Odisha News Portal

ଭାଇରାଲ ହେଲା Baik ଚାଳକଙ୍କ ଭିଡ଼ିଓ… ବିନା ଚାଳକରେ ଚାଲିଲା ଗାଡି ! କାହାକୁ ଚାଲାଣ କାଟିବ ପୋଲିସ… ଦେଖନ୍ତୁ Video

ଏମିତି କିଛି ଭିଡ଼ିଓ ବେଳେ ନଜରରେ ଆସିଥାଏ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଆଉ ଏହିଭଳି ସବୁ ଭିଡ଼ିଓ କୁ ଦେଖିବା ପରେ ସମସ୍ତେ ଶେୟାର ମଧ୍ୟ କରି ଥାଆନ୍ତି।ଏବେ ସେହିପରି ଜଣେ ବାଇକ ଚାଳକ ଭିଡ଼ିଓ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଯେଉଁଠାରେ ସେହି ଚାଳକ ଜଣଙ୍କ ହେଣ୍ଡେଲ ଛାଡି ଦେଇ ପଛରେ ଗୋଡ଼ ରଖି ବସିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଏମିତି କିଛି ଭିଡ଼ିଓ ଅନେକ ସମୟରେ ଭାଇରଲ ହୋଇଥିବାର ନଜରରେ ଆସିଥାଏ ଯାହା ଏବେ ମଧ୍ୟ ଆସିଛି ଦେଖିବାକୁ। ଆଉ ଏହା ଏଜ ଅଭୂତ ତରିକା ଆପଣେଇଛନ୍ତି ସେହି ଯୁବକ ଜଣଙ୍କ। ଏଠାରେ ଏମିତି ବୁଦ୍ଧି ତାଙ୍କର ଯାହା ପାଇଁ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚା ରେ ଆସିଛନ୍ତି। ଏମିତି ଭିଡ଼ିଓ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଆସିଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି। ଏମିତି ତାଙ୍କର ପ୍ରତିଭା ଦେଖିବା ପରେ ମଧ୍ୟ ସେଠାରେ ଉପସ୍ଥିତ ରହିଥିବା ପୋଲିସ ମାନେ ତାବୁଜ ହୋଇ ଚାହିଁଛନ୍ତି। ଏମିତି କେବେ ବୋଧ ହୁଏ ଦେଖି ନଥିବେ।

ଆଉ ଏକ ଭିନ୍ନ ଧରଣର ଏହି ଘଟଣା ଟି ଥିଲା ଯାହାର ଭାଇରଲ ଏବେ ମଧ୍ୟ ବହୁଳ ମାତ୍ରାରେ ଚାଲିଛି। ଆଉ ସେହି ଯୁବକର ପ୍ରତିଭା ଏକ ଭିନ୍ନ ଥିଲା ଯାହା ନିଜକୁ ବଞ୍ଚେଇବା ପାଇଁ ଏମିତି କିଛି କରିଥିଲା। ଆଉ ସରକାର ବିଭିନ୍ନ ସମୟରେ ଗାଡି ଚାଳକ ମାନଙ୍କ ପାଇଁ ନୂଆ ନୂଆ ନିୟମ କରିଥିବା ବେଳେ ଏବେ ପୁଣି ନୂଆ କରିଛନ୍ତି ଆଉ ଯେଉଁଠରେ ଏହି ନିୟମ ସବୁକୁ ଅବମାନନା କରୁଛନ୍ତି ସେଠାରେ ଦୃଢ଼ ପଦକ୍ଷେପ ମାନ ନିଆ ଯାଉଛି।ଆଉ ଯେଉଁ ନିୟମ ରେ କେହି ଉଲଂଘନ କଲେ ତାଙ୍କ ବିରୁଦ୍ଧରେ ଫାଇନ ଦେବାକୁ ପଡିଥାଏ। ଏମିତି ସବୁ ନିୟମ କୁ ନ ମାନି କିଛି ଅମାନିଆ ବାଇକ ଚାଳକ ମାନେ ବେଳେ ବେଳେ ପୋଲିସ ହାତରେ ଧରା ପଡି ଫାଇନ ମଧ୍ୟ ଦେବା ସହିତ ଗିରଫ ବି ବେଳେ ବେଳେ କରା ଯାଇଥାଏ । କିନ୍ତୁ ଏଠାରେ ଜଣେ ବାଇକ ଚାଳକ ର ଏମିତି କାର୍ଯ୍ୟ ଦେଖି ତାହା ପୋଲିସ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଆଉ ଏଠାରେ ସେହି ଯୁବକ କିଛି ଅଭୂତ କାମ କରି ପୋଲିସ ମାନଙ୍କୁ ହରଣ ଗୁଣାନ ରେ ପକେଇ ଦେଇଛି। ଆଉ ଯୁବକଟି ବାଇକ ରେ ପଛରେ ଗୋଟିଏ ପଟ କୁ ଦୁଇ ଗୋଡ଼ ରଖି ବସିଛନ୍ତି ଯେଉଁଠାରେ ଫାଇନ ଦେବା ଭୟରେ। ଆଉ ସରକାର ନିୟମ ଅନୁସାରେ ବାଇକ ଚାଳକ ସାଧାରଣତଃ ହେଲମେଟ ସହିତ ଗାଡି କାଗଜ ପତ୍ର ଆବଶ୍ୟକ କରିଥାଏ ହେଲେ ସେ ଏମିତି ଦେଖେଇ ସୁଚାଉଛନ୍ତି ଯେ ବାଇକ ଚାଳକ ସେ ନୁହଁନ୍ତି। ହେଣ୍ଡେଲ ଛାଡି ଦେଇ ପଛରେ ଦୁଇ ଗୋଡ଼ କୁ ଗୋଟିଏ ପଟେ କୁ ରଖି ବସିଛନ୍ତି ଯାହା କିଛି ଅଭୂତ ଘଟଣା। ଆଉ ଏମିତି ପଛରେ ବସିଥିଲେ ମଧ୍ୟ ହେଲମେଟ ପିନ୍ଧିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।