Odisha News Portal

viral news-ଜାଣନ୍ତୁ ଶାଶୂଘରେ କେମିତି ଅଛନ୍ତି ନବ ବିବାହିତା ହିରୋଇନ୍ ଅର୍ଚ୍ଚିତା

ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ଆପଣ ମାନଙ୍କର ପ୍ରିୟ କପୁଲ ସବ୍ୟ ଏବଂ ଅର୍ଚ୍ଚିତା ବର୍ତ୍ତମାନ ସମୟରେ ବିବାହ କରି ସାରିଛନ୍ତି ଏବଂ ଗତକାଲି ବିବାହ ସାରି ସବ୍ୟ ଏବଂ ଅର୍ଚ୍ଚିତା ରାଜସ୍ଥାନରୁ ଓଡିସା ଫେରିଛନ୍ତି । ତେବେ ଅର୍ଚ୍ଚିତା ସାହୁ ବିବାହ ପରେ ଏବେ ଶାଶୁଘରେ ଅଛନ୍ତି , ତେବେ ଆଜି ଆମେ ଜାଣିବା ଅର୍ଚ୍ଚିତା ନିଜ ଶାଶୁ ଘରେ କିପରି ଅଛନ୍ତି ଓ ତାଙ୍କ ପରିବାରରେ ଆଉ କଉଁ କଉଁ ସଦସ୍ୟମାନେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ବିଷୟ ସମ୍ପର୍କରେ ।

ବର୍ତ୍ତମାନ ସମୟରେ ଅର୍ଚ୍ଚିତାଙ୍କ ଶାଶୁ ଘରେ ଉଠାଇଥିବା ଦୁଇଟି ଫୋଟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଫୋଟରୁ ସ୍ପଷ୍ଟ ଭାବରେ ଜଣା ପଡୁଛିକି ଅର୍ଚ୍ଚିତା ଶାଶୁଘରେ ବେଶ୍ ଖୁସୀରେ ଅଛନ୍ତି । ଏହା ସହିତ ଅର୍ଚ୍ଚିତା ତାଙ୍କ ପରିବାର ସହିତ ମିଶି ଏକ ଫୋଟ ସେୟାର କରିଛନ୍ତି , ଯେଉଁଥିରେ ସେ ବହୁତ ଖୁସୀ ଥିବାର ନଜର ଆସିଛନ୍ତି ।

ରାଜସ୍ଥାନରେ ଓଡିଆ ଘରର ସବୁକିଛି ରୀତି ନୀତିକୁ ମାନି ବିବାହ କରି ସାରିବା ପରେ ଓଡିଶା ଫେରିଛନ୍ତି । ସୋସିଆଲ ମିଡିଆରେ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଏମିତି କିଛି ଫୋଟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁହିଁଙ୍କ ଫ୍ୟାନ ମାନେ ସେମାନଙ୍କୁ ବିବହାର ଅନେକ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସବ୍ୟଙ୍କ ଘରେ ପହଞ୍ଚିବା ପରେ ତାଙ୍କ ଶାଶୁ , ଶ୍ୱସୁର ଓ ନଣଦ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହିତ ମିଶି ଏକ ସୁନ୍ଦର ଫୋଟ ଉଠାଇଛନ୍ତି । ଯେଉଁଥିରେ ସେ ବହୁତ ଖୁସୀ ଥିବାର ନଜର ଆସିଛନ୍ତି ଏବଂ ନିଜ ଶାଶୁ ଘରେ ବହୁତ ଏନଜୟେ କରୁଛନ୍ତି ଅର୍ଚ୍ଚିତା । ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ସୁପରହିଟ ଯୋଡି ସବ୍ୟ ଏବଂ ଅର୍ଚ୍ଚିତା ରିଏଲ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଯାହା ସମଗ୍ର ଓଡିଶା ବାସୀ ତଥା ଅଗଣିତ ଦର୍ଶକ ମାନଙ୍କ ପାଇଁ ଏକ ଖୁସୀର ଖବର ପାଲଟିଛି । ନିଜ ଶାଶୁ ଘରେ ଅର୍ଚ୍ଚିତା ବହୁତ ଖିସୀ ଅଛନ୍ତି , ଯାହା ସେହି ଫୋଟରୁ ହିଁ ଜଣା ଯାଇଛି ଏବଂ ପରିବାର ସଦସ୍ୟ ମାନଙ୍କ ସହିତ ମଜା ମସ୍ତି ମଧ୍ୟ କରୁଛନ୍ତି ।

ଆପଣମାନେ ଜାଣି ବହୁତ ଖୁସୀ ହେବେ କି ସେମାନେ ଦୁହେଁ ଆଗାମୀ ସମୟରେ ଏକାଠି ଅଭିନୟ କରିବାର ସୂଚନା ମଧ୍ୟ ମିଳିଛି । ଓଡିଆ ରିତୀନିତୀ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରି ସବ୍ୟ ଏବଂ ଅର୍ଚ୍ଚିତା ବହୁତ ଖୁସୀରେ ଅଛନ୍ତି ଏବଂ ନିଜ ପରିବାର ସଦସ୍ୟ ମାନଙ୍କ ସହିତ ବିଭିନ୍ନ ପ୍ରକାର ଫୋଟ ଉଠାଇ ସୋସିାଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ସେ ବହୁତ ଖୁସୀ ଅଛନ୍ତି ଏବଂ ଦର୍ଶକ ମାନେ ମଧ୍ୟ ସେ ଦୁହିଁଙ୍କ ଯୋଡିକୁ ବହୁତ ପସନ୍ଦ କରୁଛନ୍ତି । ଆଗାମୀ ସମୟରେ ସେ ଦୁହିଁଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।