Odisha News Portal

ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଙ୍କୁ ମିଳିଗଲା ନିଜ ମନର ମଣିଷ , ଜାଣନ୍ତୁ ଏ ବାବଦରେ କଣ କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା…..ଶୁଣିଲେ ଆଶ୍ଚର୍ଯ୍ୟ ହେବେ….

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ଅର୍ଚ୍ଚିତା ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।

ଅଲିଉଡର ଏକ୍ସପ୍ରେସ୍ କ୍ୟୁଇନ୍ ହେଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ନିଜର ଜବରଦସ୍ତ ଅଭିନୟ ଯୋଗୁଁ ସେ ଆଜି ରାଜ୍ୟର ଘରେ ଘରେ ବେଶ୍ ପରିଚିତ । ସେ ଅଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଏବଂ ତାଙ୍କର ଚମତ୍କାରୀ ଅଭିନୟ ପାଇଁ ଆଜି ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି ।

ପିଲାଦିନୁ ସେ ଅଭିନୟ ପ୍ରତି ରୁଚି ରଖିଥିଲେ । ଆଉ ସେ ତାଙ୍କର ପାଠପଢା ଶେଷ କରି ଅଭିନୟ ଦୁନିଆରେ ପାଦ ରଖିଥିଲେ । ତେବେ ,ସେ ଅଭିନୟ ଦୁନିଆକୁ ଆସିବା ଆଗରୁ ଜଣେ ବହୁତ ଭଲ କ୍ଲାସିକାଲ୍ ଡ୍ୟାନ୍ସର ଥିଲେ । ସେ ଉଭୟ ଓଡିଆ ଏବଂ ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ । ଓଡିଶାରେ ତାଙ୍କର ଅନେକ ଫ୍ୟାନ ରହିଛନ୍ତି ।

ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କର ଏହି କିଛି ଦିନ ତଳେ ଏକ ଜବରଦସ୍ତ ଫିଲ୍ମ ରିଲିଜ୍ ହୋଇଥିବା ର ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ତାଙ୍କର ଫିଲ୍ମ ଦୁର୍ଗତୀନାଶିନୀ ବଡ ପରଦାରେ ରିଲିଜ୍ ହୋଇ ପାରିନଥିଲେ ମଧ୍ୟ ଛୋଟ ପରଦାରେ ରିଲିଜ୍ ହୋଇଥିଲା ଏବଂ ତାହା ବହୁ ପରିମାଣରେ ସୁପରହିଟ୍ ମଧ୍ୟ ହୋଇଛି ।

 ତେବେ ଏହି କିଛି ଦିନ ତଳେ ଅର୍ଚ୍ଚିତା ରାଉରକେଲାର NSO ଗୋଟିଏ ନୂଆ ସପିଙ୍ଗ ମଲ୍ ର ଇନେଗ୍ରୋସେନ୍ ରେ ଆସିଥିଲେ । ଆଉ ସେଠାରେ ତାଙ୍କୁ ଲୋକମାନେ ଦେଖିବା ପାଇଁ ବହୁ ଭିଡ ଜମାଇଥିଲେ ।

ଆଉ ସେଠାରେ ସେ ଅନେକ କରୋନା ସଚେତନ ପାଇଁ ଲୋକମାନଙ୍କୁ ସତର୍କ ସୂଚନା ମଧ୍ୟ ଦେଇଥିଲେ । ଏହାସହିତ ନୂଆବର୍ଷର ଅଭିନ୍ଦନନ ମଧ୍ୟ ଜଣାଇଥିଲେ ।

ଅର୍ଚ୍ଚିତା ଏହା ମଧ୍ୟ କହିଥିଲେ କି ଯଦି କୋଭିଡ ଟାଇମ୍ ହୋଇନଥାନ୍ତି ତେବେ ସେ ଆହୁରି ଅନେକ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସହିତ ମିଶି ପାରିଥାନ୍ତେ । ସେ ଆହୁରି ମଧ୍ୟ କହିଥିଲେ କି ଏହିଠାରେ ଯେହେତୁ ସବୁ ପ୍ରକାର ଜିନିଷ ରହିଛି ତେଣୁ ସେଠାକୁ ଅନେକ ଲୋକମାନେ ଆସନ୍ତୁ ଏବଂ ବିଭିନ୍ନ ଜିନିଷ କିଣିପାରିବେ ।

ତେବେ ଅର୍ଚ୍ଚିତାଙ୍କର ଆଉ ଗୋଟିଏ ଫିଲ୍ମ ଜାନୁଆରି ମାସରେ ଆସୁଛି ବୋଲି ସେ କହିଛନ୍ତି । ତାହାର ବର୍ତ୍ତମାନ ସୁଟି ଚାଲିଛି ବୋଲି ସେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।