ଟୁନା ପାଇଁ ସ୍ୱାମୀ ବିଦା କଲା,ବାପ ଘର ରଖିବାକୁ ମନା କଲେ କିନ୍ତୁ ଟୁନା ଲୁଚୁଛି… ମୁଁ ଏବେ କଣ କରିବି, ଏ ନେଇ କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା ଯେଉଁଠି ଜଣେ ମହିଳା 3 ଦିନ ହେବ ପ୍ରେମିକ ଙ୍କ ଘର ଆଗରେ ଧାରଣା ରେ ବସି ରହିଛନ୍ତି | ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠି ଗ୍ରାମରେ | ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣଙ୍କ ପର ପୁରୁଷ ଙ୍କ ସହିତ ସମ୍ପର୍କ ରଖିଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଘର ବାହାର କରିଦେଇଛନ୍ତି | ଆଉ ମହିଳା ଜଣଙ୍କ କିଛି ଉପାୟ ନ ପାଇ ଯାଇ ଯେଉଁ ପୁରୁଷ ଙ୍କ ସହିତ ସମ୍ପର୍କ ରେ ଥିଲେ ତାଙ୍କ ଘରେ ଆଗରେ ଧାରଣା ରେ ବସି ରହିଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ |

ତେବେ ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣଙ୍କ ପିଲା ଛୁଆ ଥାଇ ମଧ୍ୟ ଗତ 6 ମାସ ଟୁନା ନାମକ ଜଣେ ଯୁବକ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା | କୌଣସି ପୋଟେ ମହିଳା ଜଣଙ୍କ ର ସ୍ୱାମୀ ଏକଥା ଜାଣିପାରି | ତାଙ୍କ ସ୍ତ୍ରୀ ଙ୍କୁ ଗାଳି ଗୁଲଜ କରିବା ସହିତ | ତାଙ୍କୁ ମାଡ଼ ମାରି ଘରୁ ତଡି ଦେଇଛନ୍ତି ବୋଲି ଜଣା ପଡିଛି | ତେବେ ମହିଳା ଜଣଙ୍କ କିଛି ଉପାୟ ନ ପାଇ 3 ଦିନ ହେବ ତାଙ୍କ ପ୍ରେମିକ ଟୁନା ଙ୍କ ଘର ଦ୍ୱାର ମୁହଁରେ ଧାରଣା ରେ ବସି ରହିଛନ୍ତି | ତେବେ ମହିଳା ଜଣଙ୍କ କହିବା କଥା ଅନୁଯାୟୀ |

ତାଙ୍କ ସ୍ୱାମୀ ତାଙ୍କୁ ଘର ତଡି ଦେବାର କାରଣ ହେଉଛି ଟୁନା ସେଥିପାଇଁ ସେ ଟୁନା ଙ୍କ ଘର ଆଗରେ 3 ଦିନ ହେବ ଧାରଣା ରେ ବସିରହିଛନ୍ତି |ହେଲେ ଟୁନା ର ଘର ଲୋକ ମହିଳା ଙ୍କୁ ଘରକୁ ଉଠିବାକୁ ଦେଉ ନାହାନ୍ତି ବୋଲି କହିଛନ୍ତି ମହିଳା ଜଣଙ୍କ | ତେବେ ମହିଳା ଜଣଙ୍କ ଏକଥା ମଧ୍ୟ କହିଛନ୍ତି ଯେ ଯାହା ପାଇଁ ସେ ଘର ଶୂନ୍ୟ ହେଇଛନ୍ତି ସେ ଏବେ କୋଉଁଠି କୁ ଯିବେ କଣ କରିବେ | ଏପଟେ ଟୁନା ଙ୍କ ଘର ଲୋକେ ମିହିଳା ଜଣଙ୍କୁ ମାରଧର କରିବା ସହିତ ତାଙ୍କ ଘର ଲୋକ ତାଙ୍କୁ ଘରକୁ ଉଠାଉନାହିଁ ବୋଲି କହିଛନ୍ତି ମହିଳା ଜଣଙ୍କ |

ତାହାଲେ ଏବେ ଦେଖିବାକୁ ବାକି ରହିଲା ଯେ 6 ମାସ ପୂର୍ବରୁ ଗଢି ଉଠିଥିବା ସମ୍ପର୍କ ର ପାଇଁ ନିଜ ସ୍ୱାମୀ ଓ ପିଲା କୁ ଛାଡି ଆସିଥିବା ମହିଳା ଙ୍କୁ ଟୁନା ର ଘର ଲୋକ ଆପଣାଇ ବି କି ନାହିଁ,ତାହା ଏବେ ଦେଖିବାକୁ ବାକି ରହିଛି ବୋଲି କୁହାଯାଇଛି | ଆଉ ଏହି ଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି, ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment