Odisha News Portal

ପରିସ୍ରା କରିବା ସମୟରେ ଏହି ଭୁଲ କରନ୍ତୁ ନାହିଁ , ନହେଲେ ପୁରା ଜୀବନ ସାରା ପସ୍ତେଇବେ…..

ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ପରିସ୍ରା କରିବା ସମୟରେ କେଉଁ ଭୁଲ କରିବା ଦ୍ୱାରା ଆମର ଶରୀର ଖରାପ ହୋଇଯାଏ । ପରିସ୍ତା ଆମ ଦିନ ଚର୍ଯ୍ୟାର ଏକ ପାର୍ଟ ଅଟେ , ସମସ୍ତେ ସକାଳୁ ଉଠିବା ପରେ ଦିନ ଚର୍ଯ୍ୟାରୁ ନିବୃତ୍ତ ହୋଇଯିବା ଦରକାର । ମାତ୍ର ଆଜିକା ସମୟର ବ୍ୟସ୍ତତା ଜୀବନ ମଧ୍ୟରେ ଏହି ଲୋକମାନେ ଏହି କଥାକୁ ଧ୍ୟାନ ଦିଅନ୍ତି ନାହିଁ । ସେମାନଙ୍କୁ ଏହାର ଦୁଃ ପ୍ରଭାବର ଟିକେ ହେଲେ ମଧ୍ୟ ଆନ୍ଦାଜା ନାହିଁ । ଯଦି ଆମେ ସକାଳେ ହିଁ ଆମର ସମସ୍ତ ନିତ୍ୟକ୍ରମ ସାରି ଦେବା ତେବେ ଏହା ଆମ ମାନଙ୍କ ପାଇଁ ବହୁତ ହିଁ ଭଲ ରହିବ । କାରଣ ଏହି ପଦାର୍ଥ ଆମ ଶରୀରକୁ ବହୁତ ହିଁ କ୍ଷତି ପହଞ୍ଚାଇ ପାରନ୍ତି ।

ପରିସ୍ତା ରୋକିବା ଆମ ମାନଙ୍କ ମଧ୍ୟରୁ କେତେଜଣ ଲୋକଙ୍କ ଅଭ୍ୟାସ ବନିଯାଇଛି । ପରିସ୍ରା ରୋକିବା ଏବଂ ଭିଲରେ କରିବା ଦ୍ୱାରା ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା କି ପରିସ୍ତା କଣ୍ଟ୍ରୋଲ କରି ରଖିବା ଦ୍ୱାରା ଆମ ଶରୀରରେ କଣ ସମସ୍ତ କ୍ଷତି ହୋଇଥାଏ ।


1–ଅଧିକାଁଶ ଲୋକଙ୍କ ଏହା ଅଭ୍ୟାସ ହୋଇଯାଇଛି କି ଯେବେବି ସେମାନଙ୍କୁ ପରିସ୍ରା ଲାଗିଥାଏ ଚ ସେମାନେ କିଛି ସମୟ ପର୍ଯ୍ୟନ୍ତ ସେମିତି ରହିଯାଆନ୍ତି । ଯେତେବେଳେ କଣ୍ଟ୍ରୋଲ ବାହାର ହୋଇଯାଏ ସେହି ସମୟରେ ହିଁ ସେମାନେ ପରିସ୍ତା କରିଥାନ୍ତି । ମାତ୍ର ଏହା ବହୁତ ଖରାପ ଅଟେ , ଏମିତି କରିବା ଦ୍ୱାରା ଆପଣଙ୍କର ବ୍ଲେଡର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଏହା ସହ ଏମିତି ଲଗାତାର କରିବା ଦ୍ୱାରା ଆପଣଙ୍କର କିଡନି ମଧ୍ୟ ଖରାପ ହୋଇପାରେ ।

2– ପାଣି ଆମ ଶରୀର ପାଇଁ ବହୁତ ଦରକାରୀ ହୋଇଥାଏ , ପାଣି ବିନା ମନୁଷ୍ୟ ଏବଂ ଜୀବଜନ୍ତୁ ବଞ୍ଚି ପାରିବେ ନାହିଁ । ତେଣୁ ଆମକୁ ଦିନରେ 10 ରୁ 15 ଗ୍ଲାସ ପାଣି ପିଇବା ଦରକାର । ଯଦି ଆପଣ ମାନେ କମ ପାଣି ପିଉଛନ୍ତି ତେବେ ଏହା ମଧ୍ୟ ଆପଣଙ୍କର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ଯେତେବେଳେ ଆପଣ ମାନେ ପର୍ଯ୍ୟପ୍ତ ପରିମାଣରେ ପାଣି ପିଇଥାନ୍ତି ସେହି ସମୟରେ ଆପଣଙ୍କର ଶରୀରୁ ଭୀଷଣୀୟ ପଦାର୍ଥ ବାହାରକୁ ବାହାରିଥାଏ । ଯଦି କମ ପାଣଇ ପିଇବେ ତେବେ ପରିସ୍ତାର ରଙ୍ଗ ହଳଦିଆ ହୋଇଯିବ । ସେଥିପାଇଁ ଆପଣ ମାନେ ସର୍ବଦା ଅଧିକ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ।


3–ଯଦି ଆପଣ ମାନେ ଟାଇଟ କପଡା ପିନ୍ଧି ଅଧିକ ସମୟ ପରିସ୍ତାକୁ ରଖିବେ ତେବେ ଏହା ଦ୍ୱାରା ଆପଣଙ୍କର ବ୍ଲେଡର ଉପରେ ପ୍ରଭାବ ପଡିଥାଏ । ଏହା ଦ୍ୱାରା ଆପଣଙ୍କର ବ୍ଲେଡରକୁ ସ୍ପ୍ରେଡ ହେବା ପାଇଁ ପର୍ଯ୍ୟପ୍ତ ଜାଗା ମିଳେନାହିଁ । ଯାହା ଦ୍ୱାରା କି ଶରୀରକୁ କ୍ଷତି ପହଞ୍ଚିଥାଏ । ସେଥିପାଇଁ ଆପଣ ମାନେ ଏଧିକ ଟାଇଟ କପଡା ବ୍ୟବହାର କରିବେ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।