ସ୍ତ୍ରୀକୁ ଖୁସି କରିବା ପାଇଁ ସ୍ୱାମୀ ମାନେ ଏହି ଉପାୟ ନିଶ୍ଚିତ ରୂପରେ କରିବା ଆବଶ୍ୟକ , ଏହା ଦ୍ବାରା ଆପଣ ନିଜ ପାର୍ଟନର ଙ୍କୁ ଖୁସି କରିପାରିବେ…….

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପଚାର ବିଷୟରେ କହିବୁ , ଯାହା ଦ୍ୱାରା ସେହି ଉପଚାର ପୁରୁଷ ମାନଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ଅର୍ଥାତ ଏହି ଉପଚାର ଦ୍ୱାରା ଆପଣଙ୍କର ପୁରୁଷତ୍ୱ ଏତେ ମାତ୍ରାରେ ବଢିଯିବ କି ଆପଣ ମାନେ କେବେ ଭାବିନଥିବେ କି ଏମିତି ଏକ ଉପଚାର ଦ୍ୱାରା ଆପଣଙ୍କୁ ଏତେ ମାତ୍ରାରେ ଲାଭ ମିଳିବ । ଏହାର ପ୍ରୟୋଗ ଦ୍ୱାରା ଆପଣ ମାରେ ପୂରା ରାତି ନଥକି ସମ୍ଭୋଗର ମଜା ନେଇପାରିବେ । ତେବେ ଆସନ୍ତୁ ଜାଣିବା କି ଏହି ଉପଚାର ଆପଣଙ୍କୁ କିପରି ଭାବେ ନିଜର ପୁରୁଷତ୍ୱ ବଡାଇବାରେ ସକ୍ଷମ କରାଇବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ତେବେ ଏହିପରି ଏକ ଘରୋଇ ଉପଚାରକୁ ତିଆରି କରିବା ପାଇଁ ଆପଣ ମାନଙ୍କୁ ଆବଶ୍ୟକ ସାମଗ୍ରୀ ରୂପେ ଦରକାର ପ୍ରଥମେ ଅଲେଇଚ ଏବଂ ମିଶ୍ରି । ଏହି ଉପଚାର କେବଳ ପୁରୁଷ ମାନଙ୍କର ପୁରୁଷତ୍ୱକୁ ବଡାଇବା ପାଇଁ ବ୍ୟବହାର କରାଯାଏ । ଏହାଦ୍ୱାରା ଆପଣଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡେ ନାହିଁ କାହିଁକିନା ଏହା ସଂପୂର୍ଣ୍ମ ରୂପେ ଘରୋଇ ଉପଚାର ଅଟେ । ଏହି ସାମଗ୍ରୀ ଆପଣଙ୍କୁ ନିଜ ଘରୁ ସହଜରେ ମିଳିପାରିବ ।

ଯଦି ଆପଣ ମାନେ ସମ୍ଭେଗ କରିବା ସଂମୟରେ ଶୀଘ୍ର ପତନ ହୋଇଯାଉଛି ଏବଂ ସମ୍ଭୋଗ କରିବାକୁ ଇଚ୍ଛା ହେଉନି କିମ୍ବା ଆପଣଙ୍କର ଗୁପ୍ତାଙ୍ଗ ଉତ୍ତେଜିତ ହେଉନାହିଁ ତେବେ ଏହି ଉପଚାରର ପ୍ରୟୋଗ କରିବା ଦ୍ୱାରା ଏମିତି ସମସ୍ୟା ମୂଳରୁ ଶେଷ ହୋଇଯାଏ । ଏହି ସାମଗ୍ରୀ ପାଇଁ ଆପଣ ମାନଙ୍କୁ ଅଶ୍ପ ଅଳେଇଚ ଏବଂ ମିଶ୍ରି ଏହା ସହିତ ଏକ ଗ୍ଲାସ କ୍ଷୀରର ଆବଶ୍ୟକତା ରହିଛି ।

ଏହା ପରେ ଆପଣ ମାନେ 2 ରୁ 3 ଟି ଅଳେଇଚ ନେଇ କରି ଏହାର ମଞ୍ଜି ବାହାର କରିଦିଅନ୍ତୁ . ଏହା ପରେ ଏହି ଅଲେଇଚ ମିଶିର ସହ ଅଳ୍ପ କିଛି ଗୁଣ୍ଡ ନେଇ ତାହାକୁ ମିକ୍ସ କରିଦିଅନ୍ତୁ । ଏହା ପରେ ଏକ ପେନରେ ଏକ ଗ୍ଲାସ କ୍ଷିର ନିଅନ୍ତୁ ଏବଂ ସେଥିରେ ଗୁଣ୍ଡ କରାଯାଇଥିବା ଅଲେଇଚ ଓ ମିଶିରିକୁ ପକାଇ ଦିଅନ୍ତୁ ।

ଏହା ପରେ ଏହି ସମସ୍ତ ମିଶ୍ରଣକୁ ହାଲକା ଆଞ୍ଚରେ ଫୁଟାଇ ଦିଅନ୍ତୁ । ଏହା ଭଲ ଭାବରେ ଫୁଟିଗଲା ପରେ ଏକ କପ ବା ଗ୍ଲାସରେ ଏହାକୁ ଭଲ ଭାବରେ ଛାଣି ନିଅନ୍ତୁ । ଏହି ଉପଚାରକୁ ଆପଣ ମାନେ ସନ୍ଧ୍ୟା ସମୟରେ 10 ରୁ 15 ଦିନ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ଆପଣଙ୍କର ସମସ୍ତ ଯୌନ ସମସ୍ୟା ମୂଳରୁ ଶେଷ ହୋଇଯିବ । ତେବେ ଆପଣ ମାନେ ନିଶ୍ଚିତ ରୂପେ ଏହି ଉପଚାର ତିଆରି କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment