ଦହିବରା ବନେଇ ଶାଶୁ ଘର ଲୋକ ଙ୍କୁ ଖୁଆଇଲେ ଅଭିନେତ୍ରୀ ଅର୍ଚ୍ଚିତା ( Archita )… ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ଖୁସି ହୋଇଯାଉ | ତେବେ ଅନେକ ପ୍ରକାରର ଏକ୍ଟର ମାନଙ୍କ ବିଷୟରେ ମଧ୍ୟ ସୋସିଆଲ ମିଡିଆରେ ଜାଣିବାକୁ ମିଳିଥାଏ | ତେବେ ଆଜି ସେହିଭଳି ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଅଲିଉଡ ର ଜଣେ ବେଶ ଜଣା ଶୁଣା ଅଭିନେତ୍ରୀ ଚୁଲବୁଲି ନାୟିକା ଅର୍ଚିତା ଙ୍କ ବିଷୟରେ ଦେଖିବାକୁ ମିଳିଛି | ଆଉ ଯେଉଁଠି ଅର୍ଚ୍ଚିତା ନିଜ ହାତରେ ଦହି ବରା ବଣାଇଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ସମସ୍ତେ ଜାଣିଛୁ କି ନିଜର ଅଭିନୟ ର ଯାଦୁ ରେ ସବୁବେଳେ ଲୋକ ମାନଙ୍କୁ ଏଣ୍ଟେଟେନମେଣ୍ଟ କରିବାରେ ଲାଗିଛନ୍ତି ସେହି ଚୁଲବୁଲି ନାୟିକା ଅର୍ଚ୍ଚିତା | ଆଉ ଯାହାଙ୍କର ଅଭିନୟ ଏତେ ମଧୁର କି ଓଡ଼ିଶାର ଘରେ ଘରେ ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ବନାଇ ପାରିଛନ୍ତି ସେ | ଆଉ ଯାହା କୁହାଯାଉଛି କି ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କ ହୃଦୟରେ ଜାଗା ବନେଇଥିବା ଅର୍ଚ୍ଚିତା ବିବାହ କରିଛନ୍ତି ଓଲିଉଡ଼ ର ହେଣ୍ଡସନ ହିରୋ ସବ୍ୟସାଚୀ କୁ | ଆଉ ଯାହା ଜଣା ପଡିଛି କି ଶାଶୂ ଘରେ ଅର୍ଚ୍ଚିତା ମଧ୍ୟ ବେଶ ଖୁସିରେ ଅଛନ୍ତି |

ତେବେ ଖାଲି ଅଭିନୟ ର ଯାଦୁ ଯେ ଅର୍ଚ୍ଚିତା ଙ୍କ ପାଖରେ ରହିଛି ତାହା ନୁହଁ | ଅଭିନୟ ସହିତ ନିଜର ପରିବାର ପ୍ରତି ମଧ୍ୟ ବିଶେଷ ଭାବରେ ଧ୍ୟାନ ଦେଉଥିବାର ଦେଖିବାକୁ ମିଳିଛି ଅର୍ଚ୍ଚିତା ଙ୍କୁ | ଆଉ ନିଜ ହାତରେ ତାଙ୍କର ଶାଶୂ ଘର ଲୋକଙ୍କ ପାଇଁକି ମଧ୍ୟ ବିଭିନ୍ନ ପ୍ରକାରର ଖାଇବା ପ୍ରସ୍ତୁତ କରି ଖାଇବା କୁ ଦେଉଥିବାର ଦେଖା ଯାଇଛି | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ସେଥିରେ ଅର୍ଚ୍ଚିତା ତାଙ୍କର ଶାଶୂ ଘର ଲୋକ ଙ୍କ ପାଇଁ ବନେଇବାକୁ ଲାଗିଛନ୍ତି ଦହି ବରା |

ଆଉ ଦହି ବରା ବନାଇବା ପରେ ସମସ୍ତଙ୍କ ପାଇଁ ସୁନ୍ଦର ଭାବରେ ପରସୁ ଥିବାର ମଧ୍ୟ ନଜର ଆସିଛନ୍ତି | ତାହା ବ୍ୟତୀତ ଦୀପାବଳି ଅବସରରେ ଦୀପାବଳି ରେ ଏନଜୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ତେବେ ଖାଲି ଅର୍ଚ୍ଚିତା ନୁହନ୍ତି ସବ୍ୟ ଙ୍କ ସହିତ ତାଙ୍କର ହଲ ଶାଶୂ ଘର ପରିବାର ମଧ୍ୟ ଇନଜୟ କରୁଛନ୍ତି ବୋଲି କୁହାଯାଇଛି | ଆଉ ଅର୍ଚ୍ଚିତା ଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment