ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ |ତେବେ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ ଅଲିଉଡ ର ହିରୋ ଆଉ ହିରୋଇନ ମାନଙ୍କର ମସ୍ତି ସମୟର କିଛି ଭିଡ଼ିଓ ଭାଇରାଲ ହେଉଥିବାର | ଆଉ ଯେଉଁ ଭିଡ଼ିଓ ଆମ ସମସ୍ତଙ୍କୁ ପସନ୍ଦ ଆସିବା ସହିତ ଆମ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଥାଏ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି ରାସ୍ତା ଉପରେ ରାତି ଅଧରେ କେଉଁ ଭଳି ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଥିଲେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ବବି ମିଶ୍ର | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବେଶ ଜଣା ଶୁଣା ନାୟକ ଯାହାଙ୍କର ଅଭିନୟ ଯାଦୁ ରେ ଦର୍ଶକ ମାନେ ଆକୃଷ୍ଟ ହୋଇଛନ୍ତି | ଯାହା ସହିତ ଅନେକ ଫ୍ଲିମ ରେ ତାଙ୍କର ଜବରଦସ୍ତ ଅଭିନୟ ର ଯାଦୁ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ପ୍ରିୟର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ତ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ | ତାହା ସହିତ ଅନେକ ଅଲିଉଡ ଫ୍ଲିମ ରେ ନାୟକ ଓ ଖଳନାୟକ ଭୂମିକମ୍ପ ରେ ଅଭିନୟ କରୁଥିବା ବିବି ମିଶ୍ର ଙ୍କୁ ମଧ୍ୟ ଆପଣ ମାନେ ଜାଣିଥିବେ |
ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ବବି ମିଶ୍ର ଓ ଅନ୍ୟ ମାନେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ | ଆଉ ତାଙ୍କର ଏହି ଭଳି ଭାବରେ ରାତି ରେ ରାସ୍ତା ଉପରେ ଡାନ୍ସ କୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି |ଆଉ ଯାହା କୁହାଯାଉଛି କେବଳ ସେମାନେ ନୁହନ୍ତି ଅନ୍ୟ କଳାକାର ମାନେ ମଧ୍ୟ ସେଠାରେ ଅଛନ୍ତି |
ଆଉ ସେମାନେ ମଧ୍ୟ ଡାନ୍ସ କରିବାକୁ ଲାଗିଛନ୍ତି ଗୀତ ବଜେଇ | ଆଉ ମନ ଖୁସିରେ ଫୁଲ ଏନଜୟ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ଆଉ ଏହିଭଳି ଅଲିଉଡ କଳାକାର ମାନଙ୍କର ମିଳି ମିଶି ମଜା ମସ୍ତି କରୁଥିବାର ଦେଖି ସମସ୍ତେ ଖୁସି ହୋଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।