ତୁମେ ମାନେ କିଛି View ପାଇଁ ଏମିତି ହେଉଛ ,ତୁମ ପାଇଁ ତୁମ ଘର ବଦନାମ ହେଉଛି..ପରମ୍ପରା ସଂସ୍କୃତିକୁ ନଷ୍ଟ କରୁଛନ୍ତି : କଡା ଭାଷାରେ ମଧୁମିତା ରଥ କହିଲେ ଏମିତି… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ ଆଜିର ସେସିଆଲ ମିଡ଼ିଆ ଯୁଗରେ ପ୍ରତେକ ଙ୍କ ଗୋଟିଏ ଆଶା କି ନିଜର ପ୍ରତିଭା କୁ ଲୋକ ମାନଙ୍କ ଆଗରେ ପ୍ରକାଶ କରିବା , ତେବେ ତାହାର ମାନେ ନୁହଁ କି ଯୋଉଠି ଇଚ୍ଛା ସେଇଠି ଭିଡ଼ିଓ ସୁଟ କରିବା ଆଉ ସେସିଆଲ ମିଡିଆରେ ଭାଇରାଲ କରିବା , ଏମିତି କିଛି ଘଟଣାକୁ ନେଇକି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଜଣେ ସମାଜସେବୀ ମହିଳା ମଧୁମିତା ରଥ |

ତେବେ ତାଙ୍କର କହିବା କଥା କି ଆମ ଓଡିଶା ରେ ପ୍ରତେକ ଓଡ଼ିଆଙ୍କ ଗୋଟିଏ ନିର୍ଦିଷ୍ଟ ସଂସ୍କାର ଆଉ ସଂସ୍କୃତି ରହିଛି , ଆଉ ଆମେ ଓଡ଼ିଆ ହିସାବରେ ତାକୁ ସଂମାନ ଦେବା ବି ଆବଶ୍ୟକ, ତେବେ ଆମେ ଜାଣିଛୁ ଆମ ଓଡ଼ିଶାର ଜଗନ୍ନାଥ ଧାମ ହେଇଛି ପୁରୀ, ତେବେ ସେହି ଜଗନ୍ନାଥ ମନ୍ଦିର ଆଗରେ ଫିଲ୍ମ ଗୀତରେ ଏପରି ନାଚି ଭିଡ଼ିଓ ସୁଟ କରିକି ସୋସିଆଲ ମିଡ଼ିଆ ଅର୍ଥାତ ଇନ୍ଷ୍ଟଗ୍ରାମ ଆଉ ଫେସବୁକ ରେ ପୋଷ୍ଟ କରିବା କୁ ଗୋଟିଏ ନିନ୍ଦା ନିଅ କଥା ବୋଲି କୁହାଯାଇଛି |

ଥରେ ନୁହଁ ଦୁଇ ଥର ନୁହଁ ତିନି ତିନି ଥର ଏହି ଭଳି ଭୁଲ ଉପରେ ବଡ ଧରଣର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଧୁମିତା ରଥ , ସେ କହିଛନ୍ତି ଏହି ସବୁ ଭୁଲ ପାଇଁ ଦାଈ ହେଉଛି ସେ ଝିଅ ମାନଙ୍କ ଘର ଲୋକ ଆଉ ଘର ଲୋକଙ୍କ ସଂସ୍କାର, ସେ ମଧ୍ୟ ଆହୁରି କହିଛନ୍ତି କି ସୁର ଭାଇ ଠିକ କହିଥିଲେ ସେମାନଙ୍କୁ ନେଇକି ମୁଁ ସେମିତି ଶବ୍ଦ ଧରିକି କହିପାରୁନି କିନ୍ତୁ ମୋ ଭାଷାରେ ଛତରୀ ଝିଅ ବୋଲି କହିବା ସେମାନଙ୍କୁ ଠିକ ହେବ |

ଆଉ ସେ ମଧ୍ୟ କହିଛନ୍ତି କି ଯଦି ସେମାନଙ୍କର ନାଚିବାର ଥିଲା ତାହେଲେ ସେମାନେ ଭୋଜନ ଗୀତରେ ଡାନ୍ସ କରିଥାନ୍ତେ ଆଉ ଯଦିବି ନାଚିବାର ଥିଲା ତେବେ ରଥ ଯାତ୍ରା ଯାଏ ଅପେକ୍ଷା କରିଥାନ୍ତେ , ସେଠି ଜଗନ୍ନାଥଙ୍କ ଭଜନରେ ଅନେକ ପୁଅ ଝିଅ ନାଚିଥାନ୍ତି , ଆଉ ଓଡିଶୀ ମଧ୍ୟ ନୃତ୍ୟ କରିଥାନ୍ତି, ତେବେ ଓଡ଼ିଆ ଝିଅ ହେଇକି ଏହି ଭଳି ଜଗନ୍ନାଥଙ୍କ ଆଗରେ ଫିଲ୍ମ ଗୀତରେ ନାଚିବା ସତରେ ବଡ ଲଜ୍ୟାର ବିଷୟ ଅଟେ | ସେ ମଧ୍ୟ ଆହୁରି ଶ୍ରୀକ୍ଷେତ୍ର ପୋଲିସକୁ ଦାୟୀ କରିଛନ୍ତି, ତାଙ୍କର କହିବା କଥା ଯଦି ପ୍ରଥମ ଥର ଏପରି ଭୁଲ ଉପରେ ସେମାନେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ଆଉ ସେହି ଇନ୍ଷ୍ଟଗ୍ରାମ ବା ଫେସବୁକ ଆକାଉଣ୍ଟ କାହାର ଦେଖି କେଶ କରିଥାନ୍ତେ ତେବେ ତିନି ତିନି ଥର ଏପରି ଭୁଲ ହେଇନଥାନ୍ତା |

ତେବେ କିଛିଟା ଭି୍ୟୁୟାର୍ସ ପାଇଁ ମନ୍ଦିର ଆଗରେ ଏପରି ନାଚକୁ ସେ ବହୁତ ନିନ୍ଦା କରିଛନ୍ତି, ଯାହା ଏବେ ସେସିଆଲ ମିଡ଼ିଆ ରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment