ଭୋଟ ସମୟରେ ମହିଳାଙ୍କ ବ୍ୟାଗରୁ ବାହାରିଲା ପୋଳା ପୋଳା Condam , ଆଉ ତା’ ପରେ ଗାଁ ଲୋକେ କଲେ ଏମିତି….ଦେଖନ୍ତୁ Video

ପଂଚାୟତ ନିର୍ବାଚନ ବର୍ତ୍ତମାନ କିଛି ଜାଗାରେ ସରି ଯାଇଥିବା ବେଳେ ଆଉ କିଛି ସ୍ଥାନରେ ହେବାକୁ ଅଛି କିଛି ଦିନ। ଏହି ସମୟରେ ବିଭିନ୍ନ ଗାଁରେ ଗଣ୍ଡଗୋଳ ଓ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହାରି ଭିତରେ ସବୁ ରାଜନୈତିକ ଦଳ ଭୋଟ ପାଇଁ ଟଙ୍କା ପଇସାର ଲୋଭ ଦେଖାଇ ଥାଆନ୍ତି। ଏହି ସମୟରେ ଦୁଇ ଜଣ ମହିଳା ଆସିଥିବା ବେଳେ ଗାଁ ଲୋକ ମାନେ ଧରିବା ଦ୍ୱାରା ସେମାନେ ହଟହଟା ହୋଇଥିଲେ ତା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ବନ୍ଧୁଗଣ ସମ୍ପୂର୍ଣ୍ଣ ଦେଖନ୍ତୁ ଖବର।

ନିର୍ବାଚନ ପାଇଁ ପ୍ରଚାର ବର୍ତ୍ତମାନ ଚାରିଆଡେ ଦେଖା ଦେଇଛି। ଏହି ସମୟରେ ନିର୍ଵାଚନ ପ୍ରକ୍ରିୟାକୁ ନେଇ ସବୁଆଡେ ଅସନ୍ତୋଷ ଦେଖିବାକୁ ମିଳୁଛି। ଆଉ ଚାରିଆଡେ ନିର୍ବାଚନ କୁ କେଉଁଠି କେଉଁଠି ହିଂସାକାଣ୍ଡ ଘଟୁଛି। ଏହି ସମୟରେ କେଉଁଠି କେଉଁଠି ଏମିତି ଘଟଣା ଘଟୁଛି ଯେଉଁଠି ସମସ୍ତ ରାଜନୈତିକ ଦଳ ମାନେ ନିନ୍ଦନୀୟ କାମ କରୁଛନ୍ତି। ଏବେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଦୁଇ ଜଣ ମହିଳା ଧରା ପଡିଛନ୍ତି ପୋଲିସଙ୍କ ପାଖରେ। ସେଠାରେ ନିର୍ଵାଚନ ସରି ନ ଥିବାରୁ କୌଣସି ଏକ ନିର୍ଦ୍ଦିଷ୍ଟ ଦଳର କର୍ମକର୍ତ୍ତାମାନେ ହଟହଟା ହୋଇଛନ୍ତି। ନିର୍ବାଚନ ସମୟରେ ଏହି ମହିଳାଙ୍କ ପାଖରୁ ଯାହା ବାହାରିଲା ତାହା ଦେଖିଲା ପରେ ଗାଁ ଲୋକମାନେ ମିଶିକି ଧରି ପକେଇଲେ ଦୁହିଁଙ୍କୁ।

ସୂଚନାରୁ ଜଣା ପଡୁଛି ଯେ ନିର୍ବାଚନ ଆଗକୁ ଥିବାରୁ ସେ ଦୁହିଁଙ୍କୁ ଏକ ନିର୍ଦିଷ୍ଟ ଦଳ ଏହାକୁ ଲୋକ ମାନଙ୍କ ପ୍ରଲୋଭନ ଦେଖେଇବା ପାଇଁ ଟଙ୍କା ଦେବାକୁ ପଠେଇ ଥିଲେ। ଆଉ ସେମାନେ ଏଠାକୁ ଆସିଥିବା ବେଳେ ଗାଁ ଲୋକ ମାନେ ସମସ୍ତେ ଧରି ପକେଇ ଥିଲେ ଆଉ ପରବର୍ତ୍ତୀ ସମୟରେ ପୋଲିସଙ୍କୁ ଖବର ଦେଇଥିଲେ ଯାହା ଏବେ ତଦନ୍ତ ପରିସରଭୁକ୍ତ। ସେହି ଗାଁ ଲୋକଙ୍କ ପଚାରିବାରୁ କହୁଛନ୍ତି ଯେ ସେ ଦୁହେଁ ବିଜେଡି ଦଳ ର ମହିଳା ଆଉ ସେମାନଙ୍କ ପାଖରେ ଆପର୍ତ୍ତି ଜନକ ସାମଗ୍ରୀ ଦେଖିବାକୁ ମିଳି ଥିବା ସହିତ ବହୁତ ଟଙ୍କା ମଧ୍ୟ ରହିଥିଲା ଏହାକୁ ଦେଖିବା ପରେ ଆମେ ପୋଲିସଙ୍କୁ ଜଣେଇ ଥିଲୁ। ହେଲେ ପୋଲିସ ଆସିକି ତାଙ୍କ ପାଖରୁ ଟଙ୍କା ସବୁ ନେଇକି ପଳେଇ ଥଲେ ହେଲେ ଆଉ କିଛି ଜିନିଷ ରହି ଯାଇଥିଲା।

ଆଉ ସେ ସବୁ ଟଙ୍କା ଓ ଆପର୍ତ୍ତି ଜନକ ଜିନିଷଟି ଗୋଟିଏ ଭ୍ୟାନିଟ ଭିତରେ ରହିଥିଲା ହେଲେ ତାଙ୍କ ପାଖରୁ ଗାଁ ଲୋକ ସବୁ ଜବତ କରିବା ପରେ ପୋଲିସଙ୍କୁ ଜଣେଇଥିଲେ ସେମାନେ ଟଙ୍କା ସବୁ ନେଇଥିଲେ ଆଉ ସବୁ ଛାଡିକି। ଗାଁ ଲୋକ ମାନେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ଆସୁଛି କଣ ପାଇଁ ଏ ସବୁକୁ ତଦନ୍ତ ପରିସରଭୁଙ୍କ କଲେ ନାହିଁ। ଆଉ ଏପଟେ ପଂଚାୟତ ନିର୍ବାଚନ ପ୍ରଚାର ଜୋର ଧରି ଥିବା ବେଳେ ଏହି ଭଳି ଘଟଣା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ଘଟଣାକୁ ଦେଖି ପୋଲିସ ମଧ୍ୟ ତଦନ୍ତ ମଧ୍ୟ କରି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment