ଆଜିକାଲି ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନଙ୍କ ଭିତରେ ଧୀରେ ଧୀରେ ପ୍ରେମ ସମ୍ପର୍କ ନିବିଡ଼ ହୋଇ ଯାଇଥାଏ। ଏହା ପରେ ସେମାନଙ୍କ ଭିତରେ ଶାରୀରିକ ସମ୍ପର୍କ ହୋଇ ଓ ପରେ ପାଠ ସୃଷ୍ଟି ହୋଇଥାଏ। ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ବି ଅସମାଜିକ କାର୍ଯ୍ୟ ଦେଖିବା ପାଇଁ ମିଳିଥାଏ। ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ବି ଅସମାଜିକ କାର୍ଯ୍ୟ ଦେଖିବା ପାଇଁ ମିଳିଥାଏ। ସମାଜର ଲୋକ ମାନଙ୍କ ଶାରୀରିକ ମାନସିକ ଲାଳସା ସେମାନଙ୍କୁ ଧୀରେ ଧୀରେ ଅନ୍ଧ କରି ଦେଉଛି। ଯାହା ଫଳରେ କି ସେମାନେ ଅସଭ୍ୟ କାର୍ଯ୍ୟ କରୁଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଯୁବକ ଜଣେ ଯୁବତୀଙ୍କ ସହିତ ଟେଲିଗ୍ରାମରୁ କଥାବାର୍ତ୍ତା ଆରମ୍ଭ କରି ଶାରୀରିକ ସମ୍ପର୍କ ରଖି ପରେ ଧୋକା ଦେଇଥିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଜଣେ ଯୁବତୀ ରାଜଧାନୀ ଭୁବନେଶ୍ବର ଏମ୍ସରେ ଜଣେ ଗେଷ୍ଟ ଫ୍ୟାକଲ୍ଟି ହିସାବରେ କାର୍ଯ୍ୟ କରନ୍ତି। କିନ୍ତୁ ଯୁବତୀ ଜଣଙ୍କ ଆଗରୁ ବିବାହିତ ହୋଇଥିଲେ କିନ୍ତୁ ବିବାହର ବିଚ୍ଛେଦ ହୋଇ ସାରିଥିଲା ଓ ଯୁବତୀ ଜଣଙ୍କ ଏକା ଏକା ଜୀବନ ବିତାଉଥିଲେ। ଠିକ ସେହି ସମୟରେ ଅଙ୍କିତ ଅଗ୍ରୱାଲ ନାମକ ଜଣେ ଯୁବକ ଯୁବତୀଙ୍କ ସହିତ ଦେଖା ସାକ୍ଷାତ ହୋଇଥିଲା। ଯୁବକ ଜଣଙ୍କ ଜଣେ ବ୍ୟବସାୟୀ ଅଟନ୍ତି ଓ ସେ ଭୁବନେଶ୍ୱରର ଖଣ୍ଡିଗିରି ଠାରେ ରୁହନ୍ତି। ଯୁବକ ଜଣଙ୍କ ପ୍ରଥମେ ଯୁବତୀଙ୍କ ସହିତ ଟେଲିଗ୍ରାମରେ କଥାବାର୍ତ୍ତା ହୋଇଥିଲେ ଓ ପରେ ତାଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇ ଦେଇଥିଲେ ଓ ଯୁବତୀ ମଧ୍ୟ ତାଙ୍କ ପ୍ରେମରେ ଅନ୍ଧ ହୋଇ ତାଙ୍କୁ ଭଲ ପାଇ ବସିଲେ।
ତେବେ ତାଙ୍କ ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ ଯୁବକ ଯୁବତୀଙ୍କ ବିବାହର ପ୍ରତିଶୃତି ଦେଇଥିଲେ। ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ। ଏହା ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ଯୁବକ ତାଙ୍କୁ ଧୋକା ଦେଇଥିଲେ ଓ ଯୁବକଙ୍କ ମାଆ ଓ ଭଉଣୀ ମିଶି ଯୁବତୀଙ୍କ ଛୁଆକୁ ମଧ୍ୟ ନଷ୍ଟ କରି ଦେଇଥିଲେ। ତେବେ ଯୁବତୀଙ୍କ ଛୁଆକୁ ନଷ୍ଟ କରିବା ପରେ ତାଙ୍କର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲା। କିନ୍ତୁ ଯୁବତୀ ଏହି ବାବଦରେ ଯୁବତୀ ଯୁବକଙ୍କୁ ଯେତେ କହିଲେ ସୁଦ୍ଧା ସେ ଶୁଣୁ ନଥିଲେ। ଶେଷରେ ମହିଳା ଜଣଙ୍କ ବାଧ୍ୟ ହୋଇ ଖଣ୍ଡଗିରି ଥାନାରେ ପୋଲିସ କମିଶନରଙ୍କ ଦ୍ୱାରସ୍ତ ହୋଇଥିଲେ। ଯୁବତୀ ଜଣଙ୍କ କହିଛନ୍ତି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ଓ ଯୁବତୀଙ୍କୁ ନ୍ୟାୟ ଦିଆଯାଉ ବୋଲି କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।