New Twist – ଅର୍ଦ୍ଧନଗ୍ନ ଅବସ୍ଥାରେ ଅର୍ଚ୍ଚନାଙ୍କ କୋଳରେ ଦୁଇ ରାଜା, ତେବେ କିଏ ସେହି ରାଜା ?… ଦେଖନ୍ତୁ ଭାଇ ରାଲ Video

ତେବେ ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଯୁଆଡେ ଦେଖିବା ସେହି ଗୋଟିଏ ଭିଡିଓ ଚାରିଆଡେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଅର୍ଚ୍ଚନା ଙ୍କର ଭାଇରାଲ ହେଉଥିବା ଭିଡିଓ | ଆଉ କିଭଳି ଭାବରେ ସେ ନିଜର ପ୍ରେମ ଜାଲରେ ଫୋସାଉଥିଲେ ଆମ ଓଡ଼ିଶାରେ ଥିବା ଧନୀ ଆଉ ପ୍ରଭାବ ଶାଳୀ ଲୋକ ମାନଙ୍କୁ | ଆଉ କେଉଁ ଭଳି ଭାବରେ ସେମାନଙ୍କୁ ବ୍ଲାକ ମେଲିଙ୍ଗ କରିକି ସେମାନଙ୍କ ପାଖରୁ ଟଙ୍କା ନେଇକି ସେହି ମାନଙ୍କର ଘରରେ ଅଏସ ଆଉ ଆରାମରେ ଜୀବନ ବିତାଉଥିଲେ ସେ ସମସ୍ତ କଥା ପୋଲିସ ହାତରେ ଆଜି ଧରା ପଡିଛି | ତେବେ ବର୍ତ୍ତମାନ ପୋଲିସ ହାତରେ ଆଉ ଏକ ନୂଆ ତଥ୍ୟ ଲାଗିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କି ଓଡିଶା ର ରାଜା ମାନେ ମଧ୍ୟ ଦେହ ସୁଖ ପାଇବା ପାଇଁ ଅର୍ଚନା ଙ୍କ ପାଖକୁ ଆସୁଥିଲେ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିସଘୀ କି ଅର୍ଚ୍ଚନା ନାଗ ନିଜର ନାଗ ଫାସ ରେ ପକାଉଥିଲର ଧନୀ ଆଉ ବଡ଼ ବଡ଼ିଆ ମାନଙ୍କୁ ପ୍ରଥମେ ଫେସବୁକ ରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ଥାଆନ୍ତି ଝିଅ ଜଣଙ୍କ, ଆଉ ମିଠା ମିଠା କଥା କହିକି ସମ୍ପର୍କ ଗଢି ଥାଆନ୍ତି | ଆଉ ତାହା ପରେ ସ୍ୱାମୀ ଙ୍କ ଦେହ ଖରାପ ଅଛି ବୋଲି କହିକି ଘରକୁ ଡାକିଥାନ୍ତି ଆଉ ତାଙ୍କର ଆରମ୍ଭ ହୋଇଯାଏ ସମସ୍ତ କାମ | ଆଉ ଲୋକ ମାନଙ୍କୁ ନିଜର ଜାଲରେ ଫୋସାଇବା ପରେ ସେମାନଙ୍କ ପାଖରୁ ଟଙ୍କା ଆଦାୟ କରିବାରେ ଲାଗନ୍ତି | ଆଉ ସେହି ଟଙ୍କା ରେ ସୁନ୍ଦର ମହଲ ଗଢି ତଳିଥାନ୍ତି ମହିଳା ଜଣଙ୍କ ବୋଲି ଜଣା ପଡିଛି | ଆଉ ମହିଳା ଜଣଙ୍କ ଘରେ ରଖିଥିବା ସିକ୍ରେଟ କ୍ୟାମେରା ରେ ଶାରୀରିକ ସମ୍ପର୍କ ସମୟର ସମସ୍ତ ଭିଡିଓ କୁ କୋଏଦ କରିକି କରିବାକୁ ଲାଗୁଥିଲେ ବ୍ଲାକ ମେଲିଙ୍ଗ |

ତେବେ ଖାଲି ନେତା ବା ରାଜ ନେତା ନୁହନ୍ତି ଓଡିଶା ର ଦୁଇଜଣ ରାଜା ଙ୍କର ଫୋଟ ମଧ୍ୟ ଦେଖିବାକୁ ମିଳିଛି ଅର୍ଦ୍ଧ ଲଗ୍ନ ଅବସ୍ଥାରେ | ଆଉ ଯାହାର ଫୋଟ ଆଉ ଭିଡିଓ ଅର୍ଚନା ଙ୍କ ପେଣ୍ଡ୍ରାଇଭ ରେ ଥିବା କଥା ଜଣା ପଡିଛି | ତେବେ 63 ଜଣଙ୍କର ଫୋଟ ଆଉ ଭିଡିଓ ଭାଇରାଲ ହେଉଥିବାର ଦେଖା ଯାଇଛି |ତେବେ ଖାଲି ସେତିକି ନୁହଁ ତାଙ୍କର କେତେକ ସହକର୍ମୀ ମହିଳା ମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ରେ ନିୟୋଜିତ କରେଇଥିବା କଥା ସାମ୍ନାକୁ ଆସିଛି |

ଆଉ ଯେଉଁଥିରେ ତହସିଲଦାର ଓ ରେଳବାଇ ଅଫିସ ର କର୍ମଚାରୀ ଙ୍କ ଫୋଟ ମଧ୍ୟ ରହିଛି ଯାହାକୁ ଅର୍ଚନା ଙ୍କ ଘରେ ଥିବା ସିସିଟିଭି ଫୁଟେଜ ରୁ ଅଣାଯାଇଥିଲା ବୋଲି କୁହାଯାଉଛି | ତେବେ ଓଡିଶା ରେ ସେହି ଦୁଇ ରାଜା ଙ୍କର ଫୋଟ ଅର୍ଚନା ଙ୍କ ସହିତ ଦେଖିବା ପରେ ସେମାନେ କେଉଁଭଳି ଏହି ଘଟଣା ର ତଦନ୍ତ ଚଳାଇବେ ତାହା ବର୍ତ୍ତମାନ ଚିନ୍ତା ର ବିଷୟ ପାଲଟିଛି |ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment