Exclusive : ତୁମକୁ କିଏ ଜୋର ଜବରଦସ୍ତ Lip kiss କରିବ ତମର କଣ ବଳନାହିଁ ..ତୁମ ସାଙ୍ଗକୁ ସ୍ୱାମୀ ଜାଣିଲା କେମିତି… ଏ ନେଇ କଣ କହିଲେ ମଧୁମିତା ରଥ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଆଉ ଯେଉଁଠି ପ୍ରେମ ସମ୍ପର୍କ କୁ ନେଇ ଘଟଣା ନଜରକୁ ଆସିଥାଏ। ଏବେ ପୁଣି ଥରେ ଜଣେ ଯୁବତୀ ଏମିତି ପ୍ରେମ କରି ଚର୍ଚ୍ଚା କୁ ଆସିଛନ୍ତି ଯାହା କିଛି ଦିନ ତଳେ ଭିଡ଼ିଓ ଭାଇରଲ ହୋଇଛି। ତେବେ ଆସନ୍ତୁ ଜାଣିବା ଜଣେ ମହିଳା ଏହି ଘଟଣା କୁ ନେଇ କଣ କହିଛନ୍ତି। ଏଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ମହିଳା ଙ୍କ ପ୍ରେମ କୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଉ ଏବେ ଘଟଣା କୁ ନେଇ ସମସ୍ତେ ତୀବ୍ର ନିନ୍ଦା ମଧ୍ୟ କରି ଥିବାର ଭିଡ଼ିଓ ଭାଇରଲ ହୋଇଛି। ବିଭିନ୍ନ ସମୟରେ ଏମିତି ଅନେକ ଯୁବକ ଓ ଯୁବତୀ ମାନେ ପ୍ରେମ କରିବା ପରେ ଯାହା ସବୁ ଘଟି ଯାଉଥାଏ ତାହାକୁ ନେଇ ସମସ୍ତେ ଚର୍ଚ୍ଚା କୁ ଆସି ଥାନ୍ତି। ଆଉ ପ୍ରେମିକ ମାନେ ପ୍ରେମିକା ପାଖରୁ ପ୍ରତାରଣା ପାଇବା ପରେ ଜୀବନ କୁ ବାଜି ଲଗେଇ ଦେଇ ଥାନ୍ତି। ଆଉ କିଛି ସମୟ ରେ ପ୍ରେମିକ ମାନେ ମଧ୍ୟ ବିବାହିତ ହୋଇଥିଲେ ମଧ୍ୟ ମିଛ କହି ଯୁବତୀ ଙ୍କ ସହିତ ସମ୍ପର୍କ ରଖି ଥାନ୍ତି ଯାହା କୁ ନେଇ ପରବର୍ତ୍ତୀ ସମୟରେ ଘଟଣା ସବୁ ନଜରକୁ ଆସିଥାଏ।

ଆଉ ଏହିଠାରେ ଜାଣିବାକୁ ମିଳିଛି ଯେ ଜଣେ ଯୁବତୀ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ଜୋର ଜବରଦସ୍ତ କିସ କରିବା ସହିତ ଲୁଚି କରି କେହି ଭିଡ଼ିଓ ମଧ୍ୟ ରେକର୍ଡ କରିଛନ୍ତି ଯାହା କୁ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚା ଧରିଥିଲା। ଆଉ ଏବେ ସେହି ଘଟଣା କୁ ନେଇ ଚାରିଆଡେ ଚର୍ଚ୍ଚା ଧରିଛି। ଏଠାରେ ମହିଳା ଜଣଙ୍କ ନିଜ ସ୍ୱାମୀ ବିରୋଧ ରେ ଏମିତି କିଛି ବୟାନ ଦେଇଛନ୍ତି ଯାହା ନିକଟରେ ଚାରିଆଡେ ଭାଇରଲ ହୋଇଥିଲା। ଆଉ ଏବେ ସେହି ଘଟଣା କୁ ନେଇ ସମସ୍ତେ ତୀବ୍ର ନିନ୍ଦା କରୁଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ଜଣେ ମହିଳା ଏଠାରେ ଏମିତି କିଛି ସେହି ଯୁବତୀ ଙ୍କୁ କହିଛନ୍ତି ଯାହା ଶୁଣିବା ପରେ ସମସ୍ତେ ଚମକି ପଡିବେ।

ଆଉ ଏବେ ସେହି ମହିଳା ଜଣଙ୍କ କହିଛନ୍ତି ଯେ କେହି କେବେ ଜଣଙ୍କୁ ଜବରଦସ୍ତି କିସ କରି ପାରିବେ କି ଯାହା ଏହି ଯୁବତୀ ଜଣଙ୍କ କହିଛନ୍ତି। ଆଉ ଏବେ କାହାର ଏତେ ସାହସ ହେବନି ଜୋର ଜବରଦସ୍ତ ଏମିତି କରି ପାରିବେ ନାହିଁ। ଆଉ ଏବେ ଏହାକୁ ନେଇ ଘଟଣା ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ସେହି ମହିଳା ଜଣଙ୍କ ଏମିତି କହି ଯାହା କୁ ସିଧାସଳଖ ସେହି ଯୁବତୀ ଙ୍କ ଭୁଲ ବୋଲି କହିଛନ୍ତି। ଯାହା ଵି ହଉ ଏହି ପରି ଘଟଣା ପ୍ରେମ କୁ ନେଇ ଅନେକ ଘଟଣା ନଜରକୁ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment