ମନ ମୋହିଲେ ସପନ , ତାଙ୍କ କଣ୍ଠରୁ ଶୁଣନ୍ତୁ ଏହି ସୁନ୍ଦର ଗୀତ “ଝୁଲରେ ନିତାଇ ଝୁଲ”… ସୋସିଆଲ ମିଡିଆରେ ଭିଡ଼ିଓ ନିଆଁ ଭଳି ଭାଇରାଲ…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ହେଉ ସଙ୍ଗୀତ ତ ଆପଣ ଶୁଣିଥିବେ ନିଶ୍ଚିତ |ସଂଗୀତ ଏପରି ଏକ ଜିନିଷ ଯାହା ମନର ସବୁ କଷ୍ଟ କୁ ଦୂର କରିଦିଏ |ଦୁନିଆରେ ପ୍ରାୟ ସମସ୍ତଙ୍କୁ ସଂଗୀତ ଶୁଣିବାକୁ ଭଲ ଲାଗିଥାଏ |ଏମିତି ବି କିଛି ସଂଗୀତ ପ୍ରେମୀ ଅଛନ୍ତି ଯେଉଁ ମାନେ ଗୀତ ଶୁଣିଲେ ଭୋକ ଶୋଷ ଭୁଲି ଯାଆନ୍ତି,ସଂଗୀତ ତାଙ୍କର ନିଶା ଆଉ ପେଶା ମଧ୍ୟ୍ୟ ହୋଇଯାଏ |ଯେଉଁମାନେ ତାଙ୍କର ସୁନ୍ଦର କଣ୍ଠରେ ଗୀତ ଗାଇଥାନ୍ତି ସେମାନଂକୁ ପ୍ରଥମେ ଧନ୍ୟ ବାଦ ଦେବା କଥା କାରଣ ତାଙ୍କ ମାଧ୍ୟମରେ ଅନେକ ବ୍ୟକ୍ତି ତାଙ୍କର କଷ୍ଟକୁ କିଛି ସମୟ ପାଇଁ ହେଲେ ମଧ୍ୟ ଭୁଲି ଯାଇଥାନ୍ତି |

ବର୍ତମାନ ଅନେକ ଅଡିସନ ମାଧ୍ୟ୍ୟମରେ କେତେକ କଳାକାର ବା କଣ୍ଠ ଶିଳ୍ପୀମାନଙ୍କୁ ବଛା ଯାଏ | ଏହି ଅଡିସନରେ କଳାକାରମାନଙ୍କ ଅନେକ ପ୍ରତିଭା ଦେଖିବକୁ ମିଳିଥାଏ ସତ ହେଲେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯଉଁମାନଙ୍କର ପ୍ରତିଭା କେହି ଦେଖିପାରନ୍ତି ନାହିଁ |ତାଙ୍କ ଭିତରେ ଏହି ପ୍ରତିଭା ଲୁଚିହୋଇ ଥାଏ |ମୁଁ ଆଜି ଆପଣଙ୍କୁ ସେହିପରି ଜଣେ ବ୍ୟକ୍ତିଙ୍କ କଥା କହିବି ଯିଏକି ତାଙ୍କ ପ୍ରତିଭାକୁ କୌଣସି ଅଡିସନ ମାଧ୍ୟମରେ ପ୍ରକାଶ କରିନାହାନ୍ତି |ତାଙ୍କ ଏହି ସୁନ୍ଦର ସ୍ୱର ତାଙ୍କ ନିଜ ଭିତରେ ସେ ଲୁଚେଇ ରଖିଥଲେ, ତାଙ୍କର ଏହି ସୁନ୍ଦର ସ୍ୱର ବର୍ତମାନ ମିଡ଼ିଆ ସାମ୍ନାକୁ ଆସିଛି |ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ସଂଗୀତ ବିଷୟରେ |

ସପନ ତାଙ୍କର ଏହି ସୁନ୍ଦର ସ୍ୱର ତାଙ୍କ ନିଜ ଭିତରେ ଲୁଚାଇ ରଖିଥିଲେ, ସେ ଆଜି ଏମିତି ଏକ ସୁନ୍ଦର ଭଜନ ଗାଈ ଶୁଣାଇ ଛନ୍ତି ଯେ ତାହା ଦର୍ଶକ ମାନଙ୍କ ମାନଙ୍କୁ ବେଶ ଆନନ୍ଦିତ କରିଛି |ଆପଣମାନେ ତ ଆଗରୁ ଝୁଲରେ ନିତାଇ ଝୁଲ ସଂଗୀତ ଟି ଅନେକ କଣ୍ଠ ଶିଳ୍ପୀଙ୍କ କଣ୍ଠରୁ ଶୁଣିଥିବେ, ହେଲେ ସପନ ଏହି ଗୀତଟି ଏତେ ସୁନ୍ଦର ଭାବରେ ଗାଇଛନ୍ତି ଯେ ତାହା ଅବର୍ଣ୍ଣନୀୟ |ବାସ୍ତବିକ ତାଙ୍କର ଏହି ସ୍ୱର ବହୁତ ମଧୁର ଏବଂ ଭାବଭରା ମଧ୍ୟ୍ୟ |ସେ କେବଳ ସଂଗୀତ ଗାଉନଥିଲେ ତାହା ସହିତ ତାଙ୍କର ଅଙ୍ଗ ଭଙ୍ଗି ଠାଣି ତାଙ୍କର ଗୀତକୁ ଆହୁରି ସୁନ୍ଦର କରିଦେଉଥିଲା |ନିଜେ ସେ ଗୀତଗାଇ ଏହି ଗୀତ ତାଳ ମଧ୍ୟ୍ୟ ସେ ନିଜେ ପକାଉଥିଲେ |ତାଙ୍କର ଗୀତଗାଇବାର ଭାବ ମଧ୍ୟ୍ୟ ଅତି ସୁନ୍ଦର ଥିଲା |

ସପନଙ୍କ ଏହି ସୁନ୍ଦର କଣ୍ଠରେ ସୁନ୍ଦର ଭଜନ ଟି ବେଶ ମାନୁଥିଲା, ତାଙ୍କର ଏହି ଗୀତ ସମଗ୍ର ଓଡିଶା ବାସୀଙ୍କ ମନ କିଣି ନେଇଛି |ସମସ୍ତେ ଏହି ଗୀତ ଶୁଣିବାକୁ ବହୁତ ଖୁସି ପାଉଥିଲେ, ସପନଙ୍କ ଏହି ସୁନ୍ଦର ଗୀତଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |ତାଙ୍କର ଏହି ଗୀତ ଦର୍ଶକ ମାନଙ୍କ ମନଙ୍କୁ ବେଶ ଛୁଇଁଛି |ସମସ୍ତଙ୍କ ଭିତରେ କିଛି କିଛି ପ୍ରତିଭା ରହୁଥାଏ ନିଶ୍ଚିତ , ତାହାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ଉଚିତ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment