Odisha News Portal

ଦେଖନ୍ତୁ ଭିଡିଓ – ବାଥରୁମ ରେ Mms ବନେଇ ନିଜ ଭିଡିଓ ନିଜେ ସୋସିଆଲ ମିଡିଆରେ ସେୟାର କଲେ ଏହି ଯୁବତୀ ! ପରେ ଏମିତି କିଛି ହୋଇଗଲା ଜାଣିଲେ କଳ୍ପନା କରିପାରିବେନି….

ବର୍ତ୍ତମାନ ସମୟରେ ସାରା ବିଶ୍ବର ସମସ୍ତ ଦେଶ ନିଜକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ତେବେ ଆଜିର ଏହି ଯୁଗକୁ ତ ଇଣ୍ଟରନେଟ୍ ର ଯୁଗ , କମ୍ୟୁଟରର ଯୁଗ ବୋଲି କୁହାଯାଏ । କିନ୍ତୁ କଣ ବର୍ତ୍ତମାନ ଏହି ଅତ୍ୟାଧୁନିକ ଟେକନୋଲୋଜିର ଦୁନିଆଁରେ ମଧ୍ୟ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ଯେକୌଣସି ସ୍ତରରେ ଥିଲେ ମଧ୍ୟ ନାରୀ ସୁରକ୍ଷିତ ନୁହେଁ , କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ହୋଇ ଏ ଦୁନିଆରେ ଜନ୍ମ ଗ୍ରହଣ କରିଛି । ଆଜି ଆମ ସମାଜର ଯୁବପିଢି ମାନେ ଭୁଲି ଯାଇଛନ୍ତି ସେମାନଙ୍କର ମାନବିକତା , ଲିଭି ଯାଇଛି ସେମାନଙ୍କର ମଣିଷଶ୍ବ ଏବଂ ହଜି ଯାଇଛି ସେମାନଙ୍କର ବିବେକ ପଣିଆ ।

ଆପଣମାନେ ଜାଣିଥିବେ ଆମ ସମାଜରେ ନାରୀ ମାନଙ୍କର ଏକ ସ୍ବତନ୍ତ୍ର ସମ୍ମାନ ରହିଥାଏ । ତେବେ ଜଣେ ନାରୀ ଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । କିନ୍ତୁ ସମାଜରେ କିଛି ଏମିତି ସ୍ଵଭାଵର ଲୋକମାନେ ବସବାସ କରନ୍ତି ଯେଉଁମାନେ ନାରୀ ମାନଙ୍କର ମାନ ସମ୍ମାନ ତଥା ତାଙ୍କର ଇଜ୍ଜତକୁ ନେଇ ଖେଳ ଖେଳିବା ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ।

ବର୍ତ୍ତମାନର ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ର ଭୁଲ ବ୍ୟବହାର କରି କିଛି ଲୋକମାନେ ନିଜର ବ୍ୟବସାୟ ବଢେଇବାର ଲାଗିଛନ୍ତି । ଏହି ଖୋଳ ସ୍ୱଭାବର ଲୋକମାନେ ଝିଅ ମାନଙ୍କର କିଛି MMS ଗୁପ୍ତରେ କରି ସୋସିଆଲ ମିଡ଼ିଆରେ ଭାଇରଲ କରି ଝିଅଟୀକୁ ବଦନାମ କରିବା ସହ କେବେକେବେ ତାଙ୍କୁ ବ୍ଲାକମେଲ ମଧ୍ୟ କରିଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ଉପରେ ଜଣେଇବାକୁ ଯାଉଛୁ ।

ବର୍ତ୍ତମାନର ଅତ୍ୟାଧୁନିକ ଯନ୍ତ୍ରପାତିର ନିର୍ମାଣ ଦ୍ୱାରା ଲୋକମାନଙ୍କର ଯେତେ ଉନ୍ନତି ହେଉଛି ଲୋକମାନଙ୍କର ଚିନ୍ତାଧାରା ସେତେ ତଳକୁ ଖସିଯାଉଛି । ସାଧାରଣତଃ ଝିଅମାନେ ବାର୍ଥ-ରୁମ ରେ କିମ୍ବା କୌଣସି ମଲର ଚେଞ୍ଜ ରୁମକୁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିଥାନ୍ତି ଓ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ ମଧ୍ୟ କରିଥାନ୍ତି ।

ମାତ୍ର ବର୍ତ୍ତମାନର କିଛି ମାନସିକ ସ୍ତରରେ ଖରାପ ଲୋକ ଏହାର ଭୁଲ ଫାଇଦା ଉଠାଇବାରେ ଲାଗିଥାନ୍ତି । ସେମାନେ ପବ୍ଲିକ ବାର୍ଥରୁମ ଓ ମଲର ଚେଞ୍ଜ ରୁମରେ ଛୋଟ କ୍ୟାମେରାକୁ ଲୁଚେଇ ରଖିଥାନ୍ତି ଏବଂ ଝିଅ ମାନଙ୍କର ଏମଏମଏସ କରି ତାକୁ ଇଣ୍ଟରନେଟରେ ଭାଇରଲ କରିଥାନ୍ତି । ଏମିତି ଏକ ଘଟଣା ର ଶିକାର ହୋଇଛନ୍ତି ଜଣେ ଯୁବତୀ ।

ସୂଚନାଯୋଗ୍ୟ , ରୁନି ନାମକ ଜଣେ ମହିଳାଙ୍କର ଏମଏମଏସଟି ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଏନେଇ ରୁନିଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ତାଙ୍କର ପରିବାର ଲୋକ କହିଛନ୍ତି । ସୂଚନା ଅନୁଯାୟୀ , ଗତ 21 ଜୁଲାଇରେ ରୁନି କୌଣସି କାର୍ଯ୍ୟବଶତଃ ନିଜ ଗ୍ରାମଠାରୁ ଦୂରକୁ ଥିବା ଏକ ପବ୍ଲିକ ବାର୍ଥରୁମ ବ୍ୟବହାର କରିଥିଲେ । ସେହି ଭିଡ଼ିଓଟି ଏବେ ଇଣ୍ଟରନେଟରେ ଭାଇରଲ ହୋଇଛି ବୋଲି ସେ କହିଛନ୍ତି ।

ତଦନ୍ତ ପରେ ଜଣାପଡ଼ିଛି , ରୁନି ବ୍ୟବହାର କରିଥିବା ବାର୍ଥରୁମରେ ଥିବା ଆଇନାରେ ଏକ ଛୋଟ କ୍ୟାମେରା ଲୁଚି ରହିଥିଲା । ରୁନି ସେହି ବାର୍ଥରୁମରେ ନିଜର ଡ୍ରେସ ଚେଞ୍ଜ କରିଥିଲେ ଯାହାକି ସେହି ଅସମାଜିକ ବ୍ୟକ୍ତି ଜଣକ ରେକର୍ଡ କରି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହାକୁ ଭାଇରଲ କରିବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।