Odisha News Portal

ହେଡ ଫୋନ ବ୍ୟବହାର କରୁଥିଲେ ଏହି ଖବରଟି କୁ ନିଶ୍ଚିତ ଭାବରେ ପଢନ୍ତୁ , ସତ୍ୟ ଘଟଣା ଉପରେ ଆଧାରିତ….

ଆଜିର ସମୟରେ ଆପମ ମାନେ ସମସ୍ତେ ଏୟାର ଫୋନ ବା ହେଡ ଫୋନର ବ୍ୟବହାର କରୁଥିବେ । ତେବେ ଏହି ହେଡ ଫୋନ ବ୍ୟବହାର କରିବାରେ ବହୁତ କ୍ଷତି ମଧ୍ୟ ହୋଇଥାଏ ଯାହାକୁ ଆପଣ ମାନେ ଜାଣିନଥିବେ । କାରଣ ଯଦି ଆପଣ ମାନେ ଏହାକୁ ବ୍ୟବହାର କରୁଛନ୍ତି ତେବେ ତାହାର ଲିମିଟ ଅନୁସାରେ ବ୍ୟବହାର କରିବା ଉଚିତ । ଚେବେ ଆସନ୍ତୁ ଜାଣିବା ଏହି ହେଡ ଫୋନ ବ୍ୟବହାର କଲେ ଆମର କଣ ସବୁ କ୍ଷଟି ହୋଇଥାଏ ।

1–ଶୁଣିବା ଶକ୍ତି

ଯେମିତିକି ଆପଣ ମାନେ ସମସ୍ତେ ଯେତେବେଳେ ହେଡ ଫୋନ ବ୍ୟବହାର କରୁଛନ୍ତି ତେବେ ସେହି ସମୟରେ ଯଦି ଆପଣ ମାନେ ଲାଉଡ ମ୍ୟୁଜିକ ଶୁଣୁଛନ୍ତି ତେବେ ଏହା ଦ୍ୱାରା ଆପଣ ମାନଙ୍କୁ ଇଣ୍ଟରନାଲ ଇନଜ୍ୟର ହୋଇଥାଏ । ତେବେ ଆପଣ ମାନେ ଏହା ଜାଣିନଥିବେ କି ଆପଣ ମାନଙ୍କ ଦୈନଦୀନ ଜୀବନରେ ପ୍ରତିଦିନ 6 ରୁ 7 ଘଣ୍ଟା ଯଦି ହେଡ ଫୋନ ଲଗାଇ ହାଇ ଭଲୟୁମରେ କାହା ସହିତ କଥା ହେଉଛନ୍ତି ବା ଗୀତ ଶୁଣୁଛନ୍ତି ତେବେ ଏହା ଦ୍ୱାରା ଆପଣ ମାନଙ୍କର ଶୁଣିବା ଶକ୍ତି ଧୀରେ ଧୀରେ କମି ଯାଇଥାଏ । ତେବେ ଧୀରେ ଧୀରେ ଏମିତି ସମୟ ଆସିବ ଯାହା ଦ୍ୱାରା ଆପଣ ମାନେ ବିଲକୁଲ ମଧ୍ୟ ଶୁଣି ପାରିବେନି କାହିଁକିନା ଆମ କାନ ଭିତରେ ଏକ ପରଦା ରହିଥାଏ ।

ତେବେ ସେହି ଇଅର ଡ୍ରମରେ ଆମର ହେଜ ପୋନଟି ହାଫ ଇଞ୍ଚ ହେଉ ବା ଟିକେ ତାହା ଠାରୁ ଦୂରରେ ରହିଥାଏ । ଯାହା ଫଳରେ କି ଆପମ ମାନେ ଜାଣଇତିବେ କି ଘର ଲୋକମାନେ କହୁଥିବେ କି ଡୋରରେ କାନ ବା କାନ ସାଇଟକୁ ବାଡେଇଲେ କାନର ପରଦା ଫାଟିଯାଏ । ତେବେ ଯଦି ସେହି ପରଦା ଫାଟିଯିବ ତେବେ ଆମେ ମାନେ ଶୁଣିବା ଶକ୍ତିକୁ ହରାଇ ବସୁ । ତେବେ ସେହିପରି ଯଦି ଆପଣ ମାନେ ହେଡ ଫୋନକୁ କାନରେ ଜୋର ଭଲୟୁମ ଦେଇ ଶୁଣିବେ ତେବେ ସେହି ଇଅର ଡ୍ରମ ଉପରେ କିଛି ପ୍ରେସର ପଡିଥାଏ ।

ତେବେ ତାହା ଜଲଦି ନୁହେଁ ବରଂ ଆସ୍ତେ ଆସ୍ତେ ତାହା ଉପରେ ପ୍ରେସର ପଡିବ । ତେବେ ଏମିତି ହେବା ଦ୍ୱାରା ଆସ୍ତେ ଆସ୍ତେ କରି ତାହା ଡମେଜ ହେବା ପାଇଁ ଲାଗିବ । ତେବେ କିଛି ସମୟ ପରେ ଆପଣଙ୍କର କାନ ଖରାପ ହୋଇଯିବ । ତେବେ ଆପଣ ମାନେ ଲିମିଟ ଅନୁସାରେ ତାହାର ବ୍ୟବହାର କରନ୍ତୁ ।

2–ହେଡ ଫୋନର ଏକ୍ସ ଚେଞ୍ଜ

ଆପଣ ମାନେ କେବେ ନା କେବେ କାହାକୁ ନା କାହାକୁ ନିଜର ହେଡ ଫୋନ ଦେଇଥିବେ ବା କାହା ପାଖରୁ ନିଶ୍ଚିର ରୂପରେ ହେଡ ଫୋନ ନେଇଥିବେ । ତେବେ ଏହା ଦ୍ୱାରା ଆପଣ ମାନଙ୍କର ଅନଫେକସନ ହେବାର ଚାନ୍ସ ବହୁତ ମାତ୍ରାରେ ବଡି ଯାଇଥାଏ । ଯଦି ଆପଣ ମାନେ କାହା ପାଖରୁ ହେଡ ଫୋନ ନେଇଛନ୍ତି ବା କାହାକୁ ଦେଉଛନ୍ତି ତେବେ ଯଦି ତାଙ୍କର କାନରେ ଇନଫେକସନ ଥାଏ ତେବେ ସେହି ହେଡ ଫୋନ ଦ୍ୱାରା ଆପଣଙ୍କୁ ମଧ୍ୟ ଇନଫେକସନ ହୋଇପାରେ । ଯାହା ଦ୍ୱାରା ଆପଣ ମାନଙ୍କର କାନ ଡେମେଜ ହୋଇଯାଏ ଏବଂ ଶୁଣିବା ଶକ୍ତି କମିଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।