ହଠାତ ଏବେ ଏବେ ଏହି ଓଡ଼ିଆ ଅଭିନେତ୍ରୀ ଙ୍କ ହେଲା ଆକସ୍ମିକ ମୃତ୍ୟୁ… ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନା ଆସିଛି ଯାହା ସମସ୍ତଙ୍କୁ ଶୋକ ର ସାଗରରେ ଭୋସାଇ ଦେଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କର ମନକୁ ଛୁଇଁ ପାରୁଥିବା ସମସ୍ତଙ୍କର ଅତି ପ୍ରିୟ ଅତି ଆପଣାର ଓଡ଼ିଆ ଅଭିନେତ୍ରୀ ଳୋର୍ତ୍ତମା ଖୁଣ୍ଟିଆ ଙ୍କର ଆଜି ପରଲୋକ ହୋଇଛି | ଆଉ ତାଙ୍କର ହଠାତ ଏହିଭଳି ଅକାଳ ବିୟୋଗ ସମସ୍ତ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ ଗୋଟିଏ ବହୁତ ବଡ଼ ଦୁଃଖର କଥା ବୋଲି ଜଣା ପଡିଛି | ତେବେ ଏହି ଘଟଣା ଟି ସମସ୍ତ ଓଡ଼ିଆ କଳାକାର ପ୍ରେମୀ ମାନଙ୍କ ମନରେ ଦୁଃଖ ପହଞ୍ଚାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |

ତେବେ ଓଲିଉଡ଼ ଜଗତର ଜଣେ ବେଶ ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ତିଳୋର୍ତ୍ତମା ଖୁଣ୍ଟିଆ | ତେବେ ଓଡ଼ିଆ ସିନେ ଜଗତ ପାଇଁକି ତାଙ୍କର ଅନୁଦାନ ରହିଛି ଅପାର | ଆଉ ଯାହା ଜଣା ପଡିଛି କି ନିଜର ଅଭିନୟ ଯାଦୁ ରେ ସମସ୍ତ ଙ୍କର ମନ କିଣୁଥିବା ତିଳୋର୍ତ୍ତମା ଖୁଣ୍ଟିଆ ଆଉ ଆମ ସହିତ ନାହାନ୍ତି | ସମସ୍ତଙ୍କୁ ଦୁଃଖ ର ଶୋକ ସାଗରରେ ଭୋସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି ସେ | ତେବେ ତାଙ୍କର ସ୍ୱାମୀ ଙ୍କ ନାଁ ହେଉଛି ହେମି ସାମଲ ଆଉ ତାଙ୍କର ଜଜିଓ ଙ୍କ ନାଁ ହେଉଛି ଦେବୀକା ଅରୁନ୍ଧତୀ, ଆଉ ଯିଏ କି ଓଲିଉଡ଼ ର ଜଣେ ଜଣା ଶୁଣା ଅଭିନେତ୍ରୀ |

ତେବେ ତାଙ୍କର ନୁଖୁଣ ଅଭିନୟ ମାଧ୍ୟମରେ ଓଡିଶା ର ଘରେ ଘରେ ପରିଚିତ ଥିଲେ ସେ | ତେବେ ସିନେ ଅଭିନେତ୍ରୀ ସାଙ୍ଗ କୁ ଅନେକ ଧାରାବାହକ ରେ ମଧ୍ୟ ତାଙ୍କର ଅଭିନୟ ର ଯାଦୁ ଦେଖାଇଥିବା ସମସ୍ତଙ୍କର ପ୍ରିୟର କଳାକାର ତିଳୋର୍ତ୍ତମା ଖୁଣ୍ଟିଆ ଆଉ ଆମ ଗହଳରେ ନାହାନ୍ତି |ତେବେ ମିଳିଥିବା ସୂଚନା ରୁ ଜଣା ପଡିଛି କି ତିଳୋର୍ତ୍ତମା ଖୁଣ୍ଟିଆ ଙ୍କର ହଠାତ ଦେହ ଖରାପ ହୋଇଥିଲା, ଆଉ ଯେଉଁଥିପାଇଁ ସେ ଭୁବନେଶ୍ୱର ର ଏକ ଘରେଇ ହସ୍ପିଟାଲ ରେ ମଧ୍ୟ ଏଡମିଟ ହୋଇଥିଲେ | ଆଉ ଯାହା ଜଣା ପଡିଛି କି କି ସେହି ହସ୍ପିଟାଲ ରେ ଚିକିତ୍ସିତ ଥିଲା ବେଳେ ଗତ କାଲି ତାଙ୍କର ମୃତ୍ୟୁ ଘଟିଛି |

ତେବେ ଏତେ ଭଲ ଆଉ ସୁନାମ ଧନ୍ୟା ଅଭିନେତ୍ରୀ ଜଣଙ୍କର ମୃତ୍ୟୁ ରେ ସମଗ୍ର ଓଲିଉଡ଼ ଜଗତ ଭାଙ୍ଗି ପଡିଛି |ଆଉ ଯାହା ଜଣା ପଡିଛି କି ତାଙ୍କର ଏହିଭଳି ବିୟୋଗ ରେ ସାରା ପରିବାରରେ ଶୋକ ର ଛାୟା ଖେଳି ଯାଇଛି ଓ ସମସ୍ତେ ତାଙ୍କର ମୃତ୍ୟୁ ରେ ଦୁଃଖ ପ୍ରକାଶ କରିଛନ୍ତି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment