Odisha News Portal

ଶୁଣନ୍ତୁ Audio Call : ତୁ ଚିହ୍ନିନୁ ମୋତେ, ତୁ ଅଣ୍ଡା କଥା କଣ କହୁଛୁ, ଏମିତି କହି ଧମକ ଦେଉଛନ୍ତି ଜଣେ ମହିଳା….

ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଦେଖିବା କୁ ମିଳିଛି।ତେବେ ଲୋକମାନେ ବି ଏହିପରି ହୋଇଗଲେଣି କି ଟିକେ ଟିକେ କଥାରେ ହତ୍ୟା , ହିଂସାକାଣ୍ଡ ଦେଖିବାକୁ ମିଳୁଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। ତେବେ ଆମେ ମଧ୍ୟ ଆପଣ ଙ୍କୁ ଏହିପରି ଏକ ଘଟଣା ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିବା ପରେ ଆପଣ ଙ୍କ ର ମୁଣ୍ଡ ବୁଲେଇ ଦେବ।

ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ମହିଳା ଫୋନ ମାଧ୍ୟମ ରେ ଅନ୍ୟ ଜଣେ ଯୁବକ ଙ୍କୁ ଧମକ ଦେଉଛନ୍ତି ।ସେ ତାଙ୍କୁ କହୁଛନ୍ତି ,” ତୁ ମୋତେ ଜାଣିନୁ, ମୋତେ ଚିନ୍ହିନୁ ତ ହାତ କୁ କାଟି ତ ହାତରେ ଧରେଇ ଦେବୀ ବୁଝିଲୁ। ଅଣ୍ଡା ରୁ ଫୁଟି ନାଁହୁ ମୋ ସହ ପଙ୍ଗା ନେଉଛୁ, ଜାଣିଛୁ ନା ମୁଁ କିଏ ,ଯାହା କହିଲି ତାହା କର ବୁଝିଲୁ। “ବନ୍ଧୁଗଣ ଏହି ସବୁ କଥା ହେଉଛି ସେହି ମହିଳା ଙ୍କ ର ଯିଏକି ଯୁବକ ଙ୍କୁ ଫୋନ ରେ ଧମକ ଦେଉଛନ୍ତି ଏହିସବୁ କହି। ଏହି କଲ ରେକଡ଼ିଂ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି।

ତେବେ ଘଟଣା ଟି ପ୍ରକୃତ ରେ କେଉଁ ସ୍ଥାନ ର ଅଟେ ତାହା ଆମେ ଜାଣି ନାହୁଁ। ମାତ୍ର ଭାଇରାଲ କଲ ରୁ ଯାହା ଜଣାପଡିଛି କି ସେହି ମହିଳା ଙ୍କ ସହ ରିଲେଟେଡ଼ କିଛି ବେନର କେହି ଜଣେ ଚିରି ଦେଇଛନ୍ତି ।କିନ୍ତୁ ମହିଳା ଫୋନ ରେ ଥିବା ଯୁବକ ଙ୍କୁ କହିଛନ୍ତି ସେ ଚିରିଛନ୍ତି ବୋଲି। ଏହା ଜାଣିବା ପରେ ଯୁବକ ଜଣଙ୍କ ମହିଳା ଙ୍କୁ କଲ କରିଥିଲେ ମାତ୍ର କଲ ପରେ ମହିଳା ଜଣଙ୍କ ଅତ୍ୟନ୍ତ ଉତ୍ତପ୍ତ ହୋଇ ଯାଇଥିଲେ। ଆଉ ଯୁବକ ଙ୍କୁ ଧମକ ଦେବାକୁ ଲାଗିଲେ।

ତେବେ ମହିଳା ଜଣଙ୍କ ତାଙ୍କୁ ଧମକ ଦେବା ବେଳେ କହୁଥିଲେ ତୁ ମୋତେ ଜାଣି ନାହୁଁ , ମୁଁ ତ ହାତକୁ କଟିଦେବୀ ମୋ ବେନର ଯେଉଁଠୁ ଖୋଲିଥିଲୁ ସେଇଠି ଲଗେଇ ଦବୁ। ଜାଣିଛୁ ତ ବାପ ମୋ ଠାରୁ କେତେ ଟଙ୍କା ନେଇଛି ବୋଲି ଏହିପରି ଅନେକ ପ୍ରକାର ର ଉପରକ୍ତ କଥା ସମସ୍ତ। ତା ପରେ ଅନ୍ୟ ଜଣେ ଯୁବକ କୁ ମହିଳା ଜଣଙ୍କ ଫୋନ ଅନ୍ୟ ଜଣେ ଯୁବକ ଙ୍କୁ ଦେଇଥିଲେ। ସେ ମଧ୍ୟ ସେ ଯୁବକ ଙ୍କୁ ଧମକ ଦେଇଥିଲେ। ତେବେ ଏହି ଅଡିଓ ଟିକୁ ଉକ୍ତ ଯୁବକ ଜଣଙ୍କ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯାହାକି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି। ତେବେ ଏହି ମହିଳା ଙ୍କ ର ଦାଦାଗିରି କୁ ନେଇ ସବୁ ଆଶ୍ଚର୍ଯ୍ୟ ଚକିତ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।