Odisha News Portal

ଭାଇରାଲ ଭିଡିଓ – ନିଛାଟିଆ ଜଙ୍ଗଲ ରେ ଚାଲିଥିଲା ପ୍ରେମଲୀଳା , ହଟାତ୍ କିଛି ଲୋକ ଆସି ତାଙ୍କୁ ଧରିଲେ ଏମିତି ଅବସ୍ଥାରେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି….

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି ।

ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ । କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି।

ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି । ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପରକୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି।

ନିକଟରେ ସୋସିଆଲ ମିଡ଼ିଆରେ ଏକ ଅତ୍ୟାଧୁନିକ ପ୍ରେମୀ ଯୁଗଳଙ୍କ ରାହାସଲୀଳା ଭାଇରଲ ହେବାରେ ଲାଗିଛି । ସୂଚନାଯୋଗ୍ୟ , ଏକ ନିଛାଟିଆ ଜଙ୍ଗଲର ଏକ ପାର୍ଶ୍ୱରେ ଜଣେ ଯୁବତୀ ଜଣେ 40 ବର୍ଷର ଯୁବକଙ୍କ ସହ ପ୍ରେମଲୀଳାରେ ଲିପ୍ତ ଥିବାର । କିନ୍ତୁ ସେମାନେ ଭୁଲି ଯାଇଥିଲେ କି ସେ ଜଙ୍ଗଲଟି ଏକ ସର୍ବସାଧାରଣ ସ୍ଥାନ ଅଟେ , ସେଥି୍ପାଇଁ ନିଜର ପ୍ରେମାନନ୍ଦରେ ଭରି ରହିଥିଲେ ଉଭୟ ଯୁବକ ଏବଂ ଯୁବତୀ । କିନ୍ତୁ ସେମାନଙ୍କର ଏପରି କାରନାମାକୁ ଦେଖି ସେଠାକାର କିଛି ବ୍ୟକ୍ତି ସେହି ପ୍ରେମୀ ଯୁଗଳଙ୍କୁ ଠାବ କରିଥିଲେ ଏବଂ ସେମାନଙ୍କର ଭିଡ଼ିଓ ବନେଇଥିଲେ ଯାହା କି ଏବେ ସୋସିାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଜଣାଯାଇଛି ଯେ , ସେହି ପ୍ରେମୀ ଯୁଗଳଙ୍କର ଭିଡ଼ିଓ କରିଥିବା ବ୍ୟକ୍ତିମାନେ ସେମାନଙ୍କୁ ନିଜର ଘରର ଠିକଣା ମାଗିବା ସହ ଉଭୟଙ୍କ ଫୋଟ ଉଠେଇ ତାହାକୁ ଉଭୟଙ୍କର ବାପା – ମାଁଙ୍କ ପାଖକୁ ପଠେଇବାର ଧମକ ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ତାଙ୍କୁ ବିଭିନ୍ନ ପ୍ରକାରର ଅଶୀଳ ଭାଷାରେ ମଧ୍ୟ ଗାଳିଗୁଲଜ ଦେଉଛନ୍ତି ।

 


ଏହି ଭିଡ଼ିଓଟିରେ ଜଣାଯାଇଛି ଯେ ସେହି ପ୍ରେମୀ ଯୁଗଳଙ୍କର ଭିଡ଼ିଓ କରୁଥିବା ବ୍ୟକ୍ତି ମାନେ ସେମାନଙ୍କର ଏପରି ବ୍ୟବହାର ପାଇଁ ସେମାନଙ୍କୁ ଏକ ସଜା ଦେବାକୁ ଯୋଜନା କରିଛନ୍ତି ଏବଂ ବାରମ୍ବାର ଉଭୟଙ୍କର ପରିବାର ଲୋକଙ୍କୁ ଡାକିବାକୁ କହିଛନ୍ତି । ଏହା ଦେଖି ସେଥିରେ ସମ୍ପୁର୍କ୍ତ ଥିବା ଯୁବତୀ ଜଣଙ୍କ ବହୁତ ଭାଙ୍ଗି ଯାଇ ସେମାନଂକୁ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କରୁଛନ୍ତି ।

ଶେଷରେ ଲୋକମାନେ ସେହି ଯୁବକକୁ ସେହି ଝିଅଟୀକୁ ସିନ୍ଦୁର ଦେବାକୁ କହିଛନ୍ତି ଏବଂ ତାକୁ କେବେହେଲେ ନଠକେଇବାକୁ କହିଛନ୍ତି । ସେମାନଙ୍କ କହିବା ଅନୁସାରେ ଏପରି କରିବା ଦ୍ବାରା ଆଗାମୀ ପିଢୀର ଯୁବ ଯୁବତୀ ମାନେ ଆଉ ଏହିପରି କାର୍ଯ୍ୟ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଆଉ ଏପରି ଭୁଲ କାମ କରିବାକୁ କେବେ ହେଲେ ସାହସ କରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।