Exclusive : କାମ କରିବାକୁ ସ୍ୱାମୀ ବାହାରିଗଲେ ,ଘର ଭିତରେ ପଶୁଥିଲେ ସରପଞ୍ଚ ..ଆଉ ସ୍ତ୍ରୀ ସହ ରଖୁଥିଲେ ଶାରୀରିକ ସମ୍ପର୍କ… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ଭଲ ପାଇ ବିବାହ କରିଥିଲେ ହେଲେ ଏବେ ସେହି ଭଲ ପାଇ ବିବାହ କରିବା ସ୍ୱାମୀ ଙ୍କୁ ମହଙ୍ଗା ପଡିଲା | କିଏ ଜାଣିଥିଲା ଯାହାକୁ ସିଏ ନିଜର ପ୍ରାଣ ଠୁ ଅଧିକ ଭଲ ପାଉଥିଲା ସେ ହିଁ ତାହାର ଜୀବନ ନେଇଯିବ ବୋଲି ସିଏ ବି ପରପୁରୁଷ ଙ୍କ ପାଇଁ | ହଁ ଦର୍ଶକ ବନ୍ଧୁ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି | ଯେଉଁ ଥିରେ ଦେଖା ଯାଇଛି ସ୍ତ୍ରୀ ଜଣଙ୍କ ତାଙ୍କ ସ୍ୱାମୀ ଙ୍କୁ ପରପୁରୁଷ ସହିତ ମିଶିକରି ମାରିଦେଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଦର୍ଶକ ବନ୍ଧୁ ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରିବାରୁ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହେବା ସହିତ ଗ୍ରାମବାସୀ ମାନେ ଉତ୍ତକ୍ତ ହେଇ ମୃତ ଯୁବକ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି | ତେବେ ମିଳିଥିବା ସୂଚନା ଅନୁଯାୟୀ ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ | ସୂଚନା ଜମ୍ବୁ ଗାଁ ର ରାମକୃଷ୍ଣ ମଣ୍ଡଳ ନାମକ ଜଣେ ଯୁବକ ମନି କରଙ୍କ ଝିଅ ଝିଙ୍କିଙ୍କୁ 6 ବର୍ଷ ପୂର୍ଵ ରୁ ପ୍ରେମ ବିବାହ କରିଥିଲେ | ଏମାନଙ୍କର ଦୁଇଟି ପିଲା ଅଛନ୍ତି ତେବେ ପିଲାମାନେ ଯେତେବେଳେ ସ୍କୁଲ କୁ ଚାଲି ଯାଉଥିଲେ ଓ ତାଙ୍କ ସ୍ୱାମୀ ରାମକୃଷ୍ଣ ମଧ୍ୟ କାମରେ ବହାରକୁ ଚାଲିଯାଉଥିଲେ |

ତେବେ ସେତେବେଳେ ଝିଙ୍କି ଫୋନରେ ଅନ୍ୟ ପୁରୁଷ ବନ୍ଧୁଙ୍କୁ ସହ ବହୁ ସମୟରେ କଥା ହେଉଥିଲେ ଓ ତାଙ୍କୁ ଘରକୁ ଡାକି ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ |ତେବେ ସ୍ତ୍ରୀଙ୍କ ଏପରି ବ୍ୟବହାରକୁ ନେଇ ସ୍ବାମୀଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା | ଏହାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମନାନ୍ତର ଯୋଗୁ ଅନେକ ସମୟରେ ବିବାଦ ଲାଗି ରହୁଥିଲା | ଖାଲି ଏତିକି ରେ ସ୍ତ୍ରୀ ମନ ଭରି ନଥିଲା ସେ ସେହି ଗ୍ରାମର ସରପଞ୍ଚ ଙ୍କ ସହିତ ବହୁତ ଥର ଶାରୀରିକ ସମ୍ପର୍କ ରଖିବା ସହିତ | ବାପା ଘରକୁ ଯିବି କହି ସରପଞ୍ଚ ଙ୍କ ସହିତ ବାହାରେ ଦିନ କାଟୁଥିଲା ସ୍ତ୍ରୀ |

ତେବେ ଦୁଇଦିନ ପୂର୍ବରୁ ସ୍ବାମୀ ରାମକୃଷ୍ଣଙ୍କୁ ଶ୍ୱଶୁରଘର ଲୋକମାନେ ମାରି ପାଟିରେ ବିଷ ପିଆଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଷଡ଼ଯନ୍ତ୍ର କରିଥିବା ନେଇ ମୃତକଙ୍କ ବାପା, ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ତେବେ ବୋହୂଙ୍କ ଭାଇମାନେ ମୋ ପୁଅକୁ ହତ୍ୟା କରି କେଉଁ ଆଡ଼େ ଫେରାର ଅଛନ୍ତି ବୋଲି ଲିଖିତ ଅଭିଯୋଗରେ ଉଲ୍ଲେଖ ରହିଛି | ରାମକୃଷ୍ଣଙ୍କ ଘରକୁ ନ ଜଣାଇ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ବୋହୂଙ୍କ ପରିବାର ଲୋକ ନେଇଥିବା ରାମକୃଷ୍ଣ ଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି | ଏହି ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ପ୍ରଶାସନ ପକ୍ଷ ରୁ ସୂଚନା ମିଳିଛି |ଯାହା ଏବେ ଭାଇରାଲ ହେବାରେ ଲାଗିଛି |

Leave a Comment