ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିରାଟ କହୋଲି ଙ୍କର ଭାଇରାଲ ହେଉଥିବା ଭିଡିଓ ଟି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବିରାଟ ଙ୍କର କିଛି ପରସନାଲ ଭିଡିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡିଓ ଟି ହୋଟେଲ ର ବୋଲି ଜଣା ପଡିଛି | ଆଉ ଏହି ଭିଡିଓ ଟି ଭାଇରାଲ ହେବା ପରେ ବିରାଟ ଙ୍କ ସମେତ ଅନୁଷ୍କା ଙ୍କର ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା | ଆଉ ଯେଉଁଥିପାଇଁ ହୋଟେଲ ର ମୁଖପାତ୍ର ମଧ୍ୟ ବିରାଟ କୁ କ୍ଷମା ମାଗିଥିବା କଥା ଜଣା ପଡିଛି |ଆଉ ଯେଉଁଥିପାଇଁ ଏବେ ସୋସିଆଲ ମିଡିଆରେ ବିରାଟ ଙ୍କ ଫ୍ରେଣ୍ଡ ମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିଲେ କ୍ରିକେଟ ଖେଳ ବିଭିନ୍ନ ଦେଶ ସମେତ ଭାରତର ମଧ୍ୟ ବିଭିନ୍ନ ଜାଗା ମାନଙ୍କରେ ହୋଇଥାଏ ଆଉ ଯାହା ଫଳରେ କ୍ରିକେଟର ମାନେ ଯାଇ ସେଠାରେ ରହିବା ସହିତ ଖାଇବା ଓ ସୁରକ୍ଷା ର ମଧ୍ୟ ବ୍ୟବସ୍ତା କରାଯାଇଥାଏ | ତେବେ ବର୍ତ୍ତମାନ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହାଯାଉଛି କି ଭାରତ ଆଉ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା T-20 ମ୍ୟାଚ ଚାଲୁଥିବା ସମୟରେ ଅଷ୍ଟ୍ରେଲିଆ ର ଏକ ହୋଟେଲ ରେ 4 ନମ୍ବର ଫ୍ଲୋର ରେ ରହୁଥିଲେ ବିରାଟ କହୋଲି |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ରିରାଟ ଙ୍କ ଅନୁପସ୍ଥିଟି ରେ ହୋଟେଲ ର ଜଣେ କର୍ମଚାରୀ ବିରାଟ ଙ୍କ ରୁମ ଭିତରକୁ ଯାଇଥିଲେ | ଆଉ ସେଠାରେ ତାଙ୍କର ସମସ୍ତ ସାମଗ୍ରୀ ଓ ପୁରା ରୁମ ର ଭିଡିଓ ମଧ୍ୟ ବନାଇଥିଲେ ସେ | ଆଉ ଯାହାକୁ ସେ ଇନଷ୍ଟାଗ୍ରାମ ରେ ମଧ୍ୟ ଭାଇରାଲ କୋରେଇଥିବାର ଜଣା ପଡିଛି | ଆଉ ଯାହାକୁ ନେଇକି ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବିରାଟ | ଆଉ ସେ କହିଛନ୍ତି କି ଯଦି ରୁମ ଭିତରେ ସେ ସୁରକ୍ଷିତ ନାହାନ୍ତି ତାହେଲେ ରୁମ ବାହାରେ ସେ କେମିତି ସୁରକ୍ଷିତ ଭାବରେ ରହି ପାରିବେ |ଆଉ ଯାହାକୁ ନେଇକି ଅନୁଷ୍କା ମଧ୍ୟ କହିଛନ୍ତି କି ଏହି ଘଟଣାଟି ଯଦି ଆପଣ ଙ୍କ ସହିତ ଘଟିଥାନ୍ତା ତାହେଲେ ଆପଣ ମାନେ ଜାଣି ପାରିଥାନ୍ତେ ଏହା କେତେ ବଡ଼ କଥା |
ଆଉ ସେପଟେ ଏହି ଘଟଣା ପାଇଁକି ହୋଟେଲ ର ମୁଖପାତ୍ର ବିରାଟ କହୋଲି ଙ୍କୁ ଭୁଲ ମାଗିଛନ୍ତି ଓ ଆଉ ଏଭଳି ଭୁଲ କେବେବି ହବନି ବୋଲି କହିଛନ୍ତି | ତାହା ବ୍ୟତୀତ ହୋଟେଲ ରେ ଏହିଭଳି ଭିଡିଓ କୁ ବନେଇ ଭାଇରାଲ କରିଥିବା ବ୍ୟକ୍ତି ଜଣଙ୍କୁ କାମରୁ ବାହାର ମଧ୍ୟ କରି ଦେଇଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଆଉ ଏହି ଭିଡିଓରେ ବିରାଟ ଙ୍କ ଫ୍ରେଣ୍ଡ୍ସ ମାନଙ୍କର ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।