Odisha News Portal

ହ୍ୱାର୍ଟସଅପରେ ବୁକ କରିଥିଲେ କଲଗାର୍ଲ ମାତ୍ର ଆସିଲେ ନିଜ ସ୍ତ୍ରୀ , ଆଉ ତାପରେ ଯାହା ହେଲା ଜାଣିବା ପରେ ଆପଣ ଙ୍କ ପାଦ ତଳୁ ମାଟି ଖସିଯିବ…..

ହ୍ୱାର୍ଟଲଅପରେ ବୁକ କରି ମଗାଇତିଲେ କଲ ଗାର୍ଲ , ମାତ୍ର କଲଗାର୍ଲ ପରିବର୍ତ୍ତେ ଆସିଲେ ନିଜ ସ୍ତ୍ରୀ । ଉତ୍ତରାଖଣ୍ଟରେ ଘଟିଥିବା ଏମିତି ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନିଜ ସ୍ତ୍ରୀକୁ କଲଗାର୍ଲ ରୂପରେ ଦେଖି ସାମ୍ନା ସାମ୍ନା ହେବା ପରେ ନିଜ ସ୍ୱାମୀ ଜଣକ କଣ କଲେ । ଏହା ପରେ କଣ ଘଟିଲା ଘଟଣା ସ୍ଥଳରେ, ତେବେ ଆସନ୍ତୁ ଜାଣିବା ସେ ବିଷୟରେ । ଉତ୍ତରାଖଣ୍ଡର କାଶିପୁରରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି , ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଣେ ବ୍ୟକ୍ତି ଦଲାଲ ସାହାର୍ଯ୍ୟରେ କଲ ଗାର୍ଲ ମଗାଇବା ପରେ କଲ ଗାର୍ଲ ଭାରିଲେ ସେହି ବ୍ୟକ୍ତିଙ୍କର ସ୍ତ୍ରୀ । ତେବେ ଘଟଣାଟି ଏମିତି କି କାଶିପୁର ଥାନ୍ତା ଅନ୍ତର୍ଗତ ଜମେ ଯୁବତୀ କିଛି ବର୍ଷ ପୂର୍ବରୁ ଦିନେଶ ପୁର ନିବାସୀ ସହିତ ନିଜର ପସନ୍ଦ ନଥିବା ସତ୍ତ୍ୱେ ବାପା ମାଙ୍କର ପସନ୍ଦରେ ବିବାହ କରିଥିଲେ ।

ବିବାହ ନିଜ ପସନ୍ଦର ଯୁବକ ସହିତ ହୋଇନଥିବାରୁ ସେ ଅଧିକାଂଶ ସମୟ ନିଜର ବାପ ଘରେ ରହୁଥିଲେ । ଏହା ପରେ ସେହି ସ୍ତ୍ରୀ ଜଣକର ଜଣେ ବାନ୍ଧବୀ ଥିଲେ , ମାତ୍ର କୌଣସି କାରଣ ପାଇଁ ସେ ବାନ୍ଧବୀ ସହିତ ତାଙ୍କର ଝଗଡା ହୋଇଥିଲା । ଏହା ପରେ ସେହି ଢଗଡାକୁ ରାଗ ରଖି ସେହି ବାନ୍ଧବୀ ଜଣକ ତାଙ୍କର ସ୍ତ୍ରୀ କଲ ଗାର୍ଲ ରହିଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ । ଏହା ପରେ ମହିଳା ଜଣକ ତାଙ୍କ ସ୍ୱାମୀକୁ କଲ କରି କହିଲେ ଶ୍ୟାମପୁରରେ ରହୁଥିବା ଜଣେ ଦଲାଲଙ୍କ ସହିତ ତାଙ୍କର ସ୍ତ୍ରୀ କାମ କରନ୍ତି ।

ଏହା ପରେ ସେ ମହିଳା ଦଲାଲଙ୍କ ମୋବାଇଲ ନମ୍ବର ମଧ୍ୟ ସେ ତାଙ୍କର ସ୍ୱାମୀକୁ ଦେଇଥିଲେ । ଏହା ପରେ ମହିଳା ଜଣକ ସ୍ୱାମୀ ଦଲାଲଙ୍କୁ ଫୋନ କରି କର୍ଲଗାର୍ଲ ମଗାଇଥିଲେ । ଏହା ପରେ ଦଲାଲ ଜଣକ ସେହି ଯୁକଙ୍କୁ ହ୍ଲାର୍ଟସଅପରେ ଅନେକ ଯୁବତୀଙ୍କର ଫଟୋ ପଠାଇଥିଲେ , ସେହି ଫଟୋରେ ତାଙ୍କର ପତ୍ନୀଙ୍କର ପଟୋ ମଧ୍ୟ ଥିଲା । ଯୋଜନା ଅନୁସାରେ ସେହି ଯୁବକ ଜଣକ ନିଜ ସ୍ତ୍ରୀକୁକୁ ପଠାଇବାକୁ କହିଲେ ।

ଏହା ପରେ ଡିଲ ଅନୁସାରେ ସେହି ସ୍ତ୍ରୀ ଜଣକ ତାଙ୍କ ପାଖରେ ପହଞ୍ଚିଲେ । ଏହା ପରେ ଟିକଣା ସ୍ଥାନରେ ପହଞ୍ଚିବା ପରେ ସେ ତାଙ୍କ ସ୍ୱାମୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେଠାରେ ସାମ୍ନା , ସାମ୍ନି ହେବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହେଲା । ମାତ୍ର ମହିଳା ଜଣକ ଏଲଟା ତାଙ୍କ ସ୍ୱାମୀ ଉପରେ ନିର୍ୟ୍ୟାତନା କେଲ ଲଗାଇଥିଲେ । ଏହା ପରେ ତାଙ୍କର ସ୍ୱାମୀ ଏସପିଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ବିଷୟରେ ଜଣାଇଛନ୍ତି । ଏହା ପରେ ଏସପି ମାମଲାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।