ଚପଲ ମାଡ ଖାଇଲା ପରେ ବି ଷ୍ଟେଜ ଉପରେ ହଟ୍ ଡ୍ୟାନ୍ସ କରି ଚୁମା ଉଡ଼ାଇଲେ ଅଭିନେତ୍ରୀ ରାନୀ… ଦେଖନ୍ତୁ ଭିଡ଼ିଓ

ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ କାଳୀପୂଜା ଯାତ୍ରା ମଞ୍ଚରେ ଅଶ୍ଳୀଳ ଡ୍ୟାନ୍ସ କୁ ବିରୋଧ କରି ଜଣେ ମହିଳା ଚପଲ ଫିଙ୍ଗିଥିବା ଆପଣ ମାନେ ସମସ୍ତ ଜାଣିଛନ୍ତି | ତେବେ ଗୁରୁବାର ରାତିରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖାଯାଇଥିଲା | ଏକ ଯାତ୍ରା ମଞ୍ଚରେ ଆଲବମ ଜଗତର ଜଣେ ଅଭିନେତ୍ରୀ ତାଙ୍କର ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ବେଳେ ତାଙ୍କର ଡ୍ୟାନ୍ସ ଦେଖି ଶତାଧିକ ଦର୍ଶକ ଝୁମି ଚାଲିଥିବା ବେଳେ ଜଣେ ମହିଳା ନିଜର କ୍ରୋଧ ପ୍ରକାଶ କରି ମଞ୍ଚ ଉପରକୁ ଚପଲ ଫିଙ୍ଗିଦେଇଥିଲେ | ଏପରିକି ନାଚ ସରିବା ପରେ ସେ ମଞ୍ଚ ଉପରକୁ ଉଠିଯାଇ ବିରୋଧ କରିଥିବା ମଧ୍ୟ ଦେଖା ଯାଇଛି | ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି କି ରାଣୀ ପ୍ରିୟଦର୍ଶିନୀ ଯାତ୍ରା ଦୁନିଆରେ ପୁଣି ଥରେ ପାଦ ଦେଇ ଦର୍ଶକ ମାନଙ୍କର ମନରଞ୍ଜନ କରାଉଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ରାଣୀ ଙ୍କର ଡାନ୍ସ ଉପରେ ନଜର ପକାଇବା|

ତେବେ କଳାକାର ଜଣଙ୍କ ସମସ୍ତଙ୍କ ସମ୍ମୁଖରେ ଭୁଲ ମାଗିବାକୁ ସେ ଜିଦ ଧରିଥିଲେ ଏଥିପାଇଁ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଯାତ୍ରା ମଞ୍ଚସ୍ଥ ହେବାରେ ବାଧା ସୃଷ୍ଟି ହୋଇଥିଲା | ଯାତ୍ରା ପାର୍ଟିର ସେ କଳାକାର ହୋଇ ନ ଥିବା ଏବଂ କମିଟି ତାଙ୍କୁ ଆଣିଥିବାରୁ ଯାତ୍ରାପାର୍ଟିର କିଛି ଭୂମିକା ନାହିଁ ବୋଲି ଘୋଷଣା କରାଯାଇଥିଲା | କମିଟି ତରଫରୁ ଉକ୍ତ ମହିଳାଙ୍କୁ ବୁଝାଶୁଝା ପରେ ପୁଣି ଯାତ୍ରା ମଞ୍ଚସ୍ଥ ହୋଇଥିଲା ଜଣା ପଡିଛି | ଦର୍ଶକ ବନ୍ଧୁ ଏହି କିଛି ଦିନ ପୂର୍ବରୁ ବିବାଦ ଥିବା ଆଲବମ ଜଗତର କୁଇନ ବା ଯାହାକୁ ଲୋକେ ଆଇଟମ ଗାର୍ଲ ଭାବେ ଜାଣନ୍ତି | ସେ ତାଙ୍କର ବିବାଦ ପରେ ପୁଣି ଥରେ ଯାତ୍ରା ମଞ୍ଚକୁ ଫେରିବେ ବୋଲି କହିଛନ୍ତି |

ଆପଣ ମାନେ ସମସ୍ତେ ଜାଣିଥିବେ କି ଭଦ୍ରକ କାଳୀ ପୂଜା କମିଟି ଦ୍ୱାରା ଆୟୋଜିତ ଯାତ୍ରା ରେ ସେ ଯାତ୍ରା ପାର୍ଟି ତରଫରୁ ଆସିନଥିଲେ ବରଂ ତାଙ୍କୁ କମିଟି ଦ୍ୱାରା ଅଣାଯାଇଥିଲା ବୋଲି କୁହାଯାଇଛି | ତେବେ କାଳୀ ପୂଜା କମିଟି ରେ ଘଟିଥିବା ଘଟଣା ପାଇଁ ବିବାଦରେ ଥିବା ରାଣୀ ପ୍ରିୟଦର୍ଶିନୀ ପୁଣି ଥରେ ଫେରିଛନ୍ତି |ତେବେ ତାଙ୍କର ଏହି ବିବାଦୀୟ ଘଟଣା ପରେ ସେ ସୋସିଆଲ ମିଡିଆରେ ତାଙ୍କର ବୟାନ ରଖିଥିଲେ ଆଉ ତାହା ସତ ମଧ୍ୟ ହୋଇଛି | ଆଉ ରାଣୀ ପ୍ରିୟଦର୍ଶିନୀ ତାଙ୍କର ଡାନ୍ସ ର ଝଲକ ରେ ସମସ୍ତଙ୍କୁ ମତୁଆଳି କରୁଥିବାର ଦେଖିବାକୁ ମିଳିଛି |

ତେବେ ସମସ୍ତେ ଯାହା ଭାବୁଥିଲେ କି ଯେଉଁ ଭଳି ଭାବରେ ଡାନ୍ସ କୁ ନେଇକି ବିବାଦ ଜୋର ଧରିଥିଲା ତାହା ପରେ ରାଣୀ କେବେ ଷ୍ଟେଜ ରେ ନାଚିଲେ ବୋଲି | ଆଉ ଯାହା ପୂରଣ ହୋଇଛି ଆଉ ରାଣୀ ପ୍ରିୟଦର୍ଶିନୀ ପୁଣି ଥରେ ନିଜର ଡାନ୍ସ ରେ ଦିୱାନୀ ବନେଇଛନ୍ତି ସମସ୍ତଙ୍କୁ | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment