କେଉଁ ଜିଲ୍ଲା ଝିଅ କେମିତିକା ଏହାକୁ ନେଇ ଆସିଲା ଏକ ନୂଆ ଗୀତ…. ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

ହଁ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏମିତି ଭିଡିଓ ଭାଇରାଲ ହେବାକୁ ଲାଗିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦିଅ ଓ ଆମ ସମସ୍ତ ଙ୍କ ମନକୁ ମଧ୍ୟ ଆକୃଷ୍ଟ କରେଇଥାଏ | ତେବେ ଆଜି ମୁଁ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛି ତାହା ହେଉଛି ଗୋଟିଏ ସଂଗୀତ ଯାହା କି ବର୍ତ୍ତମାନ ସାରା ଓଡ଼ିଶାରେ ବେଶ ପ୍ରଚାର ହେବାକୁ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଆମ ରାଜ୍ୟର 30 ଟି ଜିଲ୍ଲା ରେ ନାରୀ ଶକ୍ତି ମାନଙ୍କ ବିଷୟରେ କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ରାଜକିଶୋର ଗୋଛାୟତ ନାମକ ଜଣେ ସଂଗୀତ ନିର୍ଦେଶକ ଏକ ନିଆରା ଢଙ୍ଗ ଆଉ ନିଆରା ଆନ୍ଦାଜ ରେ ସଂଗୀତ ଟିକୁ ପ୍ରକାଶ କରିଛନ୍ତି | ଆଉ ଯାହା ଆମ ଓଡିଶା ରେ ଥିଲା 30 ଟି ଜିଲ୍ଲା ର ଝିଅ ମାନେ ଯେଉଁ ମାନେ କି ନାରୀ ଶକ୍ତି | ଅର୍ଥାତ ନିଜର ପ୍ରତିଭା ମାଧ୍ୟମରେ ଆମ ଓଡିଶା ର ନାଁ କୁ ସାରା ବିଶ୍ୱରେ ଏକ ପ୍ରସିଦ୍ଧି ଅର୍ଜନ କରିଥିବା ମହିଳା ମାନଙ୍କ ବିଷୟରେ ଗୀତ ଟି ପ୍ରକାଶ ପାଇଛି | ଆଉ ଯାହା ପାଇଁ ସମସ୍ତେ ବେଶ ପ୍ରସଂଶା ମଧ୍ୟ କରୁଛନ୍ତି ସଂଗୀତ ନିର୍ଦେଶକ ରାଜକିଶୋର ଙ୍କର |

ତେବେ ତାଙ୍କୁ ଏହି ଗୀତ ନେଇକି କିଛି ପ୍ରଶ୍ନ କରାଯାଇଥିଲା | ଆଉ ଯେଉଁଠି କୁହାଯାଇଥିଲା କି କିଛି ଦିନ ପୂର୍ବରୁ ଏହି ଓଡ଼ିଆ ଝିଅ ମାନଙ୍କୁ ନେଇକି କିଛି ଖରାପ ଗୀତ ପ୍ରକାଶ ପାଉଥିବା ବେଳେ ଆପଣଙ୍କ ମନରେ ଏହିଭଳି ଗୋଟିଏ ଗୀତ କେମିତି ଆସିଲା | ଆଉ ଯାହାର ପ୍ରତି ଉତ୍ତର ରେ କହିଥିଲେ ରାଜକିଶୋର କି | ଆମ ଓଡ଼ିଶାରେ ସଂଗୀତ କୁ ଭଲ ପାଉଥିବା ଅନେକ ଲୋକ ଅଛନ୍ତି | କିନ୍ତୁ କାହାର କେମିତି ଚିନ୍ତାଧାରା ଆଉ କାହାକୁ କେଉଁ କଥା ପସନ୍ଦ ଆଉ କିଏ କେଉଁ ବିଷୟରେ ଗୀତ ଲେଖିବ ତାହା ତ କହିବା ସମ୍ଭବ ନୁହଁ |

ତେବେ ସେ ଏତିକି କହିଛନ୍ତି କି ସେ ସବୁବେଳେ ଓଡିଶା କୁ ଭଲ ପାଇଛନ୍ତି ଆଉ ଓଡିଶା ର ଭାଷା, ସାହିତ୍ୟ, କଳା, ସଂସ୍କୃତି ମଧ୍ୟ ସମସ୍ତଙ୍କ ମନକୁ ଆକୃଷ୍ଟ କରେଇଛି | ତେଣୁ ସେ ଓଡିଶା ବିଷୟରେ କିଛି ଲେଖିବା ପାଇଁ ଚାହିଁଥିଲେ | ତେବେ ଏହା ବ୍ୟତୀତ ସେ ଆମ ପୃଥିବୀର 40 ଟି ଦେଶ ବିଷୟରେ ମଧ୍ୟ ସଂଗୀତ ଲେଖିକି ପ୍ରସାଂଶିତ ହେଇଛନ୍ତି ବୋଲି କୁହାଯାଉଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment