ଖଟ ଉପରେ ପର ପୁରୁଷ ସହ ଅର୍ଚନା.. ଖଟ ତଳେ ସ୍ୱାମୀ ଜଗବନ୍ଧୁ…. ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ଯୁଆଡେ ଚାହିଁବ ସେହି ଗୋଟିଏ ନାଁ ଚାରିଆଡେ ବେଶ ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଅର୍ଚନା ନାଗ ଙ୍କ କଥା |ସେକ୍ସ ଭଳି କାମରେ ଧନୀ ଲୋକ ମାନଙ୍କୁ ନିଜର ପ୍ରେମ ଜାଲରେ ପକାଉଥିଲେ ଅର୍ଚ୍ଚନା | ତାଙ୍କୁ ଏହିଭଳି କିଛି କାମ କରିବାରେ ସପୋର୍ଟ କିରୁଥିଲେ ତାଙ୍କର ସ୍ୱାମୀ |ଆଉ ଏବେ ଯେଉଁ ସତ୍ୟତା ପ୍ରକାଶ ପାଇଛି ଯାହାକୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରିବେ କି କେଉଁଭଳି ଭାବରେ ମହିଳା ଜଣଙ୍କୁ ନେତା ଆଉ ରାଜ ନେତା ମାନଙ୍କୁ ନିଜର ପ୍ରେମ ଜାଲରେ ଫୋସାଉଥିଲେ | ଆଉ ସେମାନଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ନେଇକି ବ୍ଲାକ ମେଲିଙ୍ଗ ମଧ୍ୟ କରିବାକୁ ଲାଗିଥିଲେ ଅର୍ଚନା ଚାନ୍ଦ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ନଜର ପକାଇବା |

ତେବେ କୁହାଯାଏ ସ୍ୱାମୀ ଆଉ ସ୍ତ୍ରୀ ଏମାନଙ୍କ ମଝିରେ କେହି ବି ଆସି ପାରିବ ନାହିଁ | ଆଉ ସ୍ୱାମୀର ସମ୍ମାନ କୁ ସ୍ତ୍ରୀ ଆଉ ସ୍ତ୍ରୀ ର ସମ୍ମାନ ଆୟ ମଜ୍ୟତା ରଖିବା ହେଉଛି ସ୍ୱାମୀ ଙ୍କର କର୍ତ୍ତବ୍ୟ | କିନ୍ତୁ ଏଠି କଥା କିଛି ଅଲଗା ଦେଖା ଯାଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍ୱାମୀ ଜଣଙ୍କ ଟଙ୍କା ଲୋଭରେ ପଡି ନିଜର ସ୍ତ୍ରୀ ର ଇଜ୍ଜତ କଥା ଭୁଲି ଯାଇଛି | ଆଉ +2 ପଢ଼ିଥିବା ଏହି ଯୁବକ ଜଗବନ୍ଧୁ ନିଜ ସ୍ତ୍ରୀ ଙ୍କୁ ଲଗାଇ ଦେଇଛି ସେକ୍ସ କାମରେ |

ଆଉ ଯାହା ଜଣା ପଡିଛି କି ନିଜର ପ୍ରେମ ଜାଲରେ ଫୋସାଇ ନିଜର ବେଡ଼ ରୁମ କୁ ନେଇଯାଉଥିଲେ ନେତା, ରାଜ ନେତା, ବିଲଡର ଆଉ ପ୍ରଯୋଜକ ମାନଙ୍କୁ |ଆଉ ଉପରେ ସ୍ତ୍ରୀ ଅନ୍ୟ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ସ୍ୱାମୀ ଖଟ ତଳେ ଶୋଇକି କରିବାକୁ ଲାଗିଥିଲା ପ୍ରମାଣ ସଉଟା କାର୍ଯ୍ୟ | କଥା ସାଙ୍ଗକୁ ଭିଡିଓ କୁ ଉଠାଇ ନିଜର କମ୍ପୁଟର ରେ ସେଭ କରିକି ରଖୁଥିଲା ନିଜ ପାଖରେ | ଆଉ ନିଜର ପ୍ରେମ ଜାଲରେ ଫୋସାଇ ଏହିଭଳି ଭିଡିଓ ଦେଖାଇ ବ୍ଲାକ ମେଲିଙ୍ଗ କରିବାକୁ ଲାଗିଥିଲେ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜନ |

ଆଉ ବଡ଼ ବଡ଼ିଆ ଲୋକ ମାନଙ୍କୁ ନିଜର ଜାଲରେ ଫୋସାଇବା ପରେ ସେମାନଙ୍କ ପାଖରୁ ଟଙ୍କା ଆଦାୟ କରିବାରେ ଲାଗନ୍ତି | ଆଉ ସେହି ଟଙ୍କା ରେ ସୁନ୍ଦର ମହଲ ଗଢି ତଳିଥାନ୍ତି ମହିଳା ଜଣଙ୍କ ବୋଲି ଜଣା ପଡିଛି | ଆଉ ମହିଳା ଜଣଙ୍କ ଘରେ ରଖିଥିବା ସିକ୍ରେଟ କ୍ୟାମେରା ରେ ଶାରୀରିକ ସମ୍ପର୍କ ସମୟର ସମସ୍ତ ଭିଡିଓ କୁ କୋଏଦ କରିକି କରିବାକୁ ଲାଗୁଥିଲେ ବ୍ଲାକ ମେଲିଙ୍ଗ | ଆଉ ତାଙ୍କର ଏହି ବିରାଟ ମୋହଲ ତିଆରି କରିଥିଲେ ବୋଲି କୁହାଯାଉଛି | ଯାହା କୁ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ମିଶି ବୁଦ୍ଧି ଖଟାଇ କରୁଥିଲେ ବୋଲି ଜଣା ପଡିଛି | ଯାହା ଏବେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment