ଦେଖନ୍ତୁ Shocking ଭିଡ଼ିଓ -ଆମେ ବାପା ମା’ଦୁନିଆ ଦେଖିପାରିଲୁନି, ଆପଣମାନେ ଚାହିଁଲେ ଝିଅ ଆଖିରେ ଦୁନିଆ ଦେଖିବୁ” ଏହି ବାପା ମା ଙ୍କ କଥା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…ସେୟାର କରି ସମସ୍ତଙ୍କୁ ଜାଣନ୍ତୁ

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବବ | ତେବେ ବର୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଖିରୁ ପାଣି ଆସିଯିବ | ଛୋଟ ଛୁଆଟିର ଦୁଃଖ ଭରା କାହାଣୀ ଆପଣଙ୍କ ଆଖିରେ ମଧ୍ୟ ପାଣି ଆଣିଦେବ ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାପା ଦୁଇଜଣ ଅନ୍ଧ ଥିବା ବେଳେ ବର୍ତ୍ତମାନ କୁନି ଝିଅ ଟେ ଉପରେ ଦାଉ ସାଜିଛନ୍ତି ଭଗବାନ, ଆଉ ପିଲା ଟି କ୍ୟାନ୍ସର ଭଳି ରୋଗରେ ଆକ୍ରାନ୍ତ ହୋଇ ଆଖି ନଷ୍ଟ କରିବା କଥା ମଧ୍ୟ କୁହାଯାଇଛି | ଆଉ ଯେଉଁଠି ଓଡିଶା ବାସୀ ଙ୍କୁ ସାହାଯ୍ୟ କରିବା ପାଇଁ କହିବା ସହିତ ସରକାର ଙ୍କୁ ମଧ୍ୟ ସାହାଯ୍ୟ ଲୋଡିଛନ୍ତି ସେମାନେ |
ସତରେ ଭଗବାନ ଙ୍କ ସୃଷ୍ଟି ରେ ଭଗବାନ ଏଭଳି କିଛି ଲୋକ ଙ୍କୁ ଆମ ସାମ୍ନା କୁ ଆଣିଥାନ୍ତି ଯେଉଁ ମାନଙ୍କୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଜୋକେଇ ହୋଇ ଆସିବ | ତେବେ ଏଠାରେ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଛି ଅଶୋକ ନାୟକ ନାମକ ଜଣେ ଲୋକ ରୁହନ୍ତି ଆଉ ଯିଏ କି ଜଣେ ଅନ୍ଧ ବ୍ୟକ୍ତି | ଆଉ ତାଙ୍କର ସ୍ତ୍ରୀ ମଧ୍ୟ ଜଣେ ଅନ୍ଧୁଣି ଅଟନ୍ତୁ | ଆଉ ଅନ୍ଧ ବାପା ମା ଙ୍କର ଯିଏ ଆଶାର ସାହା ହେବ ବୋଲି ଭାବିଥିଲେ ବାପା ମା ସିଏ ମଧ୍ୟ ଏବେ ରୋଗରେ ପଡିଛି ଆଉ ଗୋଟିଏ ଆଖି ହରେଇ ସାରିଛି ବୋଲି କୁହାଯାଉଛି |

ତେବେ ସ୍ୱାମୀ ଜଣଙ୍କ ଯେତେବେଳେ 6 ବର୍ଷର ହୋଇଥିଲେ ସେତେବେଳେ ତାଙ୍କୁ ଚିକେନ ପକ୍ସ ହୋଇଥିଲା | ଆଉ ସେଥିରେ ସେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ | ଆଉ ତାଙ୍କର ସ୍ତ୍ରୀ ଜଣଙ୍କ ମଧ୍ୟ 7 ବର୍ଷ ର ହୋଇଥିବା ବେଳେ ଜଣ୍ଡିସ ହେବା କାରଣ ରୁ ତାଙ୍କର ଆଖି ହରାଇଥିଲେ | ଆଉ ଭାବିଥିଲେ ଝିଅ ର ଆଖିରେ ଦୁନିଆ ଦେଖିଲେ କିନ୍ତୁ ଯେତେବେଳେ ଝିଅ 6 ମାସ ର ହୋଇଥିଲା ସେତେବେଳେ ପଡିଯାଇଥିଲା ସିମେଣ୍ଟ ଚଟାଣ ରେ ଝିଅ ର ମୁଣ୍ଡ ବାଡେଇ ଯିବା ଫଳରେ ଗୋଟିଏ ଆଖି ନଷ୍ଟ ହୋଇ ଯାଇଛି |

ତାହା ଛଡା ଦିଲ୍ଲୀ ରେ ହସ୍ପିଟାଲ ଇ ଦେଖାଇବା ପରେ ଝିଅର ଆଖି କ୍ୟାନ୍ସର ହୋଇଛି ଆଉ ଯାହାକୁ ଭଲ କରିବା ପାଇଁ 10-15 ଲକ୍ଷ ଟଙ୍କା ଲାଗିବ ବୋଲି ଡାକ୍ତର କହିଛନ୍ତି | ଆଉ ଏହି ଅନ୍ଧ ବାପା ମା ବର୍ତ୍ତମାନ ଝିଅ ଟିର ଆଖି ଫେରି ପାଇବା ପାଇଁ ଓଡିଶା ବାସୀ ଙ୍କୁ ସାହାଯ୍ୟ ମାଗିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି କି ସେମାନଙ୍କର ପାଇଁ ଖଣ୍ଡିଏ ବାସସ୍ଥାନ ଯୋଗାଇ ଦେବା ସହିତ ଝିଅ ଏ ଆଖି ଫେରି ପାଇବା ପାଇଁ ସାହାଯ୍ୟ କରିବା ପାଇଁ | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave a Comment