ଶ୍ରୀଚରଣଙ୍କ ” ନୟନ ପିତୁଳି ମୋ ସୁନା ଶଙ୍ଖାଳି ” ଗୀତରେ ଝୁମିଲେ ଦର୍ଶକ… ଦେଖନ୍ତୁ video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏଭଳି ଭିଡିଓ ମାନ ଆମ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ¡|ଆଉ ଖୁସି ରେ ନାଚିବାକୁ ମଧ୍ୟ ଲାଗିବେ | ଆଉ ସେହି ଭଳି ଏକା ଭିଡିଓ ଭାଇରାଲ ହେଉଛି ଆଉ ଯେଉଁଠି ଭଜନ ର ସମ୍ରାଟ ଯାହାକୁ ଆମେ କହୁ, ଯାହାଙ୍କର କଣ୍ଠ ସ୍ୱରରେ ଥାଏ ଏକ ମିଠା ଯାଦୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ସେହି ସ୍ୱର ଆଉ ଲୟରେ କମ୍ପି ଉଠିବେ ଶ୍ରୀ ଚରଣ ଙ୍କର ଏକ ଭଜନ ସଂଗୀତ ଭାଇରାଲ ହେବାରେ ଲାଗିଛି |ଆଉ ତାଙ୍କର ମୁଖରୁ ଏହିଭଳି ଭାବରେ ଭଜନ ଶୁଣି ସମସ୍ତେ ବେଶ ଆକୃଷ୍ଟ ହେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆଜି ଆମେ କହିବାକୁ ଯାଉଛି ଓଡିଶା ର ବେଶ ଜଣା ଶୁଣା ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଙ୍କ ବିଷୟରେ | ଆଉ ଯାହା ଙ୍କର ସ୍ୱରରେ ରହିଛି ଏକ ମିଠା ରସ | ଆଉ ସେ ରସ କୁ ଥରେ ଯିଏ ପିଇଚି ସବୁବେଳେ ଇଚ୍ଛା ହୋଇଥାଏ ଆହୁରି ଅଧିକ ପିଇବା ପାଇଁ | ଆଉ ତାଙ୍କର ମଧୁର କଣ୍ଠ ରେ ନିଃସୃତ ଭଜନ ରେ ସମସ୍ତେ ଝୁମି ମଧ୍ୟ ଯାଇଥାନ୍ତି | ତେବେ ସେହିଭଳି ଏକ ଭଜନ ସଂଗୀତ ” ନୟନ ପିତୁଳି ରେ ମୋ କଳା କୋହେଁଇ ” ଗୀତଟି ଭାଇରାଲ ହେବାରେ ଲାଗିଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ମଞ୍ଚ ଉପରେ ସ୍ୱର ଓ ତାଳ ର ସହିତ ଶ୍ରୀ ଚରଣ ଗାନ କରିବାକୁ ଲାଗିଛନ୍ତି ଏହି ଭଜନ ଟି |ଆଉ ଯାହା ଭଜନ ସାଇ ସାର୍ଥକ ର ଏକ ମଞ୍ଚରେ ପ୍ରସାର ଲାଭ କରିବାକୁ ଲାଗିଛି | ଆଉ ଯାହା କୁହାଯାଉଛି କି ତାଙ୍କର କଣ୍ଠ ର ସ୍ୱରରେ ଏଭଳି ଯାଦୁ ରହିଛି ଯାହାକୁ ଶୁଣିବା ମାତ୍ରକେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ମାନେ ବିମୋହିତ ହେବାକୁ ଲାଗିଛନ୍ତି ବୋଲି କୁହାଯାଉଛି |

ଆଉ ଭଜନ ସହିତ ବାଜା ର ତାଳ ଏତେ ସୁନ୍ଦର ହୋଇଥିଲା କି ତାହାକୁ ଶୁଣିବା ମାତ୍ରକେ ଉପସ୍ଥିତ ଥିବା ଦର୍ଶକ ମାନେ ମଧ୍ୟ ଖୁସି ହୋଇଯାଇଥିଲେ | ଆଉ ଯାହା ଫଳରେ ଶ୍ରୀ ଚରଣ ଙ୍କର ପ୍ରସଂଶା ମଧ୍ୟ କରିବାକୁ ଲାଗିଥିଲେ ଦର୍ଶକ ମାନେ | ତେବେ ସମସ୍ତ ଦର୍ଶକ ମାନେ ତାଙ୍କର ଗୀତ ଟ ତାଳେ ତଳେ ଏମିତି ଝୁମି ଯାଇଥିଲେ କି ନାଚିବାକୁ ଲାଗିଥିଲେ| ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ ଟି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment