ମହା ଖୁଲାସା ! ମୋ ସ୍ୱାମୀର 12 ଟା ସ୍ତ୍ରୀ ଅର୍ଚ୍ଚନା ନାଗୁଣୀ ହେଲେ ସେ ଡବଲ ନାଗ… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ବନ୍ଧୁଗଣ ପୁଣି ରାଜଧାନୀ ଭୁବନେଶ୍ବର ରେ ଆସିଛି ଏହିପରି ଏକ ଘଟଣା ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ରାଜଧାନୀ ର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ପରେ ପୁଣି ସାମ୍ନା କୁ ଆସିଛି ଜଣେ ଯୁବକ ଙ୍କ ବିଷୟ ରେ ଯିଏକି ଅର୍ଚ୍ଚନା ନାଗ ଙ୍କ ଭଳି ହଜାର ହଜାର ସ୍ତ୍ରୀ ଙ୍କ ସହ ସମ୍ପର୍କ ରଖୁଥିଲେ ଆଉ ତାକୁ ରେକର୍ଡ କରି ପରେ ସେମାନେ ଙ୍କୁ ଧମକାଇ ଟଙ୍କା ଆଦାୟ କରିଥିଲେ। ତେବେ ଯାହା ବର୍ତ୍ତମାନ ର ସୂଚନା ରହିଛି କି ଅର୍ଚ୍ଚନା ଙ୍କ ଠାରୁ ବହୁତ ଆଗରେ ଅଛନ୍ତି ସେହି ଯୁବକ ଜଣ ଙ୍କ।

ତେବେ ସେହି ଯୁବକ ଙ୍କ ବିଷୟ ରେ ବର୍ତ୍ତମାନ ମୁଁହ ଖୋଲିଛନ୍ତି ତାଙ୍କର ପ୍ରଥମ ପତ୍ନୀ ଆଉ ସୋସିଆଲ ମିଡ଼ିଆ ରେ ନିଜ ସ୍ୱାମୀ ଙ୍କର ସବୁ କଳା କାର୍ଣ୍ଣମା ବିଷୟ ରେ ବଖାଣି ଦେଇଛନ୍ତି। ତେବେ ଯୁବତୀ ଜଣଙ୍କ କହିଛନ୍ତି କି , “ମୋ ସ୍ୱାମୀ ଆଗରେ ଅର୍ଚ୍ଚନା କିଛି ବି ନୁହେଁ , ଅର୍ଚ୍ଚନା ଯଦି ନାଗୁଣି ହୁଏ ତେବେ ମୋ ସ୍ୱାମୀ ହେଉଛି ଡବଲ ନାଗ। ତାର ଗୋଟିଏ କି ଦୁଇ ଟି ନୁହେଁ ବରଂ ୧୨ ବାର ଟି ସ୍ତ୍ରୀ ରହିଛି। ଆଉ ସବୁ ସ୍ତ୍ରୀ ଙ୍କୁ ଧନ୍ଦା ରେ ଲଗାଇ ସେମାନ ଙ୍କ ର ଭିଡ଼ିଓ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରି ସେ କୋଟିପତି ଅଟେ”।

ତେବେ ଯୁବତୀ ଜଣଙ୍କ କହିଛନ୍ତି କି ସେ ହେଉଛନ୍ତି ସେହି ଯୁବକ ଙ୍କ ର ପ୍ରଥମ ପତ୍ନୀ ,ତେବେ ବିବାହ ପରେ ତାଙ୍କର ସ୍ୱାମୀ ତାଙ୍କୁ କହିଥିଲେ କି ବଡ଼ ବଡ଼ ଲୋକ ମାନଙ୍କ ସହ ରାତି ରେ ଶୋଇବା ପାଇଁ ଆଉ ପରେ ତାଙ୍କର ଭିଡ଼ିଓ କରି ସେମାନ ଙ୍କୁ ବ୍ଲାକମେଲ କରି ବହୁତ ଟଙ୍କା ଆଦାୟ କରିବ ବୋଲି। ତେବେ ମୁଁ ରାଜି ନହେବା ରୁ ତାକୁ ଡିଭର୍ସ ଦେଇ ପଳେଇ ଆସି ଅଲଗା ରହିଛି ମୋର ପିଲା ଟିଏ ମଧ୍ୟ ଅଛି। କିନ୍ତୁ ମୋ ସ୍ୱାମୀ ଇ ସର୍ଟସ ନାମ କ ଏକ ଅନଲାଇନ ସାଇଟ ଅଛି ଯେଉଁ ଥିରେ ସେ ଝିଅ ମାନ ଙ୍କୁ ସେ-କ୍ସ ପାଇଁ ଠିକ କରିଥାନ୍ତି।

ଆଉ ସେହି ଭଳି ଭାବରେ ଝିଅ ଙ୍କୁ ରୁମ କୁ ଆଣି ତାଙ୍କ ସହ ସେକ୍ସ କରେ ଆଉ ତାଙ୍କର ଭିଡ଼ିଓ ରେକର୍ଡ କରି ପରେ ସେମାନ ଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରେ। ତେବେ ଏହିପରି ଭାବ ରେ ସେ ୧୨ ଜଣ ଙ୍କୁ ବିବାହ ମଧ୍ୟ କରିଛି ଆଉ ସେହି ସ୍ତ୍ରୀ ମାନ ଙ୍କୁ ଅନ୍ୟ ପୁରୁଷ ମାନଙ୍କ ସହ ସେକ୍ସ କରିବା କୁ ବାଧ୍ୟ କରେ ।ପରେ ନିଜ ସ୍ତ୍ରୀ ଓ ସେହି ଯୁବକ ଙ୍କ ର ନିୟୁଡ଼ ଭିଡ଼ିଓ ରେକର୍ଡ କରି ତାହାକୁ ଦେଖାଇ ବ୍ଲାକମେଲ କରନ୍ତି ।ଆଉ ଲକ୍ଷ ଲକ୍ଷ ଟଙ୍କା ହାତେଇ ନେଇ ବସିଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment