Odisha News Portal

TV ସୋ ସୋନପରି ବହୁତବର୍ଷ ପରେ ଏବେ ଦେଖାଯାଉଛନ୍ତି ବହୁତ Hot ଓ Bold

ଆଜି କାଲି ଯୁଗ ହେଉଛି ଇଣ୍ଟରନେଟ ଯୁଗ। ଆଜି କାଲି ପିଲା ମାନେ ଅଧିକ ସମୟ ମୋବାଇଲ୍ ରେ ବିତାଉ ଅଛନ୍ତି । ମୋବାଇଲ ରେ ବିଭିନ୍ନ ପ୍ରକାର ର ଗେମ୍ ଖେଳି ନିଜର ଟାଇମ୍ ସ୍ପେଣ୍ଡ କରୁଛନ୍ତି । ଆଉ ପିଲା ଅଧିକ କାର୍ଟୁନ୍ ସୋ ଦେଖିବା ପାଇଁ ପସନ୍ଦ କରୁଛନ୍ତି । କିନ୍ତୁ ଦିନ ଥିଲା ପିଲା ମାନେ ଶାକାଲାକା ବୁମ ବୁମ, ଶକ୍ତିମାନ, ସରାରତ, ଜୁନିଅର ଜି, କରିସ୍ମା କି କରିସ୍ମା ପରି ସୋ ଦେଖି ନିଜର ମନୋରଞ୍ଜନ କରୁଥିଲେ । ତେବେ ନବେ ଦଶକ ପିଲା ମାନଙ୍କ ପାଇଁ ଏହି ସୋ ଗୁଡିକ ପିଲା ମାନଙ୍କ ର ମନୋରଞ୍ଜନ ର ମାଧ୍ୟମ ଥିଲା।

ତେବେ ଏହି ଧାରାବାହିକ ରେ ଅଭିନୟ କରିଥିବା ପ୍ରମୁଖ କଳାକାର ମାନେ ଏବେ ବହୁତ୍ ବଡ଼ ହୋଇ ସାରିଛନ୍ତି । ଚାଇଲ୍ଡ ଆଟ୍ର୍ ଭାବେ ଏହି ମାନେ ନିଜର ପ୍ରତିଭା ଦେଖାଇ ଥିଲେ ଓ ଏବେ ସେମାନେ ବଡ଼ ହୋଇ ଯାଇଛନ୍ତି। ତେବେ ଆଜି ଆମେ ସେମିତି ଏକ ଚାଇଲ୍ଡ ଆକ୍ତର ବିଷୟ ରେ ଜାଣିବା ଯିଏକି ସୋନ ପରୀ ଧାରାବାହିକ ରେ ଫ୍ରୁଟିି ଚରିତ୍ର ରେ ଅଭିନୟ କରୁଥିବା ର ନଜର ଆସିଥିଲେ ତେବେ ଆସନ୍ତୁ ଦେଖିବା ତାଙ୍କର କିଛି ଫଟୋ ଗ୍ରାଫ୍ ।।

ତେବେ କିଛି ଲୋକ ମାନଙ୍କୁ ସିରିଏଲ ଦେଖିବା ଖୁବ୍ ପସନ୍ଦ ହୋଇଥାଏ । ଆଉ ସେମାନେ ସବୁବେଳେ ସିରିଏଲ ଦେଖନ୍ତି ।ତେବେ ନବେ ଦଶକର ଟିଭି ରେ ପ୍ରସାରିତ ହେଉଥିବା ‘ ସୋନ ପରୀ ‘ ଧାରାବାହିକ ଆପଣ ମାନେ ନିଶ୍ଚୟ ଭାବେ ଦେଖି ଥିବେ କାରଣ ସେହି ସମୟରେ ଏହି ଧାରାବାହିକ ର ଏକ ଅଲଗା ରୁଚି ରହିଥିଲା ।

ପିଲା ମାନଙ୍କ ପାଇଁ ଏହା ଥିଲା ସବୁଠୁ ପସନ୍ଦ ର ସିରିଏଲ । ତେବେ ଏହି ଧାରାବାହିକ ଟି ୨୦୦୦-୨୦୦୪ ପର୍ଯ୍ୟନ୍ତ ଟିଭି ରେ ପ୍ରସାରିତ ହୋଇଥିଲା । ଏହି ସୋ ର ଲୋକପ୍ରିୟତା ସେତେବେଳେ ଖୁବ୍ ଅଧିକ ଥିଲା । ସବୁ ଛୁଆ ମନେ ଏହି ସୋ ଟିକୁ ଦେଖିବାକୁ ଖୁବ୍ ପସନ୍ଦ କରୁଥିଲେ। ତେବେ ଏହି ଧାରାବାହିକ ର କାହାଣୀ ଅନୁସାରେ ଏହି ଧାରାବାହିକ ରେ ଗୋଟିଏ ସୋନ ପରି , ଅଲତୁ ଫ୍ରୁଟି ପରି ତିନି ଟି ମୁଖ୍ୟ ଚରିତ୍ର ଥିଲା।

ଏହି ଧାରାବାହିକ ର କାହାଣୀ ଅନୁସାରେ ଫ୍ରୁଟି ସବୁବେଳେ ଅସୁବିଧା ରେ ପଡ଼ିଯାଏ ଓ ଏକ ପଥର ମାଧ୍ୟମ ରେ ସୋନ ପରୀ ସହିତ କଥା ହୁଏ। ତେବେ ବର୍ତମାନ ଏହି ଫ୍ରୁଟି ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ବଡ଼ ହୋଇ ଯାଇଛନ୍ତି ।ଫ୍ରୁଟି ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ତନଭି।

ସେ ଚାରି ବର୍ଷ ର ଥିଲା ବେଳେ ଏହି ଧାରାବାହିକ କରୁଥିଲେ। ତେବେ ବର୍ତ୍ତମାନ ସେ ଖୁବ୍ ବଡ଼ ହୋଇ ଯାଇଛନ୍ତି । ବର୍ତ୍ତମାନ ସେ ଖୁବ୍ ହଟ୍ ଓ ବୋଲ୍ଡ ନଜର ଆସିଛନ୍ତି । ବର୍ତ୍ତମାନ ସେ ୨୬ ବର୍ଷର ହୋଇ ସାରିଲେଣି ଓ ଏବେ ସେ ମଡେଲ ରୂପେ ଦର୍ଶକ ମାନଙ୍କୁ ନଜର ଆସିଛନ୍ତି। ତେବେ ସେ ମଡେଲ ସହିତ ମରାଠୀ ଫିଲ୍ମ୍ ରେ ଅଭିନୟ ମଧ୍ୟ କରିଛନ୍ତି। ଆପଣ ଙ୍କୁ ତାଙ୍କ ଫଟୋ ସବୁ କିପରି ଲାଗିଲା ଆମକୁ କମେଣ୍ଟେ ମାଧ୍ୟମରେ ନିସ୍ଚୟ ଜଣାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।