ଧୂଳି ଉଡେଇବା ବୟସରେ ଧୂଳି ଝାଡୁଛି ଏହି କୁନି ଝିଅ… ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆଖିରେ ଲୁହ ଝରି ଆସେ | ତେବେ ଠିକ ସେହିଭଳି ଏକ ଭିଡିଓ ଟିଏ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ କୁନି ପୁଅ ଟି ତାର କୁନି ହାତ ରେ ଝାଡୁ ଲଗାଇବାକୁ ଲାଗିଛି | ଆଉ ଯେଉଁ ବୟସରେ ଖେଳି କୁଦି ଧୂଳି ଉଡାଇ ଦେବାର କଥା ଆପଣ ମାନେ ଶୁଣିବାକୁ ପାଈଥିବେ ସେହି ବୟସରେ କୁନି ପୁଅ ଟି କରିବାକୁ ଲାଗିଛି କିଛି ଏଭଳି କାମ ଯାହାକୁ ଦେଖିଲେ ଆପଣ ଙ୍କ ଆଖିରେ ମଧ୍ୟ ପାଣି ଆସିଯିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ସାଧାରଣତଃ ଆମ ଘର ମାନଙ୍କରେ ଛୋଟ ଛୁଆଁ ମାନଙ୍କ ଠାକୁର ଙ୍କ ରୂପ ଦିଆଯାଇଥାଏ | ଆଉ ତାଙ୍କୁ ସ୍ନେହ ଆଉ ଯତ୍ନ ଆଉ ଭଲ ପାଇବାରେ ଘରେ ବଢ଼େଇ ଥାଆନ୍ତି | ତେବେ ଏଠାରେ ଛୋଟ ପିଲା ଟି କୁ ଆପଣ ମାନେ ଯଦି ଦେଖିବେ ତାହେଲେ ଆଖିରୁ ପାଣି ଆସିଯିବ.| ଯେଉଁ ବୟସରେ ବାପା ଓ ମା ନୂର ଭଲ ପାଇବବରେ ପିଲା ଟି ବଢିବା କଥା, ସେହି ବୟସରେ ଛୋଟ ପିଲା ଟି ଟ୍ରେନ ରେ କାମ କରିବାରେ ଲାଗିଛି |

ଆଉ ଯାହା ଦେଖିବାକୁ ମିଳିଛି କି ଛୋଟ ଛୁଆଟିକୁ ତାର ମା ଛାଡି ଦେଇକି ପଳେଇ ଯାଇଛି | ଆଉ ଜୀବନରେ ଏକ ଲଢ଼ିବାର ସାହସ ବୋଧେ ପିଲାଟିକୁ ଶିଖାଇ ଦେଇଛି ଟ୍ରେନ ଟି | ଆଉ ବାବୁ ମନ ଙ୍କର ପାଦ ରେ ଆସୁଥିବା ଧୂଳି କୁ ପିଲା ଟି ଛାଡୁ କରି ବାହାର କରିବାରେ ଲାଗିଛି | ଯେଉଁ ବୟସରେ ପିଲା ମାନେ ଧୂଳି ରେ ଖେଳିବାକୁ ଲାଗିଥାନ୍ତି, ସେହି ବୟସରେ ପିଲାଟିର ଏହିଭଳି କାମ କୁ ଯିଏ କେହି ବି ଦେଖିଲେ ଆଖିରୁ ପାଣି ଆସିଯିବ |

ଆଉ ଯେତେବେଳେ ଅନୁ ପିଲା ମାନେ ତାର ବାପା ମା ଙ୍କ ସହିତ ବସି ଟ୍ରେନ ରେ ଯାଉଥିବ ସେତେବେଳେ କୁନି ପିଲା ଟିର ମନ ହେଉଥିବ କି କାସ ମୋ ବାପା ମା ମୋ ପାଖରେ ରହିଥାନ୍ତେ କି | ଆଉ ଏମିତି ସ୍ନେହ ଶ୍ରଦ୍ଧା ଦେଇକି ବଢ଼େଇଥାନ୍ତେ କି ଆଜି ମତେ ଏମିତି ଲୋକ ମାନଙ୍କର ପାଦ ଧୂଳି କୁ ସଫା କରିବାକୁ ପଡି ନ ଥାଆନ୍ତା | ତେବେ ଛୋଟ ପିଲାଟିର ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment