ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁବେଳେ କିଛି ଣା କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ | ତେବେ ଏଠାରେ ସେହିଭଳି କିଛି ଘଟଣା ସାମ୍ନା କୁ ଆସିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ଷ୍ଟେଜ ଉପରେ ଯାତ୍ରା କରୁଥିବା ବେଳେ ଡାନ୍ସ କରିବା ପାଇଁ ଆସିଥିଲେ ଜଣେ ଆଇଟମ ଗାର୍ଲ | ଆଉ ଯାତ୍ରା ମଞ୍ଚ ଉପରେ ଅଶ୍ଳୀଳ ଡାନ୍ସ କରିବାରୁ ଡାନ୍ସ ର ଉପରକୁ ଚପଲ ମାଡ଼ କରିଥିଲେ ମହିଳା ଜଣକ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ନାରୀ ମାନଙ୍କର ସଂମ୍ମାନ ଆଉ ନାରୀ ମାନଙ୍କର ଆଭୂଷଣ ହେଉଛି ସେମାନଙ୍କର ଇଜ୍ଜତ ଆଉ ସଂମ୍ମାନ | ଆଉ ସେହି ଇଜ୍ଜତ ଯଦି ସେମାନଙ୍କର ଠିକ ନାହିଁ ତାହେଲେ ଯେତେ ଭଲ ହେଲେ ମଧ୍ୟ ସେମାନେ ସମସ୍ତଙ୍କ ଆଗରେ ଖରାପ ହୋଇଯାଇଥାନ୍ତି | ଆଉ ଏଠାରେ ସେଭଳି କିଛି ଦୃଶ୍ୟ କୁ ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ଡାନ୍ସ ର ଜଣଙ୍କ ଅଶ୍ଳୀଳ ଭାବରେ ନାଚିବାକୁ ଲାଗିଥିଲେ ଷ୍ଟେଜ ଉପରେ | ଆଉ ଯେଉଁଥିପାଇଁ ଉତ୍ୟକ୍ତ ହୋଇ ପଡିଥିଲେ ମହିଳା ଜଣକ |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଥିଲା ଭଦ୍ରକ ରେ ହେଉଥିବା ଏକ ଯାତ୍ରା ପେଣ୍ଡେଲ ରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଗାଁ ରେ ଏକ ଯାତ୍ରା ହେଉଥିବା ସମୟରେ ପୁରୁଷ ମହିଳା ଙ୍କ ସମେତ ସମସ୍ତ ବୟସର ଲୋକ ମାନେ ଯାଇଥିଲେ ସେହି ଯାତ୍ରା କୁ ଦେଖିବା ପାଇଁ ଆଉ ଯାତ୍ରା ର ମଜା ନେବା ପାଇଁ | ଆଉ ସେହି ଯାତ୍ରା ହେଉଥିବା ସମୟରେ ଦେଖିବାକୁ ମିଳିଥିଲା କିଛି ଏଭଳି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥିଲା | ଆଉ ଏଠାରେ ଦେଖିବାକୁ ମିଳିଥିଲା କି ଯାତ୍ରା ରେ କାମ କରୁଥିବା ଡାନ୍ସ ଜଣ କ ପ୍ରଥମେ କରିବାକୁ ଲାଗିଥିଲେ ଡାନ୍ସ |
ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଷ୍ଟେଜ ଉପରେ ଝିଅ ଜଣଙ୍କ ଅଶ୍ଳୀଳ ଭାବରେ କରିବାକୁ ଲାଗିଥିଲେ ଡାନ୍ସ ଆଉ ଯାହା ଫଳରେ ଉତ୍ୟକ୍ତ ହେବାକୁ ଲାଗିଥିଲେ ମହିଳା ଜଣଙ୍କ | ଆଉ ଯେଉଁଥିପାଇଁ ଷ୍ଟେଜ ଉପରକୁ ଚପଲ ଫୋପାଡ଼ିବାକୁ ଲାଗିଛନ୍ତି | ତାହା ପରେ ମହିଳା ଜଣଙ୍କ ଷ୍ଟେଜ ଉପରକୁ ଯାଇକି ଗାଳିବା ସହିତ ଯୁବପିଢ଼ି ଙ୍କ ପାଇଁ ତାହା ଖରାପ ପ୍ରଭାବ ପକାଉଛି ବୋଲି କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।