ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖୁଥିବେ | ତେବେ ବର୍ତ୍ତମାନ ରାଣୀ ପ୍ରିୟଦର୍ଶିନୀ ଙ୍କୁ ନେଇକି ଅନେକ ପ୍ରକାରର ବିବାଦ ମୂଳକ କଥା ଉପୁଜୁଥିବା ବେଳେ, ତାଙ୍କର ଅଶ୍ଳୀଳ ଭାବରେ କରିଥିବା ଡାନ୍ସ କୁ ନେଇକି ଅନେକ ପ୍ରକାରର କଥା ଶୁଣିବାକୁ ମିଳିଥିଲା | ତେବେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ରାଣୀ ଙ୍କୁ ନେଇକି ମଧୁମିତା ରଥ | ଆଉ କହିଛନ୍ତି କି ପ୍ରଡୁସର ଆଉ ଡାଇରେକ୍ଟର ମାନଙ୍କର ଭୁଲ ପାଇଁକି ଆଜି ଏମିତି ଗୋଟିଏ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ଟିକିଏ ନଜର ପକେଇବା |
ତେବେ ଓଡ଼ିଶାର ଚାରିଆଡେ ବର୍ତ୍ତମାନ ଗୋଟିଏ ମାତ୍ର ଘଟଣା ବିଷୟରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ରାଣୀ ପ୍ରିୟଦର୍ଶିନୀ ଙ୍କ ଡାନ୍ସ କୁ ନେଇକି | ଆଉ ଯାହାକୁ ନେଇକି ସମାଜ ସେବୀ ମଧୁମିତା ରଥ କହିଛନ୍ତି କି ଆଗରୁ ନାଚ ସବୁ ଯାତ୍ରା ମାନଙ୍କର ଗ୍ରୁପ ରେ ହେଉଥିଲା ଆଉ ଡ୍ରେସ ସେନ୍ସ ମଧ୍ୟ ସେମାନଙ୍କ ପାଖରେ ଥିଲା କିନ୍ତୁ ଆଜି ଆଉ ସେମିତି କିଛି ଦେଖିବାକୁ ମିଳୁନି | ଆଉ ଯାହା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି | ନେକେଟ ଭାବରେ ଛିଡା ହେବା ସହିତ ନେକେଟ ଡ୍ରେସ ପିନ୍ଧିବା ଫଳରେ ଏଭଳି କରିଛନ୍ତି ମହିଳା ଜଣଙ୍କ | ତେବେ ଯେଉଁ ମହିଳା ଜଣଙ୍କ କହିଛନ୍ତି କି ସେ ଚପଲ ଫୋପାଡ଼ିଛନ୍ତି ବୋଲି |
ତାଙ୍କର କହିବା କଥା କି ସେ ଯେହେତୁ ଛୋଟ ପିଲା ଆଉ ବୟସ୍କା ଙ୍କ ସହିତ ଯାଇଥିଲେ ଯାତ୍ରା ପାଇଁ ଆଉ ଯେଉଁଭଳି ଭାବରେ ଡାନ୍ସ ର ଜଣଙ୍କ ଡାନ୍ସ କରୁଥିଲେ ତାହାକୁ ଦେଖିବା ପରେ ସେ ଆଉ ସହ୍ୟ କରି ପାରି ନ ଥିଲେ ଆଉ ଯେଉଁଥିପାଇଁ ସେ ଏମିତି ଜୋତା ଫୋପାଡ଼ିଥିଲେ ବୋଲି କୁହାଯାଇଛି | ଆଉ ଯେଇଠି କହିଛନ୍ତି କି ମହିଳା ଜଣଙ୍କ ଏଭଳି ନାଚ ସେ ଆଗରୁ କେବେବି ଦେଖି ନ ଥିଲେ ଆଉ ଯାହାକୁ ଦେଖିବା ପରେ ସେ ଏଭଳି କାମ କରିଥିଲେ ବୋଲି |ତେବେ ଆଜିକାଲି ଚାରିଆଡେ ଏହି ଭଳି ଯାତ୍ରା ରେ ପ୍ରଡୁସର ମାନେ ଆଣୁଛନ୍ତି ଝିଅ ମାନଙ୍କୁ |
ଆଉ ଏହିଭଳି ଭାବରେ ଡ୍ରେସ ପିନ୍ଧେଇ ଯୁବକ ମାନଙ୍କୁ ଆକର୍ଷିତ କରାଉଛନ୍ତି | ଆଉ ରାଣୀ କହିଛନ୍ତି କି ସେ ଗୋଟିଏ ଗରିବ ପରିବାରରୁ ଆସିଛନ୍ତି ଆଉ ସେ ଏହି କାମ କରିବା ଫଳରେ ତାଙ୍କର ଘର ଚଳୁଛି ବୋଲି | ଏହା ବିଷୟରେ ମଧୁମିତା କହିଛନ୍ତି ସେ ଟେଲର ବା ପାର୍ଲର ଭଳି କାମ କରି ପାରିଥାନ୍ତି ଏଭଳି କାମ କରିବା କଣ ଦରକାର ଅଛି ବୋଲି | ଆଉ ଯାହା ପାଇଁ ମହିଳା ଜଣଙ୍କର କାମ କିଛି ଭୁଲ ନୁହଁ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।