ପ୍ରଯୋଜକଙ୍କୁ ଯଦି ସେ-କ୍ସ୍ କରିବାକୁ ମନ, ପଇସା ପକେଇଲେ ବହୁତ୍ ଝିଅ ମିଳିବେ… ଯେତେ କରୁଛ କର, ଏ ନେଇ କଣ କହିଲେ ଆଉ ଜଣେ ପ୍ରଯୋଜକ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଭିଡିଓ ଭାଇରାଲ ହେଉଛି ଯାହା ସାରା ଓଡ଼ିଆ ଇଣ୍ଡୋଷ୍ଟ୍ରି ରେ ଚହଳ ସୃଷ୍ଟି କରିଛି | ଆଉ ସେହି ଘଟଣା ଟି ହେଉଛି ଅକ୍ଷୟ ପରିଜା ଙ୍କ ନାଁ ରେ ଉଠିଥିବା ସଂଗୀନ ଅଭିଯୋଗ | ଆଉ ଯେଉଁଠି ଝିଅ ଜଣଙ୍କୁ ଫ୍ଲିମ ରେ କାମ ଦେବା ର ମିଛ ବାହାନା ଦେଖାଇ ଯୁବତୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁକି ଚେଷ୍ଟା କରିଥିଲେ ଅକ୍ଷୟ ପରିଜା ବୋଲି ଶୁଣିବାକୁ ମିଳିଛି | ତେବେ ଏହି ସବୁ କଥା ଭୁଲ ବୋଲି କହିଛନ୍ତି ଚଣ୍ଡୀ ପରିଜା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଶୁଣିବାକୁ ମିଳିଥିଲା କି ଝିଅ ଜଣଙ୍କୁ ଫ୍ଲିମ ରେ ହିରୋଇନ କରେଇବାର ମିଛ ବାହାନା ଦେଖାଇ ଯୁବତୀ ଜଣଙ୍କ ସହିତ ଗୋଟିଏ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିବା ସହିତ ଯୌନ ନିର୍ଯାତନା ଦେଉଥିଲେ | ଆଉ ଯାହାର ଭିଡିଓ ଆଉ ଫୋଟ ଏବେ ସୋସିଆଲ ମିଡିଆରେ ମଧ୍ୟ ଚାରିଆଡେ ଘୁରି ବୁଲୁଛି | ଆଉ ଏହା କୁ ବିରୋଧ କରିଛନ୍ତି ଚଣ୍ଡୀ ପରିଜା | ଆଉ ସେ କହିଛନ୍ତି କି ଅକ୍ଷୟ ପରିଜା ହେଉଛନ୍ତି ଜଣେ ବହୁତ ଆଗ ଧାଡ଼ିର ଫ୍ଲିମ ପ୍ରଯୋଜକ ଜଣେ |

ତେବେ ତାଙ୍କ ପାଖକୁ ବହୁତ ଝିଅ ଆସନ୍ତି ଫ୍ଲିମ ରେ କାମ କରିବା ପାଇଁକି | ତେବେ କଣ ଅକ୍ଷୟ ପରିଜା ଙ୍କ ପାଖରେ ଟଙ୍କା ନାହିଁ ଆଉ ଯଦି ସେ ସେକସୁଆଲି ରିଲେସନ ରଖିବାକୁ ଚାହୁଁଥିଲେ ତୋ ସେ ଟଙ୍କା ଦେଇକି ବହୁତ ଝିଅ ମିଳିଯିବେ ତୋ ଏହି ଝିଅ ପାଖକୁ କାହିଁକି ଯିବେ | ତେଣୁ ଅକ୍ଷୟ ପରିଜା ଙ୍କ ନାଁ ରେ ଯେଉଁ ସବୁ କଥା ଉଠୁଛି ତାହା ମିଛ ଅଟେ |ତାହେ ବ୍ୟତୀତ ଆହୁତି ଗୋଟିଏ କଥା ମଧ୍ୟ କହିଛନ୍ତି ଚଣ୍ଡୀ ପରିଜା କି ତାଙ୍କର ଯଦି ସେକସୁଆଲି ରିଲେସନ ରଖୁଥିଲେ ସେତେବେଳେ କଣ ସେ ତୃତୀୟ ଲୋକ ଜଣଙ୍କୁ ନେଇକି ଯାଉଥିଲେ କି ଯିଏ କି ତାଙ୍କର ଫୋଟ ଆଉ ଭିଡିଓ ଉଠେଇବ |

ତେବେ ସେ କହିଛନ୍ତି କି ତାଙ୍କ ନାଁ ରେ ମଧ୍ୟ ଏମିତି ଗୋଟିଏ ଅଭିଯୋଗ ହୋଇଥିଲା ଯେତେବେଳେ ସେ ସଂସ୍କାର ସିରିଏଲ କରୁଥିଲେ | ଆଉ ଶର୍ମିଷ୍ଠା ନାମକ ଝିଅ ଟି ଅଭିଯୋଗ ଆଣିଥିଲା | ଆଉ ଥାନା ରେ କିଛି ଦିନ ପରେ କେଶ ଟି କୁଆଡେ ଉଭାଇ ଗଲା | ତେଣୁ ଯାହା ବି ହେଉଛି ସବୁ ଭୁଲ ଆଉ ପ୍ରମାଣ ନ ମିଳିବା ଯାଏ କୌଣସି କଥା କୁ ବିଶ୍ୱାସ କରି ହେବନି ବୋଲି କହିଛନ୍ତି ଚଣ୍ଡୀ ପରିଜା | ଯାହା ଏବେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment