ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ |ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |
ତେବେ ବନ୍ଧୁଗଣ ଆଜିର ଦୁନିଆରେ ଏମିତି ବହୁତ କଳାକାର ଅଛନ୍ତି ଯାହାକୁ ଆମେ କମ ବେଶୀ ଜାଣିଥାଉ ଓ ତାଙ୍କର ସେହି କଳା ଦେଖିବା ବା ଶୁଣିସାରିବା ପରେ ଆମ ମନ ସେହି କଳାକାର ପ୍ରତି ଟାଣିଥାଏ | ହଁ ଦର୍ଶକ ବନ୍ଧୁ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ତେବେ ଏହି ଭିଡ଼ିଓ ଦେଖା ଯାଇଛି ଯେ ଜଣେ ବ୍ୟକ୍ତି କିପରି ଛୋଟ ରୁ ବଡ଼ ହେଇପାରିଛନ୍ତି | ଦିନ ଥିଲା ଯେତେବେଳେ ଦୁଇ ଦମ୍ପତି ସୋସିଆଲ ମିଡିଆରେ ଟିକ ଟକ ଜରିଆରେ ଭିଡ଼ିଓ କରି ସୋସିଆଲ ମିଡିଆରେ ଲୋକଙ୍କ ମନ ଜିତିବା ସହିତ ଲୋକଙ୍କ ଠୁ ବେଶ ପ୍ରଶଂସା ସାଉଣ୍ଟୁ ଥିଲେ |
କୁହାଯାଉଛି କି ସେମାନଙ୍କର ଭିଡିଓ ରେ ଅଗଣତି ଓଡିଶା ବାସୀ ଭଲ ପାଇବା ଓ ଆଶୀର୍ବାଦ ପାଇଁ ସେମାନେ ଆଜି ଏକ ବଡ ସଫଳତା ହାସଲ କରିଛନ୍ତି ବୋଲି ଜଣା ପଡିଛି |ଆମେ ଆଜି କହୁଛୁ ଆପଣଙ୍କ ପ୍ରିୟ କଳାକାଲ ବେଶ ଚିନ୍ହା ଚେହେରା ଯିଏ ଦିନେ ଟିକ କରୁଥିଲେ ଏବେ ମ୍ୟୁଜିକ ଦୁନିଆରେ ନଜର ଆସିଛନ୍ତି | ତେବେ ସେ ହେଉଛନ୍ତି ଆପଣଙ୍କର ଅତି ପ୍ରିୟ ପିଣ୍ଟୁ ଓ ରୁପା | ତେବେ ପିଣ୍ଟୁ ଓ ରୁପା ଙ୍କ କହିବା କଥା ଅନୁଯାୟୀ ସେମାନେ ପ୍ରଥମେ ଟିକ ଟକ ରେ ଛୋଟ ଛୋଟ ଭିଡ଼ିଓ କରୁଥିଲେ ହେଲେ ଏବେ ସେମାନେ ଲୋକଙ୍କର ଭଲ ପାଇବା ଓ ସ୍ନେହ ମାଧ୍ୟମରେ ଆଜି ଏ ସ୍ଥାନରେ ପହଞ୍ଚି ଛନ୍ତି |
ତେଣୁ ସେମାନେ ଓଡିଶା ଅଗଣତି ଦର୍ଶକ ଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କୁ ଆଗକୁ ଆଶୀର୍ବାଦ କରିବା କହିଛନ୍ତି ଓ ଆଗକୁ ଏହିଭଳି ସେମାନେ ଭଲ ଭଲ ଭିଡିଓ ବନେଇ ଲୋକ ମାନଙ୍କର ମନକୁ ଆକୃଷ୍ଟ କରେଇବେ ବୋଲି ମଧ୍ୟ କହିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।