Private ଭାଇରାଲ ଭିଡିଓ ଦେଖିବା ପରେ ରାଗିଗଲେ ଅନୁଷ୍କା… କୋହଲିଙ୍କୁ କ୍ଷମା ମାଗିଲେ ହୋଟେଲର ମୁଖପାତ୍ର, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ କଥା ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ବିରାଟ ଆଉ ଅନୁଷ୍କା ଙ୍କର କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବିରାଟ କୋହଲି ତାଙ୍କର ବିବାହ ବାର୍ଷିକୀ ଉପଲକ୍ଷେ ସୁନ୍ଦର ଭାବରେ ଉଇସ ଜଣେଇବାକୁ ଲାଗିଛନ୍ତି ତାଙ୍କର ସ୍ତ୍ରୀ ଅନୁଷ୍କା ଙ୍କୁ | ତାହା ସହିତ ବିରାଟ ଅନୁଷ୍କା ଙ୍କର ଫୋଟ ମଧ୍ୟ ସେୟାର କରିଛନ୍ତି ସୋସିଆଲ ମିଡ଼ିଆରେ ବୋଲି କୁହାଯାଉଛି| ଯେଉଁଠି ପାଇଁ ସେ ଖୁସି ଅଛନ୍ତି ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ କଥା ଉପରେ ନଜର ପକାଇବା |

ଆଉ ଯାହା କୁହାଯାଉଛି କି ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଙ୍କ ମଧ୍ୟରେ ଦୀର୍ଘ ଦିନ ଧରିକି ପ୍ରେମ ସମ୍ପର୍କ ପରେ 2017 ମାର୍ଚ୍ଚ 11 ତାରିଖରେ ଇଟାଲୀ ରେ ଦୁଇ ଜଣ ବେଶ ଧୁମ ଧାମରେ ବିବାହ କରିଥିଲେ ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ବିରାଟ ଓ ଅନୁଷ୍କା ବର୍ତ୍ତମାନ ପଞ୍ଚମ ବିବାହ ବର୍ଷ ରେ ପଦାର୍ପଣ କରୁଛନ୍ତି ଆଉ ଯେଉଁଥିପାଇଁ ବିରାଟ ଅନୁଷ୍କା ଙ୍କୁ ପ୍ରେମ ଭରା କଥା ମଧ୍ୟ ଲେଖିଛନ୍ତି | କହିଛନ୍ତି କି ଅନୁଷ୍କା ତୁମକୁ ମୋ ଜୀବନରେ ସାଥି ଭାବରେ ପାଇଁ ମୁଁ ବହୁତ ଖୁସି ଅଛି ଆଉ ଏହି ଭଳି ସାଥି ହୋଇ ସାରା ଜୀବନ ରହିବା ପାଇଁ ମଧ୍ୟ ଚାହୁଁଛନ୍ତି ବୋଲି ଲେଖିଛନ୍ତି ବିରାଟ |

ଆଉ ଏହି ଭଳି ରୋମାଣ୍ଟିକ ଭାବରେ କଥା କୁ ଲେଖି ଅନୁଷ୍କା ଙ୍କର ଫୋଟ କୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ବିରାଟ |ଆଉ ତାହା ଛଡା ବାଂଲାଦେଶ ସହିତ ଦିନିକିୟା ମ୍ୟାଚ ରେ ସତକ ହାସଲ କରିଥିଲେ ବିରାଟ | ତାହା ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ରେ 72 ଟି ସତକ ହାସଲ କରିବା କଥା ମଧ୍ୟ କୁହାଯାଉଛି | ତେବେ ବର୍ତ୍ତମାନ ବିରାଟ ଅନ୍ତର୍ଜାତୀୟ କ୍ରିକେଟ ଶତକ ରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ବୋଲି ମଧ୍ୟ କୁହାଯାଉଛି |

ଆଉ ଯାହା କୁହାଯାଉଛି କି କୋହଲି ଙ୍କ ଅପେକ୍ଷା ସଚିନ ତେନ୍ଦୁରକର କେବଳ ଅଧିକ ଶତକ ହାସଲ କରିଛନ୍ତି ବୋଲି କୁହାଯାଉଛି | ତେବେ ସେ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆ ର କ୍ରିକେଟର ରିକି ବଣ୍ଟି ଠାରୁ ଆଗରେ ଅଛନ୍ତି ବୋଲି ମଧ୍ୟ କୁହାଯାଉଛି |ତାହା ଛଡା 560 ଟି ମ୍ୟାଚ ରେ 71 ଟି ଶତକ ହାସଲ କରି ରେକଡ଼ କରିଛନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ତାହା ବ୍ୟତୀତ ବିରାଟ ଙ୍କର ଏମିତି ବିବାହ ବାର୍ଷିକୀ ଅବସରରେ ଉଇସ କୁ ସମସ୍ତେ ପସନ୍ଦ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment