖାଦ୍ୟ ଖାଇବା କୁ ନେଇକି କିଛି ବିବାଦ | ଆଉ ଏଠାରେ କୁହାଯାଉଛି କି ହେତୁବାଦୀ ମାନଙ୍କ ଉପରେ ଖରାପ ବ୍ୟବହାର ଦେଖାଇବା ସହିତ ଢେଲା ମଧ୍ୟ ଫୋପାଡ଼ିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ଏଠାରେ ଚିକେନ ସହିତ ଆମିଷ ଖାଇବାକୁ ନେଇକି ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି |ଆଉ ଯେଉଁଠି କୁହାଯାଉଛି କି ଯଦି ସେମାନେ ଆମିଷ ଖାଇଛନ୍ତି ସେମାନଙ୍କୁ ମୁସଲିମ ବୋଲି କୁହାଯାଉଛି, ତେବେ ହିନ୍ଦୁ ମାନଙ୍କର ଖାଇବା କଣ ଗଞ୍ଚେଇ କି ଏଭଳି କିଛି କହିଛନ୍ତି ହେତୁବାଦୀ ନାରାୟଣ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ ଘଟଣା ଉପରେ ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନବ ଜାଣିଥିବେ କି ଗତ ନଭେମ୍ବର 8 ତାରିଖ ଦିନ ଚନ୍ଦ୍ରଗ୍ରହଣ ଦେଖା ଯାଇଥିଲା | ଆଉ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାକ କୁ ନିଷେଧ କରିବା ପାଇଁ ମଧ୍ୟ ଆମ ଧର୍ମ ରେ ଲେଖା ଯାଇଥିଲା | ଆଉ ଏହା କୁ ବିରୋଧ କରିଥିଲେ ହେତୁବାଦୀ ଦଳ ରେ ଥିବା ଲୋକ ମାନେ | ଆଉ ତାହା ସହିତ ମାଛ ଆଉ ମାଂସ ମଧ୍ୟ ଖାଇବାକୁ ଲାଗିଥିଲେ ଏହି ଦିନ ରେ | ଆଉ ଆମ ଶାସ୍ତ୍ର କୁ ମଧ୍ୟ ନିରୋଧ କରିବା ପାଇଁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ଏଠାରେ ଏହିଭଳି କଥା କୁ ଗ୍ରହଣ କରି ପାରି ନାହାନ୍ତି ଧର୍ମ ଶାସ୍ତ୍ର କୁ ମାନୁଥିବା ଲୋକ ମାନେ | ଆଉ ଏହି କଥା ନେଇକି ଗଣ୍ଡଗଳ ମଧ୍ୟ ଲାଗିଥିଲା |
ଆଉ ଏହି କଥା ରେ ହେତୁବାଦୀ ଦଳ ମାନେ ମାଂସ ଖାଇବା କୁ ନେଇକି ବିବାଦ ଲାଗିଥିବା ବେଳେ ସେମାନଙ୍କୁ ମୁସଲମାନ ବୋଲି କହିଥିଲେ | ଆଉ ହେତୁବାଦୀ ଦଳ ରେ ଥିବା ଲୋକ ମାନେ ରାଗି ଯାଇ କହିଥିଲେ କି ସେମାନଙ୍କୁ ଯଦି ମୁସଲମାନ କୁହାଯିବ ତେବେ ହିନ୍ଦୁ ମାନେ କଣ ଗଂଜେଇ ଖାଆନ୍ତି ବୋଲି କହିଥିଲେ | ତେବେ ଆହୁରି ମଧ୍ୟ କହିଥିଲେ କି ସମାଜରେ ଅନ୍ଧ ବିଶ୍ୱାସ କୁ ଦୂର କରିବା ପାଇଁ ଏହା ସେମାନଙ୍କର ପ୍ରୟାସ ଥିଲା ତାହାର ମାନେ ନୁହଁ କି ସେମାନେ ଜଗନ୍ନାଥ ସଂସ୍କୃତି କୁ ମାନନ୍ତି ନାହିଁ |
ଏହା ବ୍ୟତୀତ ହେତୁବାଦୀ ଲୋକ ମାନେ କହିଛନ୍ତି କି ପାକ କୁ ନିସେଧ କରାଯାଇଛି ଆଉ ସେମାନେ ତ ଖାଦ୍ୟ ଖାଇଛନ୍ତି କାହିଁ ସେମାନଙ୍କର କିଛି ହେଉନି | ତାହା ସହିତ ଯେଉଁ ଦେଶ ରେ ସୂର୍ଯ୍ୟ ଦେଖା ଯାଆନ୍ତି ନାହିଁ କେତେ ମାସ ଧରିକି ସେମାନଙ୍କର କିଛି ହେଉନି | ତେଣୁ ଏହି ଭଳି ଅନ୍ଧ ବିଶ୍ୱାସ କୁ ଦୂର କରିବା ପାଇଁ ସେମାନଙ୍କ ଦଳ ରେ ପ୍ରଫେସର, ଇଞ୍ଜିନିଅର ଓ ଛାତ୍ର ଛାତ୍ରୀ ମାନେ ମଧ୍ୟ ଆସିଛନ୍ତି | ଆଉ ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।