+2 ବିଜ୍ଞାନ ପଢୁଥିଲେ ଅର୍ଚ୍ଚନା ,ହେଲେ ମନରେ ଥିଲା କାମୁକ ଚିନ୍ତା ..ଥିଲେ ଶାନ୍ତ କିନ୍ତୁ ସାଙ୍ଘାତିକ… ଦେଖନ୍ତୁ Video

ହଁ ବନ୍ଧୁଗଣ ଯୁଆଡେ ଦେଖିବା ସେହି ଗୋଟିଏ କୋଠା ଚାରିଆଡେ ଚର୍ଚାରେ ବିଷୟ ପାଲଟିଛି ତାହା ହେଉଛି ଅର୍ଚନା ନାଗ ଙ୍କ ବିଷୟରେ କିଛି ସୂଚନା | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଅର୍ଚନା ନାଗ ତାଙ୍କର ପାପ ର ସାମ୍ରାଜ୍ୟ କୁ ବଢ଼ାଇ ଚାଲିଥିଲେ | ତାହା ସହିତ ସମସ୍ତଙ୍କୁ ତାଙ୍କର ପ୍ରେମ ଜାଲରେ ଫୋସାଇ ବେଶ ଫାଇଦା ଉଠାଇବାକୁ ଲାଗିଥିଲେ ଲେଡି ବ୍ଲାକମେଲର ଜଣଙ୍କ | ତେବେ ବର୍ତ୍ତମାନ ଅର୍ଚନା ନାଗ ଙ୍କ ବିଷୟରେ ଆଉ କେତେକ ଘଟଣା ସାମ୍ନାକୁ ଆସିଛି | ଆଉ ଯେଉଁଠି ତାଙ୍କର +2 ସମୟର କେତେକ କଥା କୁହାଯାଉଛି | ତେବେ ସେ ସମୟରେ ଅର୍ଚନା ନାଗ କେମିତି ଥିଲେ ଆଉ କଣ ପଢ଼ିଥିଲେ ଆସନ୍ତୁ ତାହେଲେ ସେ ବିଷୟରେ ଆଲୋଚନା କରିବା |

ତେବେ ମିଳିଥିବା ସୂଚନା ରୁ ଯାହା ଜଣା ପଡିଛି କି ଅର୍ଚନା ନାଗ ଙ୍କର ଦଶମ ପାସ କରିବା ପରେ ସେ କଲେଜ ପଢିବା ପାଇଁ ଆଗ୍ରହୀ ଥିଲେ |ଆଉ ସେ ପଢିବା ପାଇଁ ମଧ୍ୟ କଲେଜ ରେ ଏଡମିସନ ମଧ୍ୟ ହୋଇଥିଲେ ଅର୍ଚନା ନାଗ | ତେବେ ସେତେବେଳେ ଅର୍ଚନା ହୁଏତ ଟିକିଏ ସାବନି ଥିଲେ କିନ୍ତୁ ତାଙ୍କର ସଜେଇ ହେବା ଆଉ ଦେଖାଇ ହେବା ସେ ଛାଡୁ ନ ଥିଲେ | ଆଉ ଯେଉଁଥିପାଇଁ ସେ ସଜ ବାଜ ହେଇକି କଲେଜ କୁ ଯିବା ପାଇଁ ବାହାରି ପଡୁଥିଲେ | ଆଉ ସେଠାରେ ମଧ୍ୟ ତାଙ୍କର ଚାଲାକି ଚଳେଇବାକୁ ଲାଗିଥିଲେ |

ତେବେ ଯାହା ଜଣା ପଡିଛି କି ଅର୍ଚନା ନାଗ ତାଙ୍କର +2 ରେ ବିଜ୍ଞାନ ବିଭାଗ ରେ ରହିକି କାମ କରୁଥିଲେ | ଆଉ ଯାହା ଜଣା ପଡିଛି କି ଅର୍ଚନା +2 ରେ କଚୁଆଡି ବୌକୁଣ୍ଠନାଥ କଲେଜ ଭୋଗରାଇ ବାଲେଶ୍ୱର ରେ ସେ ତାଙ୍କର +2 ପଢିବାକୁ ଲାଗିଥିଲେ | କିନ୍ତୁ ସେ ତାଙ୍କର ପାଠ ପଢା ଛାଡିକି ସାଠ କୁ ଅଧିକ ଗୁରୁତ୍ୱ ଦେଉଥିଲେ ବୋଲି କୁହାଯାଉଛି | ଆଉ ସେ ସେଠାରେ ପଢ଼ୁଥିବା ସମୟରେ ଝିଅ ସାଙ୍ଗ ମାନଙ୍କ ସହିତ ନ ମିଶି ଅଧିକ ସମୟ ପୁଅ ସାଙ୍ଗ ମାନଙ୍କ ଗହଳ ରେ ରହିବାକୁ ଭଲ ପାଉଥିବା କୋଠା ବର୍ତ୍ତମାନ ପ୍ରକାଶ ପାଇଛି |

ଆଉ ଯେହେତୁ ତାଙ୍କର ଲକ୍ଷ୍ୟ ଅନ୍ୟ ଆଡେ ଥିଲା ଆଉ ସେ ପାଠ ରେ ମନ ଦେଉ ନ ଥିଲେ ସେଥିପାଇଁ ଅର୍ଚନା ନାଗ +2 ରେ ସେକେଣ୍ଡ ଡିଭିଜନ ରେ ପାସ କରିଥିବା କଥା କୁହାଯାଉଛି | କିନ୍ତୁ ସେତେବେଳେ ଅର୍ଚନା ଶାନ୍ତ ସ୍ଵଭାବର ଥିଲେ, ଆଉ ଏତେ ପରିମାଣରେ ତାଙ୍କ ମନରେ କିଛି ବି ଚିନ୍ତାଧାରା ଆସି ନ ଥିଲା ବୋଲି କୁହାଯାଉଛି | ଆଉ ପରେ ସେ ଭୁବନେଶ୍ୱର ଗଲା ପରେ ତାଙ୍କର ମାୟା ଜାଲ ବିଛାଇବାକୁ ଲାଗିଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment