ବନ୍ଧୁଗଣ ଆପଣ ଆଗରୁ ବହୁତ କଳାକାର ମାନଙ୍କୁ ଦେଖୁଥିବେ, ଆମେ ସମସ୍ତେ ପ୍ରାୟ କଳାକାର ମାନଙ୍କୁ ବହୁତ ସମାନ ଦେଇଥାଉ |କଳାକାର ମାନେ ଆମର ଏହି ଜୀବନରେ ଅନେକ ଅଭିନୟ ମାଧ୍ୟମରେ ଆମର ମନୋରଞ୍ଜନ କରିଥାନ୍ତି |ଆପଣଙ୍କୁ ମୁଁ ଆଜି ଏମିତି ଏକ କଳାକାର ବିଷୟରେ କହିବି ଯାହାଙ୍କ ବିଷୟରେ ଆପଣ ବହୁତ କିଛି ଜାଣିଥିବେ |କଳାକାର ମାନଙ୍କ ଗୋଟିଏ ଲକ୍ଷ୍ୟ ଯେ ସେମାନେ ଏମିତିକା କଳା ପ୍ରଦର୍ଶନ କରିବେ ଯଉଁଥିରେ ଦର୍ଶକ ମାନଙ୍କ ମନ ମନୋରଞ୍ଜନ ହେବ |ସେମାନେ ତାଙ୍କର ଏହି ଅଭିନୟରେ ମାଧ୍ୟମରେ ଦର୍ଶକମାନଙ୍କୁ ଖୁସି କରାଇବେ |ମୁଁ ଆଜି ଆପଣକୁ ଜଣେ କଳାକାରଙ୍କ ବିଷୟରେ କହିବି ଯେ ରାଜନନ୍ଦିନୀ ଷ୍ଟେଜ ଉପରେ ଏମିତିକା କଳା ପ୍ରଦର୍ଶନ କଲେ ଯେ ଦର୍ଶକ ମାନେ ବିରକ୍ତ ହୋଇ ଚପଲ ମଧ୍ୟ୍ୟ ଫିଙ୍ଗିଥିଲେ |ତେବେ ଆସନ୍ତୁ ଜାଣିବା ଏହି କଳାକାରଙ୍କ ବିଷୟରେ |
ରାଜନନ୍ଦିନୀ ଅପେରାର ଜଣେ କଳାକାର ରାଣୀ ପ୍ରିୟଦର୍ଶିନୀ, ସେ ଭଦ୍ରକ ଜିଲ୍ଲାରେ ଚରମ୍ପା ଠାରେ ଏହି ଅପେରାରେ ଡ୍ୟାନ୍ସ କରୁଥିଲେ ମାତ୍ର ତାଙ୍କର ଏହି ଡ୍ୟାନ୍ସ ଏମିତି ଥିଲାଯେ ଯାହା ଦର୍ଶକ ସେପରି ଉଦଣ୍ଡି ଡ୍ୟାନ୍ସ ତାଙ୍କ ପାଖରୁ ଆଶା କରୁନଥିଲେ | ରାଣୀ ପ୍ରିୟଦର୍ଶିନୀଙ୍କ ଏପରି ଡ୍ୟାନ୍ସକୁ ଆଗରୁ ମଧ୍ୟ ଆକ୍ଷେପ କରାଯାଇଛି ଏବଂ ତାଙ୍କୁ ଏପରି ବାଜ୍ୟା ଡ୍ୟାନ୍ସ କରିବା ପାଇଁ କମିଟି ତରଫରୁ ମଧ୍ୟ ମନା କରା ଯାଇଥିଲା |ମାତ୍ର ସେ ଛୋଟ କଷ୍ଟ୍ୟୁମ ପିନ୍ଧି ଅତି ସୁନ୍ଦର ଭାବରେ ମେକପ ନେଇ ଦର୍ଶକମାନଙ୍କ ମାନିରଂଜନ କରିବାପାଇଁ ଷ୍ଟେଜରେ ନାଚୁଥିଲେ |
ଏହି ଦର୍ଶକ ମାନଙ୍କ ମଧ୍ୟରୁ ଜଣେ ମହିଳା ଏହି ଡ୍ୟାନ୍ସକୁ ଆକ୍ଷେପ କରିଥିଲା ଏବଂ ରାଣୀ ପ୍ରିୟଦର୍ଶିନୀକୁ ଚପଲ ମଧ୍ୟ୍ୟ ଫିଙ୍ଗିଥିଲେ |ଏହି ମହିଳାଙ୍କ ଏପରି କାର୍ଯ୍ୟକୁ ଲକ୍ଷ୍ୟ କରି ରାଣୀ ପ୍ରିୟଦର୍ଶିନୀ କହିଛନ୍ତି ଯେ ଏହା ତାଙ୍କୁ ନେଇ ଏକ ଷଡଯନ୍ତ୍ର କରାଯାଇଛି |ତାଙ୍କର ବିରୋଧୀ ପାଟି ମାନେ ତାଙ୍କୁ ବିରୋଧରେ ଏ ନେଇ ଏକ ଷଡଯନ୍ତ୍ର କରି ତାଙ୍କୁ ଫସିବା ପାଇଁ ଚେଷ୍ଟା କରୁଛନ୍ତି |ରାଣୀ ପ୍ରିୟଦର୍ଶିନୀ ଏକ ଆଇଟମ ଡେନ୍ସର ଥିଲେ ତ ସେ ତାଙ୍କର ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଛୋଟ ଡ୍ରେସ ପିନ୍ଧି ଡ୍ୟାନ୍ସ କରିଥିଲେ ମାତ୍ର ସେ ତାଙ୍କର ସୀମାରେଖା ଭିତରେ ଥିଲେ ଆଉ ଦର୍ଶକ ମାନଙ୍କୁ ନିଜର ବେଷ୍ଟ ଦେବାପାଇଁ ଚାହୁଁଥିଲେ |
ରାଣୀ ପ୍ରିୟଦର୍ଶିନୀ କେବଳ ଜଣେ ଯାତ୍ରା କଳାକାର ନୁହନ୍ତି ସେ ଆଗରୁ ବହୁତ ସିରିଏଲ ଏବଂ ଆଲବମ ସଙ୍ଗ ମଧ୍ୟ କରିଛନ୍ତି |ଯେହେତୁ ସେ ଆଇଟମ ସଙ୍ଗ ଡ୍ୟାନ୍ସର ତେବେ ସେ ଏହି ରାଜନନ୍ଦିନ ଷ୍ଟେଜରେ ଆଇଟମ ଡ୍ୟାନ୍ସ ହିଁ କରିବେ ନା ସେ କଣ ଭଜନ ସଙ୍ଗରେ ଡ୍ୟାନ୍ସ କରିବେ, ଯଉଁ ମହିଳା ଜଣଙ୍କ ତାଙ୍କର ଡ୍ୟାନ୍ସକୁ ଚପଲ ଫୁପାଡ଼ି ଥିଲେ ତାହା ସେ ଏକ କାହିଁକି କଲେ ଅନ୍ୟ 5000ଦର୍ଶକ ମଧ୍ୟ୍ୟ କରିପାରୁଥାନ୍ତେ, କାହିଁକି ସେମାନେ କରିନଥିଲେ |ଏହା ରାଣୀ ପ୍ରିୟଦର୍ଶିନୀଙ୍କ ପଛ ପଟରେ ଏକ ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ରାଣୀ, ରାଣୀଙ୍କ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।