Odisha News Portal

ବସରେ ଯୁବତୀଙ୍କୁ ମିଳିଲା ଏମିତି ଏକ ଜିନିଷ , ଫେରାଇ ଦେଇ ତିଆରି କଲେ ଏକ ଉଦାହରଣ ଯୁବତୀଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…

0 4

ଆପଣ ମାନେ ତ ଜାଣିଛନ୍ତି କି ଆଜିର ସମାଜରେ ମଣିଷକୁ ଶ୍ରେଷ୍ଟ ବୋଲି କୁହାଯାଉଛି କାରଣ ତା ପାଖରେ ବିଚାର କରିବା ଶକ୍ତି , ବୁଝିବା ଶକ୍ତି ଏବଂ ଗୋଟିଏ ସମସ୍ୟାକୁ ସମାଧାନ କରିବାର ଶକ୍ତି ରହିଥାଏ । ଯାହାକି ଅନ୍ୟ କୌଣସି ପ୍ରାଣୀ ପାଖରେ ଦେଖିବାକୁ ମିଳିନଥାଏ । ସମସ୍ତ କଥାକୁ ମନୁଷ୍ୟ ବୁଜିଥାଏ ସେ ପଶୁ ପରିହିଂସ୍ର ରୂପ ନେଇନଥାଏ । ମାତ୍ର ଆଜିକା ସମୟରେ ମଣିଷ ପାଖରେ ଆଉ ସେମିତି ଗୁଣ ଦେଖିବାକୁ ମିଳୁନାହିଁ ବରଂ ପଶୁ ମାନଙ୍କ ପାଖରେ ହୁଏତ ସେମିତି ଗୁଣ ଦେଖିବାକୁ ମିଳୁଛି ।

ଏବେ ସବୁ ଓଲଟା ହେବାରେ ଲାଗିଛି ମଣିଷ ପଶୁ ପରି କହିବାକୁ ଗଲେ ପଶୁ ଠାରୁ ହୀନ ବ୍ୟବହାର କରୁଛି । ଆଡିର ସମାଜରେ ଜଣେ ମନୁଷ୍ୟ ପାଖରେ ନାରୀ ମାନଙ୍କ ପାଇଁ ସମ୍ମାନ ନାହିଁ ସେ ନାରୀ ମାନଙ୍କୁ ଅସତ ବ୍ୟବହାର ପ୍ରଦର୍ଶନ କରୁଛି ।

ସମାଜରେ ନାରୀ ମାନେ ଆଉ ସୁରକ୍ଷିତ ନାହାନ୍ତି , ସେମାନଙ୍କୁ ତ ତାଙ୍କ ଇଜ୍ଜତ୍ ଲୁଟ୍ କରି ଯେପରି ଭାବରେ ମରଣ ଦିଆଯାଉଛି ତାହା ଏକ ବହୁତ ବଡ ଦୁଃଖ ର କଥା । ସମାଜ ରେ ସବୁ ଅନେକ ପ୍ରକାର ନିନ୍ଦନୀୟ ଏବଂ ଅପ୍ରିତିକର ଘଟଣା ସବୁ ଘଟୁଛି । ମାନବିକାତ କୁଆଡେ ଲୋପ ପାଇବାରେ ଲାଗିଛି , ତଥାପି କିଛି ଲୋକମାନଙ୍କ ପାଖରେ ଏବେବି ମାନବିକତାର କିଛି ଗୁଣ ବଞ୍ଚି ରହିଛି ଯଦି ସେମିତି ନଥାନ୍ତା ତେବେ ଏ ପୃଥିବୀ ଏବେ ଧ୍ୱଂସ ହୋଇ ଯାଆନ୍ତାନି । କାରଣ ସେମିତି ଏକ କଥା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ଯେଉଁଥିରେ ସ୍ପଷ୍ଟ ଭାବରେ ଜଣେ ମନୁଷ୍ୟର ମାନବିକତା ନଜର ଆସୁଛି ।


ଆପଣ ମାନେ ତ ଜାଣନ୍ତି କି ଆଜି କାଲି ତ ଲୋକ ମାନେ ଲୋକ ମାନଙ୍କ ର ଝାଳ ବୁହା ଧନ କୁ ଚୋରି କରି ନେଇ ଯାଉଛନ୍ତି, ହେଲେ ଲୋକ ମାନଙ୍କ ର ଝାଳ ବୁହା ଧନ ହଜିଯାଇଥିଲେ ସେହି ଧନ କୁ ପାଇ ପୁଣି ଥରେ ସେହି ଲୋକ ଙ୍କ ହାତ କୁ ଦେଇଦବା ଲୋକ ବହୁତ୍ କମ୍ ଦେଖିବାକୁ ମିଳନ୍ତି । ଯାହାକୁ ମାନବିକାତ ବୋଲି କୁହାଯାଏ କାରଣ ସେ ବୁଝିଥାଏ କି ଏ ଧନଟି ତାହାର ନୁହେଁ । ସେମିତି ଏକ ଘଟଣା ମଧ୍ୟପ୍ରଦେଶର ବେତୁଲ ଠାରେ ଜଣେ ଜଣେ ଯୁବତୀ ଙ୍କ ପାଖରେ ଏପରି ଏକ ସଚ୍ଚୋଟତାର ଉଦାହରଣ ଦେଖିବାକୁ ମିଳିଛି ।

ରାଜା ରମେଶ ସାହୁ ନାମକ ଜଣେ କୃଷକ ଯିଏ କି ଫୁଲ କୋବି ଚାଷ କରନ୍ତି ସେ ସିଏ ନିଜର କୋବି ଫସଲ କୁ ବିକ୍ରି କରି ଭୋପାଳ ରୁ ଫେରୁଥିଲେ । ଯେଉଁ ବସରେ ଫେରୁଥିଲେ ସେହି ବସରେ ସେ ତାଙ୍କର ଏକ ବ୍ୟାଗ ଯେଉଁଥିରେ 1 ଲକ୍ଷ 20 ହଜାର ଟଙ୍କା ରହିଥିଲା ତାହାକୁ ଛାଡିଦେଇଥିସେ ସେହି ବସରେ ।

ଯାହାଙ୍କ ନାମ ରୀତା ଥିଲା , ସେ ସେହି ବ୍ୟାଗଟିକୁ ପାଇଥିଲେ ଏବଂ ପାଇବା ମାତ୍ରେ ତାହାକୁ ତୁରନ୍ତ ପୋଲିସର ଅଧିନରେ କରିଥିଲେ ଏବଂ କହିଥିଲେ କି ଏ ବ୍ୟାଗଟି ଯାହାର ତାହାକୁ ତୁରନ୍ତ ଦେବା ପାଇଁ । ସିଏ ନିଜର କୋବି ଫସଲ କୁ ବିକ୍ରି କରି ଭୋପାଳ ରୁ ଫେରୁଥିଲେ । ତେବେ ଏହିଥିରୁ ସେ ମହିଳା ଜଣଙ୍କର ମାନବିକାତ ସଂପର୍କରେ ଜମାପଡୁଚି ଏବଂ ଏଥିରୁ ଜଣାପଡୁଛି କି ଏବେବି ସଂମାଜରେ ମାନବିକାତ ନାମକ କିଛି କଥା ରହିଛି ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।