ଅର୍ଚ୍ଚନା ନାଗ କେଳେଙ୍କାରୀରେ କଣ କେବଳ ଏଇ ଝିଅଟି ଦୋଷୀ ? ସୋସିଆଲ ମିଡିଆରେ ଭାଇରାଲ ହେଲା Video

ହଁ ବନ୍ଧୁଗଣ ଆଜି ମୁଁ କହିବାକୁ ଯାଉଛି ସେହି ଘଟଣା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ଖେଳାଇ ଚାଲିଛି ତାହା ହେଉଛି ଅର୍ଚନା ନାଗ ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି କେଉଁ ଭଳି ଭାବରେ ଜଣେ ଗାଁ ରୁ ଆସିକି ଭୁବନେଶ୍ୱର ଭଳି ଜାଗାରେ ସମସ୍ତଙ୍କୁ ନିଜ ର ଆୟତ୍ତ ରେ ଆଣି ପାରୁଥିଲେ | ଆଉ ନିଜର ମାୟାର ଜାଲରେ ସମସ୍ତଙ୍କୁ ଫସେଇ କୋଟି କୋଟି ଟଙ୍କା ର ମାଲିକ ହେଇପାରୁଥିଲେ ବୋଲି ପ୍ରଶ୍ନ ଉଠିଛି | ଆଉ ଏଠି କୁହାଯାଇଛି କି ନିଶ୍ଚିତ ଭାବରେ ଏ ସବୁ ଘଟଣା ପଛରେ ବଡ଼ ବଡ଼ ଲୋକ ଙ୍କର ହାତ ରହିଛି | ଆଉ ଯେଉଁ ମାନେ ଅର୍ଚନା କୁ କରୁଥିଲେ ମାଲା ମାଲ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ କୁହାଯାଉଛି କି କଳାହାଣ୍ଡି ଓ କେସିଙ୍ଗା ଭଳି ଗୋଟିଏ ଛୋଟ ଜାଗା କୁ ଆସିକି ନିଜର ବେଣି କୁ ହଳାଇ ଭୁବନେଶ୍ୱର କୁ ଚହଲାଇ ଦେଉଥିବା କଥା କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଦଶମ ଶ୍ରେଣୀ ଯାଏ ପାଠ ସିନା ପଢ଼ିଥିଲେ ସେହି ନାଗୁଣୀ ଜଣଙ୍କ କିନ୍ତୁ ତାଙ୍କର ନାଗ ଫାସ ଥିଲା ବହୁତ ବଡ଼ | ଆଉ ଯେଉଁଥିପାଇଁ କେତେ କେତେ ରାଜ ନେତା ଆଉ ମନ୍ତ୍ରୀ ମାନଙ୍କୁ ନିଜର ମାୟାର ଜାଲରେ ଫୋସାଇ ପାରୁଥିଲେ ଅର୍ଚନା ନାଗ | ଆଉ ନିଜର ମାୟା ଜାଲରେ ଦେହ ପିପାସିଆ ଲୋକ ମାନେ ମଧ୍ୟ ଫୋସି ଯାଉଥିଲେ |

ଆଉ ଅର୍ଚ୍ଚନା ନାଗ ମଧ୍ୟ ବେଶ ଭଲ ଭାବରେ ଜାଣିଥିଲେ କି ଭୁବନେଶ୍ୱର ରେ ରହୁଥିବା ବଡ଼ ବଡ଼ିଆ ବାବୁ ମାନଙ୍କର ଭୋକ କୁ କିଏ ମେଣ୍ଟାଇ ପାରିବ | ଆଉ ଯେଉଁଥିପାଇଁ ତ ସେ ଗାଁ ରୁ ଆସିକି ଏତେ ବଡ଼ ସାମ୍ରାଜ୍ୟ ଗଢି ପାରିଥିଲେ | ଆଉ ଯେଉଁଠି ପାଠ ପଢି ଲୋକ ମାନେ ଜାଗା ଟିକେ କିଣି ପାରୁ ନାହାନ୍ତି ସେଇଠି ଅର୍ଚନା ନିଜର ଦେହ ଉପରେ ରୋଜଗାର କରିବାକୁ ଲାଗିଥିଲା ଲକ୍ଷ ଲକ୍ଷ ଟଙ୍କା ବୋଲି କୁହାଯାଇଛି |

ତେବେ କୁହାଯାଉଛି ଅର୍ଚନା ନାଗ ଙ୍କ ଡ଼ାଇରୀରେ ଥିଲା 50 ଜନ ବଡ଼ ନେତା, ରାଜନେତା ଓ ବଡ଼ ବଡ଼ିଆ ବାବୁ ମାନଙ୍କର ନାଁ | ଆଉ ସେହି ମାନଙ୍କୁ ନିଜର ମାୟା ଜାଲରେ ଫୋସାଇ ଦେଇକି କରୁଥିଲେ ତାଙ୍କର କାମ | ଆଉ କେବଳ ସରକାରୀ ବାବୁ କେତେ ଜଣ ଆଉ ଖଣି ଖନନ ର ମାଲିକ ମଧ୍ୟ ତାଙ୍କର ଟାର୍ଗେଟ ର ଥିଲେ ବୋଲି କୁହାଯାଇଛି | ଆଉ ବର୍ତ୍ତମାନ ବାକି ରହିଲା କି କେଉଁ ମାନେ ଅର୍ଚନା ଙ୍କୁ ଏହି ସବୁ କାମ ରେ ସାହାଯ୍ୟ କରୁଥିଲେ ତାହା ଜାଣିବାକୁ ବାକି ରହିଲା | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment