Odisha News Portal

ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଟିମ ରହୁଥିବା ହୋଟେଲ ପାଖରେ ଘଟିଲା ବିମାନ ଦୁର୍ଘଟଣା । ଆଉ ତାପରେ କଣ ଘଟିଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ….

ତେବେ ବର୍ତ୍ତମାନର ସବୁଠୁ ବଡ ଖବର । ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଟିମ ରହୁଥିବା ହୋଟେଲ ପାଖରେ ଘଟିଲା ବିମାନ ଦୁର୍ଘଟଣା । ଆଉ ତାପରେ କଣ ଘଟିଲା, କ୍ରିକେଟ ଖେଳାଳୀ ମାନେ କଣ କରିଥିଲେ , ସେମାନଙ୍କର କୌଣସି କ୍ଷତି ହୋଇଛି କି ନାହିଁ ତାହା ଜାଣିବା ପାଇଁ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ପଢନ୍ତୁ । ତେବେ ଭାରତୀୟ କ୍ରିକେଟ ଦଳର ତିନି-ତିନୋଟି ଦିନିକିଆ ମ୍ୟାଚ ଏବଂ t-20 ମ୍ୟାଚ , ଚାରୋଟି ଟେଷ୍ଟ ଶୃଙ୍ଖଳା ଖେଳିବା ପାଇଁ ଅଷ୍ଟ୍ରେଲିଆ ପହଞ୍ଚିଛନ୍ତି । ଆଉ ଯେହେତୁ ବର୍ତ୍ତମାନ ମହାମାରୀ କୋରନା ଚାଲିଛି ତେଣୁ ଟିମ ଇଣ୍ଡିଆ ବର୍ତ୍ତମାନ ସିଡ଼ନୀର ଅଲମ୍ପିକ ପାର୍କ ହୋଟେଲ ରେ କ୍ୱାରେନଟାଇନ ରହିଛନ୍ତି ।

ତେବେ ଗତ ଶନିବାର ଦିନ କ୍ରୋମର ପାର୍କରେ ଖେଳାଳିଙ୍କ ହୋଟେଲ ଠାରୁ ପ୍ରାୟ 30 କିଲୋମିଟର ଦୂରରେ ଏକ ବିମାନ କ୍ରାସ କରି ଯାଇଛି । ପ୍ଲେନ ଟି ମୈଦାନରେ ପଡିଥିଲା ଏବଂ ଖେଳାଳି ମାନେ ମୈଦାନ ରୁ ଦୌଡ଼ି ପଳାଇ ଯାଇ ନିଜର ଜୀବନ ବଞ୍ଚାଇ ଥିଲେ ।

ତେବେ ଯେଉଁ ସମୟରେ ଏହି ବିମାନ ଦୁର୍ଘଟଣାଟି ହୋଇ ମୈଦାନ ଆଡକୁ ଆସି ଥିଲା ସେତେବେଳେ ଫୁଟବଲ ଏବଂ କ୍ରିକେଟ ଖେଳାଳି ମାନେ ମୈଦାନରେ ଅଭ୍ୟାସ କରୁ ଥିଲେ । ଆଉ ଯେତେବେଳେ ସେମାନେ ଦେଖିଲେ ବିମାନ ଟି ସେମାନଙ୍କ ଆଡକୁ ମାଡି ଆସୁଛି ସେତେବେଳେ ସେମାନେ ନିଜର ଜୀବନ ବଞ୍ଚାଇବା ପାଇଁ ସେଠାରୁ ଦୌଡ଼ିବା ଆରମ୍ଭ କରି ଦେଇଥିଲେ । ଷ୍ଟଫ ଡ଼ଟ ଙ୍କୁ ଡ଼ଟ ଏଞ୍ଜେଡ଼ କ୍ରୋମର କ୍ରିକେଟ କ୍ଲବର ସିନିୟର ଭାଇସ ପ୍ରସିଡେଣ୍ଟ ଗ୍ରେଗ ରୋଲିନ୍ସ କହିଥିଲେ କି, ପଡ଼ିଆରେ ବା ମୈଦାନରେ ଯେଉଁ ପ୍ଲେଏର ମାନେ ଥିଲେ ସେ ତାଙ୍କ ଉପରେ ଚିଲାଇ କହି ଥିଲେ ଯେ, ପଡ଼ିଆରୁ ସମସ୍ତେ ଦୌଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯାଅ ।

ଚେବେ ସ୍କଟ ମେନିଙ୍ଗ ଙ୍କ ପିତା ଏବଂ ପ୍ରେମିକା ସେଡ଼ରେ ଥିଲେ । ଆଉ ସେ 9 ଟି ନେଟୱର୍କ କୁ କହି ଥିଲେ ଯେ, ମୁଁ ଚିତ୍କାର କରି ଦୌଡ଼ି ଥିଲି ଏବଂ ସେ ପାଇଲଟ ଜଣକ କୌଣସି ପରିସ୍ଥିତିରେ ଉପରକୁ ଆସି ଥିଲେ । ତେବେ ଏଥିରୁ 12 ଜଣ ଲୋକ ବାହାରକୁ ଆସିଥିଲେ ।

ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି , ବିମାନଟି ଫ୍ଲାଇଙ୍ଗ ସ୍କୁଲ ର ଥିଲା ଏବଂ ସେହି ବିମାନ ଟିର ଇଞ୍ଜିନରେ କୌଣସି ପ୍ରକାର ସମସ୍ୟା ହୋଇ ଥିବା କାରଣରୁ ବା ଖରାପ ଯୋଗୁଁ ଏହି କ୍ରାସଟି ହୋଇ ଥିଲା । ତେବେ ସବୁଠାରୁ ବଡ କଥା ହେଉଛି କି ଏହି ବିମାନ ଦୁର୍ଘଟଣାରେ କେବଳ ଦୁଇଜଣ ଲୋକ ଆଘାତ ହୋଇଛନ୍ତି ଏବଂ ଅନ୍ୟମାନେ ସମସ୍ତେ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି । ଏହା ସହିତ ଭାରତୀୟ ଖେଳାଳି ମାନେ ମଧ୍ୟ ସଂମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।