ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ବାରମ୍ବାର ସେହି ବିବିଡ଼ିଓ କୁ ଦେଖିବାକୁ ଇଚ୍ଛା ମଧ୍ୟ ହୋଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ବୃଦ୍ଧ ଜଣଙ୍କ ସୁନ୍ଦର ଭାବରେ ଗାଇବାକୁ ଲାଗିଛନ୍ତି ଜଗନ୍ନାଥ ଙ୍କର ଭଜନ ଗୀତ ଟି | ଆଉ ଯାହା ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି| ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଅନେକ ସମୟରେ ଭାଇରାଲ ହୋଇଥାଏ ଲୋକ ମାନଙ୍କର ଗୀତ ଗାଉଥିବାର ଭିଡ଼ିଓ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଦେଖିବାକୁ ମିଳିଛି ରାସ୍ତା ଉପରେ ବୃଦ୍ଧ ଜଣଙ୍କ ତାଙ୍କର ଭାବ ବିନୋଦିଆ ଜଗା ଙ୍କର ଭଜନ ଗୀତ କୁ ଗାଇବାକୁ ଲାଗିଛନ୍ତି | ଆଉ ଗାଉଥିବା ସେହି ଗୀତ ଟିର ନା ହେଉଛି “ଜଗମୋହନିଆ ଜଗା “ଆଉ ସେଥିରେ ଜଗନ୍ନାଥ ଙ୍କର ସମସ୍ତ ଅବତର ବିଷୟରେ ଗୀତ ମାଧ୍ୟମରେ କହିବାକୁ ଲାଗିଛନ୍ତି ଓ ତାଙ୍କର ମନ ଭିତରେ ଥିବା ଜଗନ୍ନାଥ ଙ୍କ ପ୍ରତି ଭକ୍ତି ଆଉ ପ୍ରେମ କୁ ଏହି ଗୀତ ମାଧ୍ୟମରେ ମଧ୍ୟ ପ୍ରକାଶ କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି |
ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ହେଉଛି ଜଗନ୍ନାଥ ର ଦେଶ ଆଉ ଜଗନ୍ନାଥ ପ୍ରେମୀ ମାନେ ଆମ ଓଡିଶା ରେ ଅଧିକ ରହିଥାନ୍ତି | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ବୃଦ୍ଧ ଜଣଙ୍କ ତାଙ୍କର ଭକ୍ତି ଭାବକୁ ପ୍ରକାଶ କରିବାକୁ ଲାଗିଛନ୍ତି ଓ ଜଗନ୍ନାଥ ଙ୍କର ରାମ ଅବତର, କୃଷ୍ଣ ଅବତର ବିଷୟରେ କହିଛନ୍ତି, ତାହା ସହିତ ବିଷ୍ଣୁ ଅବତରରେ କଣ କଣ ସବୁ କରିଥିଲେ ସେ ବିଷୟରେ ମଧ୍ୟ ଗୀତ ମାଧ୍ୟମରେ କହିବାକୁ ଲାଗିଛନ୍ତି ବୃଦ୍ଧ ଜଣଙ୍କ | ଆଉ ଗୀତ ଗାଉ ଗାଉ କାନ୍ଦି ମଧ୍ୟ ପକାଇଛନ୍ତି ଓ ତାହା ସହିତ ନିଜର ମନ ଭିତରେ ଥିବା ଭକ୍ତି ଭାବକୁ ପ୍ରକାଶ କରିଛନ୍ତି |
ତେବେ ବୃଦ୍ଧ ଜଣଙ୍କ ଗୀତ ଗାଇବା ସହିତ ଜଗତରେ ସମସ୍ତଙ୍କ ର ମଙ୍ଗଳ କରିବା ପାଇଁ ମଧ୍ୟ କହିଛନ୍ତି ଆଉ ଜଗନ୍ନାଥ ଙ୍କର କରୁଣା ବର୍ଷା ଙ୍କୁ ଆମ ଉପରେ ଅଜାଡି ଦେବା କଥା ମଧ୍ୟ ସୁନ୍ଦର ସ୍ୱର ରେ ଗାଇବା ର ଦେଖିବାକୁ ମିଳିଛି ବୃଦ୍ଧ ଜଣଙ୍କ ମୁହଁ ରୁ | ଆଉ ଏହି ଭଳି ଭଜନ ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।