ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିଲେ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ଆମ ମାନଙ୍କ ପାଇଁ ଆସିଥାଏ | ଆଉ ଦେଖିବାକୁ ମିଳିଥାଏ କି ଅନେକ ଫ୍ଲିମ ଏକ୍ଟର ଓ ଧାରାବାହିକା ରେ ଅଭିନୟ କରୁଥିବା ହିରୋ ଆଉ ହିରୋଇନ ମାନଙ୍କର ଅନେକ ଭିଡିଓ ମାନ ଭାଇରାଲ ହେବାକୁ ଲାଗିଥାଏ ଆଉ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଭାଇରାଲ ହେବାକୁ ଲାଗୁଛି କି ସିରିଏଲ ରେ କାମ କରୁଥିବା ନିଲୁ ଙ୍କର ପାରିବାରିକ ଭିଡିଓ ଅର୍ଥାତ ତାଙ୍କର ସ୍ୱାମୀ ଓ ପୁଅ ଙ୍କ ସହିତ ଭିଡିଓ ମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିରେ ସେ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ଛୋଟ ପୁଅ କୁ ଧରିକି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଟି ଉପରେ ଟିକିବ ନଜର ପକାଇବା |
ତେବେ ଏଠାରେ ଦେଖିବାକୁ ମିଳିଛି କି ନିଲୁ ଙ୍କର କେତେକ ଫେମିଲି ଫୋଟ ଭାଇରାଲ ହେବାରେ ଲାଗିଛି | ତେବେ ଆପଣ ମାନେ ତ ନିଲୁ ଙ୍କୁ ବେଶ ଭଲ ଭାବରେ ଜାଣିଥିଲେ | ସିନ୍ଦୁର ବିନ୍ଦୁ ରେ ପ୍ରଥମ ଥର ପାଇଁ ସେ ନିଜର ଅଭିନୟ ସିରିଏଲ ରେ ଆରମ୍ଭ କରିଥିଲେ | ଆଉ ଯେଉଁଥିରେ ସେ ଏତେ ସୁନ୍ଦର ଭାବରେ ତାଙ୍କର ଅଭିନୟ ର ଯାଦୁ ଦେଖାଇଥିଲେ କି ସେହି ଅଭିନୟ କୁ ଯିଏ ଦେଖିଥିଲା ସେ ତାଙ୍କର ଦିୱାନା ବନି ଯାଇଥିଲା | ତେବେ ସେ ପରେ ଅନେକ ସିରିଏଲ ରେ କାମ କରି ସମସ୍ତଙ୍କର ପ୍ରସଂଶାର ପାତ୍ର ମଧ୍ୟ ହେଇପାରିଥିଲେ |
ବର୍ତ୍ତମାନ ସେହି ନିଲୁ ଙ୍କର କେତେକ ବ୍ୟକ୍ତିଗତ ଫୋଟ ଆଉ ଭିଡିଓ ମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିରେ ତାଙ୍କର ସ୍ୱାମୀ ଓ ପିଲା ଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି | ତେବେ ଯାହା ଜଣା ପଡିଛି କି କିଛି ଦିନ ପୂର୍ବରୁ ନିଲୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ କୁନି ପୁଅ ଟିଏ ମଧ୍ୟ ଥିବାର ଦେଖିବାକୁ ମିଳିଛି ଏହି ଭିଡିଓ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନିଲୁ ଙ୍କର ଏକ ସୁନ୍ଦର ଡାନ୍ସ ର ଭିଡିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡିଓରେ ନିଲୁ ତାଙ୍କର ପୁଅ ସହିତ ଭିଡିଓ ଟିଏ ବନେଇଛନ୍ତି |
ଆଉ ଯେଉଁଠି ମା ଆଉ ପୁଅ ଙ୍କର ଭଲ ପାଇବା ସ୍ପଷ୍ଟ ଭାବରେ ଦେଖା ଯାଉଛି ଏହି ଭିଡିଓଟିରେ | ଆଉ ଯେଉଁଠି ସେ ତାଙ୍କର ପୁଅ କୁ ଗେଲ୍ହା କରିବା ସହିତ ତାଙ୍କ ସହିତ ରିଲ୍ସ ମଧ୍ୟ ବନାଉଛନ୍ତି | ଆଉ ନିଲୁ ଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ତାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ଛୁଇଁଛି | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।