ଶେଷ ମୁହୁର୍ତ୍ତରେ ବିଗବସରୁ ବାଦ୍ ପଡ଼ିଲେ ପ୍ରକୃତି ! ଏହି କାରଣ ପାଇଁ ହେଲେ ବିଦା…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରକୃତି ମିଶ୍ର ଙ୍କୁ ନେଇକି ବେଶ ଚର୍ଚ୍ଚା ରେ ଥିଲେ ସମସ୍ତେ | ଆଉ ଯେଉଁଠି ଜଣା ପଡିଥିଲା କି ପ୍ରକୃତି ମିଶ୍ର ବିଗବସ ରେ ଭାବ ନେବା କଥା | କିନ୍ତୁ ଶେଷ ମୁହୂର୍ତ୍ତ ରେ ସବୁକିଛି ବଦଳି ଯାଇଥିବାର ଦେଖିବାକୁ ମିଳିଥିଲା | ଆଉ ପ୍ରକୃତି ମିଶ୍ର ବିଗବସ ସେଟ ରେ ପାଦ ଦେଉ ଦେଉ ତାଙ୍କୁ ସେଠାରୁ ବାହାର କରି ଦେଇଥିଲେ ବିଗବସ ସେଟ ର ମେକୋର୍ସ ମାନେ | ଆଉ ବିଗବସ ରେ ପ୍ରକୃତି ଙ୍କ ବଦଳରେ ଅନ୍ୟ ଜଣଙ୍କୁ ବିଗବସ ରେ ଭାଗ ନେବାର ସୁଯୋଗ ଦିଆ ଯାଇଥିଲା | ତାହେଲେ କଣ ପାଇଁ ଏମିତି ଶେଷ ମୁହୂର୍ତ୍ତରେ ପଦକ୍ଷେପ ନିଆ ଗଲା ସେ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ଓଲିଉଡ଼ ର ଜଣେ ବହୁତ ଜଣା ଶୁଣା ଏକ୍ଟର ପ୍ରକୃତି ମିଶ୍ର ବର୍ତ୍ତମାନ ବଲିଉଡ ରେ ତାଙ୍କର ପ୍ରଭାବ ବିସ୍ତାର କରିବାକୁ ଲାଗିଥିଲେ | ଆଉ ଯାହା ଜଣା ପଡିଛି କି ପ୍ରକୃତି ମିଶ୍ର କୋଲର୍ସ ରେ ଆସିବାକୁ ଥିବା ସବୁଠୁ ବଡ଼ ରିୟାଲିଟି ଶୋ ବିଗ ବସ ରେ କଣ୍ଟେଷ୍ଟେଣ୍ଟ ଭାବରେ ଭାଗ ନେବାକୁ ଯାଉଥିବା କଥା ଶୁଣିବାକୁ ମିଳିଥିଲା | ଆଉ ଯାହା କୁ ନେଇକି ଏହି ଖବରଟି ଚାରିଆଡେ ବେଶ ଭାଇରାଲ ମଧ୍ୟ ହେବାକୁ ଲାଗିଥିଲା ଧୀରେ ଧୀରେ | କିନ୍ତୁ ଶେଷରେ ସବୁ କିଛି ବଦଳି ଯାଇଥିଲା | ଆଉ ଯାହା ଦେଖିବାକୁ ମିଳିଥିଲା କି ବିଗବସ ରେ ପାଦ ଦେଉ ଦେଉ ପ୍ରକୃତି ଙ୍କୁ ବିଗବସ ସେଟ ରୁ ବାହାର କରାଯାଇଥିଲା |

ଆଉ ଯାହା ଜଣା ପଡିଥିଲା କି ପ୍ରକୃତି ଙ୍କ କିଛି ଭୁଲ ଯୋଗୁ ସେମିତି ଗୋଟିଏ ପରିସ୍ଥିତି ସୃଷ୍ଟି ହେଇଥିଲା ବୋଲି କୁହାଯାଉଛି | ତେବେ ବିଗବସ ର ସେଟ କୁ ଯିବା ପୂର୍ବରୁ ମେକୋର୍ସ ଙ୍କ ସହିତ ପ୍ରକୃତି ଙ୍କ ର ଝଗଡା ହୋଇଥିଲା |ଆଉ ଯାହା ଫଳରେ ପ୍ରକୃତି ଙ୍କୁ ବିଗବସ ରେ ଭାଗ ନେବାକୁ ମନା କରା ଯାଇଥିବାର ସୂଚନା ମିଳିଛି | ଆଉ ପ୍ରକୃତି କୁ ସେଟ ରୁ ବାହାର କରି ଦିଆଯାଇଥିବା ର ଖବର ମଧ୍ୟ ଦେଖିବାକୁ ମିଳୁଛି |

ତେବେ ପ୍ରକୃତି ଙ୍କ ଜାଗା ରେ ଉତ୍ତରପ୍ରଦେଶ ର ମୋଡେଲ ଅର୍ଚ୍ଚନା ଙ୍କୁ ସୁଯୋଗ ମିଳିଛି ବୋଲି କୁହାଯାଇଛି | ଆଉ ତାଙ୍କର ଏହିଭଳି ଭାବରେ ମେକୋର୍ସ ଙ୍କ ସହିତ ଝଗଡା ଯୋଗୁ ବିଗବସ ରେ ପ୍ରକୃତି ସ୍ଥାନ ପାଇ ନ ଥିବା କଥା ଶୁଣିବାକୁ ମିଳିଛି | ଆଉ ଝଗଡା ଶେଷରେ ପ୍ରକୃତି ଙ୍କ ପାଇଁ କାଳ ହୋଇଥିବା କଥା କୁହାଯାଉଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment