ହଠାତ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଓଡିଆ ସିରିଏଲ୍ ଅଭିନେତ୍ରୀ Tilottama Khuntia ଙ୍କ ଶେଷ ଭିଡିଓ ଦେଖନ୍ତୁ… ମୋ ଝିଅ ତୁମକୁ ଲାଗିଲା…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ, ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ଆମ ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ | ତେବେ ସେହି ଭଳି ଏକ ଘଟଣା ସାମ୍ନା କୁ ଆସିଛି | ଆଉ ଯେଉଁଠି ଜଣା ପଡିଛି କି ଓଡ଼ିଆ ଫ୍ଲିମ ଜଗତରେ ନିଜର ଅଭିନୟ ର ଯାଦୁ ଦେଖାଇ ସମସ୍ତଙ୍କର ମନରେ ଘର କରିଥିବା ଆମ ସମସ୍ତଙ୍କର ଅତି ପ୍ରିୟ କଳାକାର ତିଲୋତ୍ତମ ଖୁଣ୍ଟିଆ ଆଉ ଆମ ଗହଳରେ ନାହାନ୍ତି | ଆମ ସମସ୍ତଙ୍କୁ ଦୁଃଖରେ ଭୋସାଇ ଦେଇ ସବୁଦିନ ପାଇଁ ଚିର ନିଦ୍ରା ରେ ଶୋଇଯାଇଛନ୍ତି ସେ | ଆଉ ତାଙ୍କର ଶେଷ ସମୟର ଭିଡିଓ ଏକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଇରାଲ ହେଉଥିବା ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛୁ କି ଅଭିନୟ ପାଇଁ ଥିଲା ତାଙ୍କର ନିଶା ଆଉ ପେସା ଯେଉଁଥିପାଇଁ ତିଳର୍ତ୍ତମା ଅଭିନୟ ଆଡକୁ ମନ ବୋଲଇଥିଲେ | ଆଉ କରି ଯାଇଥିଲେ ଅଜସ୍ର ସିନେମା ଆଉ ଧାରାବାହକ | ନିଜର ଶାନ୍ତ ଅଭିନୟ ମାଧ୍ୟମରେ ସମସ୍ତ ଙ୍କର ମନରେ ଏକ ସ୍ୱତନ୍ତ୍ର ଘର କରି ପାରିଥିଲେ ସେହି ଅଭିନେତା ଜଣଙ୍କ | ତେବେ ମା ଭୂମିକା ଟି ରେ ସେ ବେଶୀ ଲୋକ ପ୍ରିୟତା ଅର୍ଜନ କରିଥିଲେ ବୋଲି ଜଣା ଯାଇଛି | ଅଭିନୟ ରେ କିମିୟା ଥିଲେ ସେହି ଅଭିନେତା ଜଣଙ୍କ |

ତେବେ ଖାଲି ସିଏ ନୁହନ୍ତି ତାଙ୍କର ଝିଅ ଦେବୀକା ଅରୁନ୍ଧତୀ ଙ୍କୁ ମଧ୍ୟ ଅଭିନୟ ପାଇଁ ଜାଗ୍ରତ କରାଇଥିଲେ ତିଳର୍ତ୍ତମା | ଆଉ ଯେଉଁଠି ପାଇଁ ସେ ମଧ୍ୟ ବର୍ତ୍ତମାନ ବହୁ ପ୍ରସାଂଶିତ ହେଉଛନ୍ତି ସମସ୍ତଙ୍କ ସାମ୍ନା ରେ |ତେବେ ତାଙ୍କର ସ୍ୱାମୀ ଙ୍କ ନାଁ ହେଉଛି ହେମି ସାମଲ |ତେବେ ମିଳିଥିବା ସୂଚନା ରୁ ଜଣା ପଡିଛି କି ତିଳୋର୍ତ୍ତମା ଖୁଣ୍ଟିଆ ଙ୍କର ହଠାତ ଦେହ ଖରାପ ହୋଇଥିଲା, ଆଉ ଯେଉଁଥିପାଇଁ ସେ ଭୁବନେଶ୍ୱର ର ଏକ ଘରେଇ ହସ୍ପିଟାଲ ରେ ମଧ୍ୟ ଏଡମିଟ ହୋଇଥିଲେ | ଆଉ ଯାହା ଜଣା ପଡିଛି କି କି ସେହି ହସ୍ପିଟାଲ ରେ ଚିକିତ୍ସିତ ଥିଲା ବେଳେ ଗତ କାଲି ତାଙ୍କର ମୃତ୍ୟୁ ଘଟିଛି |

ତେବେ ବର୍ତ୍ତମାନ ତାଙ୍କର ଶେଷ ସମୟର କିଛି ଫୋଟ ଆଉ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦେଖିବା ପରେ ଓଡ଼ିଆ ଫ୍ଲିମ ପ୍ରତି ଭଲ ପାଇବା ଥିବା ତଥା ତଳର୍ତ୍ତମା ଙ୍କର ଫ୍ରେଣ୍ଡ ମାନେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି |ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment