Odisha News Portal

ଏହି 3ଟି କାମ କର ଯାହାକୁ ଭଲ ପାଉଛ ସେ ତୁମ ବିନା ରହିପାରିବ ନାହିଁ କି ବଞ୍ଚିପାରିବ ନାହିଁ ! ଭଲ ପାଇଥିଲେ ପୋଷ୍ଟଟି ନିଶ୍ଟିତ ପଢନ୍ତୁ…..

ନା କଟିବ ଦିନ , ନା କଟିବ ରାତି ମନେ ପଡିବ ତ ଖାଲି ତୁମ କଥା । ଯଦି ତୁମେ କାହାକୁ ଭଲ ପାଉଛ ଏବଂ ଚାହୁଁଛ କି ସେ କେବଳ ତୁମ କଥା ଭାବୁ ବୋଲି , ତୁମକୁ ଛାଡି ଗୋଟିଏ ମୂହୂର୍ତ୍ତ ହେଲେ ମଧ୍ୟ ବଞ୍ଚିପାରୁ ନାହିଁ ତେବେ ଏହି ଟ୍ରିକ ନିଶ୍ଚିତ ରୂପରେ କରନ୍ତୁ । ଏହି ଟ୍ରିକ କଲେ ତୁମ ପାଟନର ତୁମକୁ ଛାଡି ରହିପାରିବେ ନାହିଁ , ସାରା ଜୀବନ ତୁମ ସହିତ ରହିବା ପାଇଁ ଚାହିଁବେ ।

ତୁମ ପାଇଁ ସବୁବେଳେ ପାଗଳ ହୋଇଯିବେ । ତେବେ ଆସନ୍ତୁ ଜାଣିବା କି ସେହି ସାଇକୋଲୋଜି ଟ୍ରିପଟି କଣ ଅଟେ , କାରଣ ଏହି ଜାଣିବା ଦ୍ୱାରା ପାଟନର ତୁମ ବିନା ରହିପାରିବେ ନାହିଁ । ସେ ତୁମ ସହିତ ସାରା ଜୀବନ ରହିବେ ।

1–କିପ ଆଟ୍ରାକସନ ଫର ଲାଇଫ ଟାଇମ

ସାଇକୋଲୋଜି କହିଥାଏ କି ତୁମ ପ୍ରେମ କିପରି ସେଷ ହୋଇଥାଏ । ହୋଇପାରେ ତୁମ ଭଲପାଇବା ପ୍ରକୃତ ଭଲ ପାଇବା ହେଉ ମଧ୍ୟ ତୁମ ପାଇଁ ଯଦି ତୁମ ପାଟନରର ଆଟ୍ରାକସନ ଶେଷ ହୋଇଗଲାଣି ତ ସେ ତୁମକୁ ପସନ୍ଦ କରିବେ ନାହିଁ ।

କାହିଁକିନା ତୁମେ ମାନେ ଭାବ ତୁମେ କାହାକୁ ଯେତେବେଳେ ବହୁତ ଭଲ ପାଉଥିଲ ଭଲପାଇବାର ଆରମ୍ଭରୁ , କେତେ ଏକ୍ସସାଇଟମେଣ୍ଟ ହୋଇଥିଲ ତାଙ୍କ ସହ କଥା ହେବା ପାଇଁ , ତାଙ୍କର ସେ ଚାହାଣି , ତାଙ୍କର ସେ ଫୋନକଲ , କେତେ ଖୁସି ଫିଲ ହୁଏ , ଗୋଟିଏ ପଦ କତା ହୋଇଗଲେ ,

ଗୋଟିଏ ଥର କଥା ହୋଇଗଲେ ଭଲ ଲାଗେ କଣ ପାଇଁ ସେ ସେତେବେଳେ ଆଟ୍ରାକସନ ଟା ଅଧିର ରହିଥାଏ । ସେଥିପାଇଁ ତୁମେ ମାନେ ଯଦି ଆଟ୍ରାକସନକୁ ଲାଇଫଟାଇମ ରଖିପାରିବ ତ ତେବେ କୌଣସି ବି ମଣିଷ ତୁମ ବିନା ରହିପାରିବେ ନାହିଁ । ତୁମ ସହ ସାରା ଜୀବନ ରହିବେ ଏବଂ ତୁମକୁ ପାଇବା ପାଇଁ ପାଗଳ ପରି ହେବେ ।

2–ହରେଇବାର ଭୟ

ହରେଇବାର ଭୟ ରହିଲେ ସେ ତୁମ ପାଇଁ ସବୁଦିନ ପାଇଁ ପାଗଳ ହେବେ , କାରଣ ସେ ମୋତେ ଚାଡିକି ଚାଲିଯିବନି ତ , ତୁମେ ତୁମ ପଟନରକୁ ଏତେ ଅଦିକା ହରେଇବାର ଡର ରଖୁଛ । ତେବେ ସେଥିପାଇଁ ତୁମେ ଏମିତି କିଚି କର କି ସେ ତୁମକୁ ହରେଇବାର ଡର ରଖିବେ । ଏମିତି କରିପାରିବ ତ 100 ପ୍ରତିଶତ ସେ ତୁମକୁ ସାର ଜୀବନ ଭଲପାଇବେ ।

3–ଭଲ ସ୍ୱପ୍ନ ଦେଖାଅ

ତୁମେ ତୁମ ପାଟନରକୁ ହରେଇବାର ଭୟ କାହିଁକି ରଖୁଛ କାରଣ ତୁମେ ତାଙ୍କୁ ନେଇକରି ବହୁତ ସାରା ସ୍ୱପ୍ନ ଦେଖିଛ । ଏହା ସହ ସେ ତୁମକୁ ଅନେକ ସ୍ୱପ୍ନ ଦେଖାଇଛନ୍ତି କି ତୁମ ଲାଇଫ ଏମିତି ହେବ କି ସେମିତି ହେବ । ଆମେ ମାନେ ଏମିତି ମ୍ୟାରେଜ କରିବା ସେମିତି ମ୍ୟାରେଜ କରିବା । ତେଣୁ ଯିଏ ତୁମକୁ ସ୍ୱପ୍ନ ଦେଖେଇବ ତାହାକୁ ଛାଡିକି ଯିବା ବହୁତ କଷ୍ଟ ହୋଇଥାଏ ତେଣୁ ତୁମେ ତାହାକୁ କିଛି ଏମିତି ସ୍ୱପ୍ନ ଦେଖାଅ କି ସେ ତୁମକୁ ଛାଡି ଯାଇପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।