( ସ୍ତ୍ରୀ ମାନେ ) – କାହିଁକି ସ୍ବାମୀଙ୍କଠାରୁ ସାନ ହେବ ଦରକାର | ରହିଥାଏ ଏହି ଖାସ୍ ପାରମ୍ପାରିକ କାରଣ ଯାହା ଜାଣିବା ପରେ ଆପଣ ଅବାକ୍ ହୋଇଯିବେ…

ଆପଣ ମାନେ ଲକ୍ଷ୍ୟ କରିଥିବେ ଯେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିଥାଏ । ବେଳେବେଳେ ସେମାନଙ୍କ ମଧ୍ୟରେ ଅନେକ ବର୍ଷର ପାର୍ଥକ୍ୟ ମଧ୍ୟ ରହିଥାଏ ଏବଂ ବୟଷ୍କ ବ୍ୟକ୍ତିମାନେ କୁହନ୍ତି ଯେ ସ୍ବାମୀ ସର୍ବଦା ନିଜ ପତ୍ନୀଙ୍କ ଠାରୁ ବୟସରେ ବଡ ହେବା ଉଚିତ । କିନ୍ତୁ ଏହା ପଛରେ ଥିବା କାରଣ କେହି ଜାଣି ନାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ସ୍ତ୍ରୀର ବୟସ ସ୍ବାମୀର ବୟସ ଠାରୁ କଣ କମ୍ ହେବା ଦରକାର ।

ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଗୁରୁତ୍ବପୂର୍ଣ୍ଣ ଅଟେ ।ପୂର୍ବ କାଳରେ ବୟଷ୍କ ବ୍ୟକ୍ତିମାନେ ସର୍ବଦା କହୁଥିଲେ କି ବିବାହ କରିବା ସମୟରେ ବର ଏବଂ କନ୍ୟାଙ୍କର ବୟସରେ ପାର୍ଥକ୍ୟ ରହିବା ଉଚିତ । ଆଜି ମଧ୍ୟ ସେହି ଜିନିଷ ଗୁଡିକର ସଂପର୍କ ଖୋଜୁଥିବା ବେଳେ ଯତ୍ନ ନିଆଯାଏ ।

ପ୍ରାୟତଃ ଝିଅମାନେ ପାଞ୍ଚ ରୁ ଛଅ ବର୍ଷ କମ୍ ବୟସରେ ପୁଅ ମାନଙ୍କ ଠାରୁ ସାନ ଦେଖାଯାଆନ୍ତି । ଯଦିଓ ଲୋକମାନେ ଏହାକୁ ବୁଝନ୍ତି ନାହଁ କିନ୍ତୁ ଏହା ପଛରେ କିଛି ମୁଖ୍ୟା କାରଣ ରହିଥାଏ । ସମୟ ସହିତ ମହିଳା ମାନଙ୍କ ଠାରେ ଘଟୁଥିବା ହରମୋନର ପରିବର୍ତ୍ତନ ହେତୁ ପୁରୁଷଙ୍କ ଅପେକ୍ଷା ଶିଘ୍ର ବାର୍ଦ୍ଧକ୍ୟ ହେବାକୁ ଲାଗିଥାଏ । ପରିବାରର ଲୋକମାନେ ନିଜ ସ୍ବାମୀଙ୍କ ଠାରୁ ଅଧିକ ବୟଷ୍କ ନଲାଗିବା ପାଇଁ ପୁଅ ଠାରୁ ଝିଅର ବୟସ କମ୍ ରଖାଯାଇ ବାହାଘର କରାଯାଇଥାଏ ।

ବିଶ୍ବାସ କରାଯାଏ ଯେ ଝିଅମାନେ ପୁଅ ମାନଙ୍କ ଅପେକ୍ଷା ସବୁ ପରିସ୍ଥିତିରେ ଅଧିକ ପରିପକ୍ବ ଅଟନ୍ତି । ଯଦି ଉଭୟଙ୍କ ବୟସ ସମାନ ହୁଏ, ତେବେ ସେମାନେ କେବେ ବି ସେମାନଙ୍କର ଚିନ୍ତାଧାରା ସମାନ ପାଇବେ ନାହିଁ । ସେଥିପାଇଁ ଆଜିର ବିବାହ ପରେ ସେମାନଙ୍କ ମଧ୍ୟରେ ଝଗଡା ହେବାର ସମ୍ଭାବନା ମଧ୍ୟ ବଢିଯାଏ । ଯଦି ପୁଅ ଝିଅ ଠାରୁ ବଡ ହୋଇଥାଏ ତେବେ ସେ ଘରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ ରହିବ । ଯଦି ଉଭୟଙ୍କ ବୟସ ସମାନ ତେବେ ଉଭୟଙ୍କର ସମାନ ଅଭିଜ୍ଞତା ରହିବ , ଯାହାକି ଉଭୟଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ଅନୁସନ୍ଧାନରେ ସିନ୍ଧାନ୍ତ କରାଯାଇଛି କି ଯଦି ପୁଅଟି ଝିଅ ଠାରୁ 2-3 ବର୍ଷ ବଡ ତେବେ ସେମାନଙ୍କର ଘରୋଇ ଜୀବନ ଭଲ ଭାବରେ ଚାଲିପାରେ । ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟ ଅତି ସହଜରେ ଦୂର କରାଯାଇପାରେ । ଆଜିର ସମୟରେ ଯଦି ଆପଣ ଧ୍ୟାନ ଦେଇଛନ୍ତି ତେବେ ପୁଅ ଏବଂ ଝିଅଏ ମାନେ ନିଜ ବୟସର ସାଥୀ ଖୋଜନ୍ତି କିମ୍ବା ସେମାନେ ନିଜ ପରିବାରର ପସନ୍ଦର ଲୋକମାନଙ୍କୁ ପସନ୍ଦ କରନ୍ତି । କିନ୍ତୁ ସେମାନଙ୍କର ସଂପର୍କର ଛଅମାସ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଏ ଏବଂ ସେମାନଙ୍କର ସଂପର୍କ ଭାଙ୍ଗିବା ପଥରେ ଠିଆ ହୁଏ । ତେଣୁ ପୁଅ ସର୍ବଦା ନିଜର ବୟସ ଠାରୁ ସାନ ଝିଅ ସହିତ ବିବାହ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment